Nalinikanta Mohanty

Nalinikanta Mohanty Contact information, map and directions, contact form, opening hours, services, ratings, photos, videos and announcements from Nalinikanta Mohanty, Social service, Bhubaneswar.

ଓଡ଼ିଶାର ଭାଷା, ସାହିତ୍ୟ, କଳା, ସଂସ୍କୃତି ଓ ଐତିହ୍ୟ ହେଉଛି ସମୃଦ୍ଧ। ସମସ୍ତଙ୍କୁ ‘ଓଡ଼ିଶା ଦିବସ’ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।ହେ ଓଡ...
01/04/2026

ଓଡ଼ିଶାର ଭାଷା, ସାହିତ୍ୟ, କଳା, ସଂସ୍କୃତି ଓ ଐତିହ୍ୟ ହେଉଛି ସମୃଦ୍ଧ। ସମସ୍ତଙ୍କୁ ‘ଓଡ଼ିଶା ଦିବସ’ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
ହେ ଓଡ଼ିଶାର ଯୁବ ବଂଶଧର, ଆମେ ଏ ଜାତିର ସ୍ପନ୍ଦନ !
ଆସ ହେ ଭରିବା ଓଡ଼ିଆ ପ୍ରାଣରେ, ନୂତନ ଏକ ଜୀବନ !!

ବନ୍ଦେ ଉତ୍କଳ ଜନନୀ 🚩

ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ।ଏହି ପବିତ୍ର ଅବସରରେ ଅଯୋଧ୍ୟାପତି ଭଗବାନ ଶ୍ରୀ ରାମଙ୍କ ଅଶୀର୍ବାଦ ସମସ୍ତ...
27/03/2026

ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ।

ଏହି ପବିତ୍ର ଅବସରରେ ଅଯୋଧ୍ୟାପତି ଭଗବାନ ଶ୍ରୀ ରାମଙ୍କ ଅଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧିରେ ପୂର୍ଣ୍ଣ ହେଉ |

୭୭ତମ ସାଧାରଣତନ୍ତ୍ର ଦିବସ' ଅବସରରେ ସମଗ୍ର ଭାରତ ବାସୀଙ୍କୁ  ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା l ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତ...
26/01/2026

୭୭ତମ ସାଧାରଣତନ୍ତ୍ର ଦିବସ' ଅବସରରେ ସମଗ୍ର ଭାରତ ବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା l ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ବହୁମୂଲ୍ୟ ଅବଦାନ ଦେଇଥିବା ମହାପୁରୁଷ ମାନଙ୍କୁ ମୋର ବିନମ୍ର ପ୍ରଣାମ l

ଇଂରାଜୀ ନବବର୍ଷରେ ଆପଣଙ୍କୁ ଏବଂ ଆପଣମାନଙ୍କ ପରିବାରର ସମସ୍ତ ସଦସ୍ୟମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ❤️ଜୟ ଜଗନ୍ନାଥ 🙏🏻
01/01/2026

ଇଂରାଜୀ ନବବର୍ଷରେ ଆପଣଙ୍କୁ ଏବଂ ଆପଣମାନଙ୍କ ପରିବାରର ସମସ୍ତ ସଦସ୍ୟମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ❤️

ଜୟ ଜଗନ୍ନାଥ 🙏🏻

୭୯ତମ ସ୍ବାଧୀନତା ଦିବସ ଅବସରରେ ଓ୍ବାର୍ଡ ନଂ ୧୯ ଠାରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁ୍ଷ୍ଠିତ ହୋଇଥିଲା ।
17/08/2025

୭୯ତମ ସ୍ବାଧୀନତା ଦିବସ ଅବସରରେ ଓ୍ବାର୍ଡ ନଂ ୧୯ ଠାରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁ୍ଷ୍ଠିତ ହୋଇଥିଲା ।

13/07/2025

Address

Bhubaneswar
751025

Telephone

+917787883322

Website

Alerts

Be the first to know and let us send you an email when Nalinikanta Mohanty posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Nalinikanta Mohanty:

Share

Category