Jamakari Milita Mancha Odisha

Jamakari Milita Mancha Odisha Victim Depositors of various Ponzi Schemes.

28/12/2024
27/12/2024

ପୁଣି ଫେରିଲା ଚିଟଫଣ୍ଡ ତାତି | 9 PM Prime Time Discussion | PrameyaNews7 ...

27/12/2024

Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.For Latest News Follow us o...

27/12/2024

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'S...

27/12/2024
ଜମାକାରୀ ଚିହ୍ନଟ ଓ ସମସ୍ତ ଠକ ସଂସ୍ଥାର ସ୍ଥାଵର ଅସ୍ଥାଵର ସମ୍ପତ୍ତି ଜଵତ ସହ ଖୋଲା ନିଲାମ କରି ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାବିରେ ୮ଜ...
18/12/2024

ଜମାକାରୀ ଚିହ୍ନଟ ଓ ସମସ୍ତ ଠକ ସଂସ୍ଥାର ସ୍ଥାଵର ଅସ୍ଥାଵର ସମ୍ପତ୍ତି ଜଵତ ସହ ଖୋଲା ନିଲାମ କରି ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାବିରେ ୮ଜାନୁଆରୀରୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବେ ଜମାକାରୀ

*ନିର୍ଵାଚନରେ ଵିଜେପି କ୍ଷମତାକୁ ଆସିଲେ ୨୪ଘଣ୍ଟା ମଧ୍ଯରେ ଅଧ୍ଯାଦେଶ ଜାରି କରି ଜମାକାରୀଙ୍କ ଟଙ୍କା ଫେରସ୍ତ କରିଵେ ଵୋଲି କହିଥିଲେ - * ଵିଜେପି ଦଳ କ୍ଷମତାରେ ଵସିଲା, * ଜମାକାରୀଙ୍କୁ ଟଙ୍କା ଫେରସ୍ତ ଵିଷୟ ଭୁଲିଗଲେ: *ଡିସେମ୍ଵର ଭିତରେ ପଦକ୍ଷେପ ନିଅ
*ପଦକ୍ଷେପ ନନେଲେ ୮ଜାନୁଆରୀ ୨୦୨୫ରୁ ସୁନ୍ଦରଗଡ ଜିଲ୍ଲା ସମେତ ଵିଭିନ୍ନ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଜମାକାରୀ ଗଣ ସତ୍ଯାଗ୍ରହ ହେଵ: ଜମାକାରୀ ମିଳିତ ମଞ୍ଚ

