Social Welfare Action Center for Holistic Humanity - Swachh

Social Welfare Action Center for Holistic Humanity - Swachh Social service is an integral part of our lives. Connect with us to help needy and deprived.

Objective of this organisation to create awareness among people for social service in the field of healthcare, education, human rights and disaster management.

05/09/2021

“ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ,
ଗୁରୁ ଦେବୋ ମହେଶ୍ଵର,
ଗୁରୁ ସାକ୍ଷାତ୍ ପରମ୍ ବ୍ରହ୍ମ ,
ତସ୍ମୈ ଶ୍ରୀ ଗୁରବେ ନମଃ.”

ପବିତ୍ର ଗୁରୁ ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।

Greetings on the occasion of 75th   !May the tricolour epitomising the country's spirit of freedom, peace and prosperity...
15/08/2021

Greetings on the occasion of 75th !

May the tricolour epitomising the country's spirit of freedom, peace and prosperity continue to flutter high.

ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା
24/06/2021

ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା

ରୁଦ୍ରାବତାର ଶ୍ରୀ ହନୁମାନଦେବଙ୍କ ପୂଣ୍ୟ ଜନ୍ମ ତିଥି, ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଉପଲକ୍ଷେ ସମସ୍ତଙ୍କୁ ଅନ...
14/04/2021

ରୁଦ୍ରାବତାର ଶ୍ରୀ ହନୁମାନଦେବଙ୍କ ପୂଣ୍ୟ ଜନ୍ମ ତିଥି, ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିଅନନ୍ଦନ।

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।
14/01/2021

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

ନୂତନ ବର୍ଷରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ କୃପାରୁ ବର୍ଷ ୨୦୨୧ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଓ ପ୍ରଗତିର ବ...
01/01/2021

ନୂତନ ବର୍ଷରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ କୃପାରୁ ବର୍ଷ ୨୦୨୧ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଓ ପ୍ରଗତିର ବର୍ଷ ହେଉ।

Wish all of you a very Happy New Year and wish everyone’s lives are filled with hope, peace and prosperity in the new year of 2021.

ପବିତ୍ର ଦଶହରା ର ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମା ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ସମୃଦ୍ଧି ରେ ଭରି ଦିଅନ୍ତୁ ଏ...
26/10/2020

ପବିତ୍ର ଦଶହରା ର ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମା ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ସମୃଦ୍ଧି ରେ ଭରି ଦିଅନ୍ତୁ ଏହାହିଁ ପ୍ରାର୍ଥନା।

Wish You All A Very . May This Bring Peace, Prosperity & Good Health To You & Your Family. Stay Blessed all.

।।जय माता दी।।

Celebrate the victory of good over evil. Happy Navratri!
17/10/2020

Celebrate the victory of good over evil. Happy Navratri!

ଦୋଳାୟମାନଂ ଗୋବିନ୍ଦ ମଞ୍ଚସ୍ଥଂ ମଧୁସୂଦନଂ ।ରଥସ୍ଥଂ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ ।।ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣ ସମସ୍ତଙ୍କୁ ହାର...
23/06/2020

ଦୋଳାୟମାନଂ ଗୋବିନ୍ଦ ମଞ୍ଚସ୍ଥଂ ମଧୁସୂଦନଂ ।
ରଥସ୍ଥଂ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ ।।

ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।

ଚତୁର୍ଦ୍ଧାମୂର୍ତ୍ତିଙ୍କ କୃପାରୁ ଆପଣଙ୍କ ଜୀବନରେ ଭରିଯାଉ ସୁଖ, ସମୃଦ୍ଧି ଆଉ ପ୍ରଗତି ।

ଜୟ ଜଗନ୍ନାଥ !!!

ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ଅନ୍ୟ ମାନଙ୍କୁ ସଚେତନ କରନ୍ତୁ।Stay aware, stay safe and make others aware.
03/05/2020

ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ଅନ୍ୟ ମାନଙ୍କୁ ସଚେତନ କରନ୍ତୁ।

Stay aware, stay safe and make others aware.

ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ଅନ୍ୟ ମାନଙ୍କୁ ସଚେତନ କରନ୍ତୁ।Stay aware, stay safe and make others aware.
01/05/2020

ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ଅନ୍ୟ ମାନଙ୍କୁ ସଚେତନ କରନ୍ତୁ।

Stay aware, stay safe and make others aware.

Corona is still around & the fight is still on. Stay home unless you want to buy essentials or go for work.

Sudhanshu Sarangi Odisha Police Organisation DCP Cuttack

ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ଅନ୍ୟ ମାନଙ୍କୁ ସଚେତନ କରନ୍ତୁ।Stay aware, stay safe and make others aware.
25/04/2020

ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ଅନ୍ୟ ମାନଙ୍କୁ ସଚେତନ କରନ୍ତୁ।

Stay aware, stay safe and make others aware.

Address

Saptasati Nagar
Bhubaneswar
751017

Website

Alerts

Be the first to know and let us send you an email when Social Welfare Action Center for Holistic Humanity - Swachh posts news and promotions. Your email address will not be used for any other purpose, and you can unsubscribe at any time.

Share

Category