ସୁନ୍ଦରଗଡ : ୧୭/୧୨/୨୦୨୫: ଆଜି ସୁନ୍ଦରଗଡ ଜିଲ୍ଲାର ଵିଭିନ୍ନ ଵ୍ଲକର ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ସଂଗଠକମାନେ ସୁନ୍ଦରଗଡ ଵନଵାସି ଆଶ୍ରମଠାରେ ଆୟୋଜିତ ଏକ ଜମାକାରୀ ସମ୍ମିଳନୀ ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ଜିଲ୍ଲା ସଭାପତି ସନ୍ତୋସିନୀ ପଣ୍ଡାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଵା ଵେଳେ ଜିଲ୍ଲା ଆଵାହକ ରମେଶ ମହାନନ୍ଦିଆ ଵିଵରଣୀ ଉପସ୍ଥାପନ କରି ଗତ ଵିଧାନସଭା ଓ ସଂସଦୀୟ ନିର୍ଵାଚନ ପୁର୍ଵରୁ ଵର୍ତ୍ତମାନର ରାଜ୍ଯ ଶାସନ କ୍ଷମତାରେ ଥିଵା ଵିଜେପି କ୍ଷମତାକୁ ଆସିଵାର ୨୪ଘଣ୍ଟା ଭିତରେ ଅଧ୍ଯାଦେଶ ଜାରିକରି ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦେଵାର ତ୍ଵରିତ ପଦକ୍ଷେପ ନେଵ ଵୋଲି ପ୍ରତିଶୃତି ଦେଇ କ୍ଷମତାରେ ଵସିଲେ, ମାତ୍ର କ୍ଷମତାରେ ଵସିଵା ପରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ଫେରସ୍ତ କଥା ଏଡାଇ ଯାଇ ଓଡିଶାର ୫୦ଲକ୍ଷରୁ ଅଧିକ ଜମାକାରୀଙ୍କୁ ପ୍ରତାରିତ କରିଛନ୍ତି। ତେଣୁ ଆମେ ସୁନ୍ଦରଗଡ ସମେତ ରାଜ୍ଯ ରାଜ୍ଯର ଵିଭିନ୍ନ ଜିଲ୍ଲାରେ ଜମାକାରୀ ଗଣ ସତ୍ଯାଗ୍ରହରେ ଝାସ ଦେଇ ଟଙ୍କା ନେଵା ପର୍ଯ୍ଯନ୍ତ ଏହି ସତ୍ଯାଗ୍ରହ ଅଭିଯାନ ଚଳାଇ ରଖିଵୁ ଵୋଲି ଆହ୍ଵାନ ଦେଇଥିଲେ। ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ରାଜ୍ଯ ସଭାପତି ତଥା ଜମାକାରୀ ଆନ୍ଦୋଳନର ଆଵାହକ ଜୟନ୍ତ ଦାସ ଏହି ଜମାକାରୀ ସମ୍ମିଳନୀରେ ଉଦଵୋଧନ ଦେଇ ସମସ୍ତ ଜମାକାରୀଙ୍କୁ ଚିହ୍ନଟ କର, ଏଥିପାଇଁ ପୁର୍ଵ ସରକାର ନିଯୁକ୍ତି ଦେଇଥିଵା ତଦନ୍ତ କମିଶନଙ୍କୁ ପୁନର୍ଵାହାଲ କର, ନତୁଵା ତହସିଲ ଜରିଆରେ ଛୋଟ ଵଡ ସମସ୍ତ ଜମାକାରୀଙ୍କୁ ଚିହ୍ନଟ ଓ ଜାଞ୍ଚ କର, କ୍ଷୁଦ୍ର ଵା ଵୃହତ ଜମାକାରୀ ନାମରେ ଭାଗ ଭାଗ କରି ଜମାକାରୀଙ୍କ ଅର୍ଥ ସରକାର ହଡପ କରିଵା ପରିଵର୍ତ୍ତେ ପ୍ରତ୍ଯକ କ୍ଷତିଗ୍ରସ୍ତ ଜମାକାରୀ କିଭଳି ପୁରା ଟଙ୍କା ଫେରସ୍ତ ହେଵ, ସେ ଵ୍ଯଵସ୍ଥା କର। ରାଜ୍ଯ ସରକାର ଏହି ଡିସେମ୍ଵର ମଧ୍ଯରେ ଏଦିଗରେ ପଦକ୍ଷେପ ନେଵା ପାଇଁ ସରକାର ମଞ୍ଚର ମିଳିତ ମଞ୍ଚ ସହ ଆଲୋଚନା କରି ଟଙ୍କା ଫେରସ୍ତ ରାସ୍ତା ସୁଗମ କର, ନଚେତ କେଵଳ ସୁନ୍ଦରଗଡ ଜିଲ୍ଲାସ୍ତରୀୟ ଜମାକାରୀ ଗଣ ସତ୍ଯାଗ୍ରହ ୮ଜାନୁଆରୀ ରୁ ହେଵ ତାହା ନୁହେଁ, ଜାନୁଆରୀ ମାସ ସାରା ଵିଭିନ୍ନ ଜିଲ୍ଲାରେ ଜମାକାରୀ ଗଣ ସତ୍ଯାଗ୍ରହ ଚାଲୁ ରହିଵ। ସରକାରୀ କାର୍ଯ୍ଯାଳୟ ସଵୁ ଜନଗଣଙ୍କ ହିତରେ କାର୍ଯ୍ଯ କରୁନଥିଵାରୁ ଏହି ସଵୁ ଅଚଳ ସରକାରୀ କାର୍ଯ୍ଯାଳୟ ଓ ସଂସ୍ଥା ସଵୁକୁ ଵନ୍ଦ ରଖାଯିଵା ସହ ଫେଵୃଆରୀରେ ଵିଧାନସଭା ଘେରାଉ ହେଵ ଵୋଲି ଆହ୍ଵାନ ଦେଇଥିଲେ। ଏହି ଵୈଠକରେ ଵିଶିଷ୍ଟ ଜମାକାରୀ ନେତା ତଥା ଜନନେତା ସୁଧୀର ନାୟକ, ମୁକ୍ତି ମିଞ୍ଜ, ରିଙ୍କି ସାହୁ, ଡୋଲାମଣୀ ଵାଗ୍, ପୁର୍ଣ୍ଣ ଏକ୍କା, ମେରୀ ଡୁଙ୍ଗ ଡୁଙ୍ଗ, ରାଜେନ ମିଞ୍ଜ, ଭାସ୍କର ଜୟିପୁରିଆ, ମଞ୍ଜୁସା ତେରେସା ମିଞ୍ଜ, ଵିତନା ମାଝୀ, ସନ୍ତୋଷ ଜଙ୍ଗତିଆର, ଭାଗିରଥୀ ତାନ୍ତି, ଦୁଷ୍ମନ୍ତ ଭୋଇ, ଗାମେଶ୍ଵର ଖାଖା, ଜଗଦିଶ ଆଚାର୍ଯ୍ଯ ପ୍ରମୁଖ ୮ଜାନୁଆରୀ ସୁନ୍ଦରଗଡ ଜିଲ୍ଲାସ୍ତରୀୟ ଆନ୍ଦୋଳନ ଓ ଫେଵୃଆରୀରେ ରାଜ୍ଯସ୍ତରୀୟ ଅନିର୍ଦ୍ଦିଷ୍ଟକାଳ ଆନ୍ଦୋଳନର ସଫଳତା ପାଇଁ ସଂକଳ୍ପ ପ୍ରକାଶ କରିଛନ୍ତି।

It was a hopefull disscussion in regard to Refund of duped Depositors Money between Hon'ble Minister Law, Works & Excise...
27/11/2024

It was a hopefull disscussion in regard to Refund of duped Depositors Money between Hon'ble Minister Law, Works & Excise Odisha Mr Pruthwiraj Harichandan & Our ASKMM President Mr Jayanta Das, General Secretary Mr Madhusudan Bishwal & State Spokesperson Mrs Anuradha Subudhi today on 27th November 2024. He assured to persuade the Govt mecanism to expedite the Process under the leadership of Hon'ble Chief Minister Mr Mohan Charan Majhi. ASKMM Extended General Council Meeting may be called to Bhubaneswar in Mid December 2024 to chalk out future course of action.

ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ରାଜ୍ଯ ଯୁଗ୍ମ ସମ୍ପାଦକ ତଥା ଅଵିଭାଜିତ କୋରାପୁଟ ର ଆବାହକ ମାଲକାନଗିଇରି ଜିଲ୍ଲ...
16/10/2024

ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ରାଜ୍ଯ ଯୁଗ୍ମ ସମ୍ପାଦକ ତଥା ଅଵିଭାଜିତ କୋରାପୁଟ ର ଆବାହକ ମାଲକାନଗିଇରି ଜିଲ୍ଲାର କୋରକୁଣ୍ଡା ଵ୍ଲକ ସକାଳ ସାମ୍ଵାଦିକ ଶ୍ରଦ୍ଧେୟ ପ୍ରଦୀପ କୁମାର ମହାରଣାଙ୍କ ପିତା ଲକ୍ଷ୍ମଣ ମହାରଣାଙ୍କର ଆଜି ପୁର୍ଵାହ୍ନ ୧୧ଟାରେ ଅକାଳ ବିୟୋଗ ଘଟିଯାଇଛି। ସ୍ବର୍ଗତ ଲକ୍ଷ୍ମଣ ମହାରଣା, ଶିବରାମ ମହାରଣା, ପ୍ରଦୀପ କୁମାର ମହାରଣାଙ୍କ ଶେଷ ନିଶ୍ଵାସ ସମୟରେ ପରିଵାରର ରମେଶ ଚନ୍ଦ୍ର ମହାରଣା, ହେମଲତା ମହାରଣା, ସୁଶାନ୍ତ ମହାରଣା, ଉର୍ମିଳା ମହାରଣା,ପ୍ରମୋଦିନି ମହାରଣା, ରାମ କୃଷ୍ଣ ମହାରଣା, ରଶ୍ମି ରଞ୍ଜନ ମହାରଣା, ଗାୟତ୍ରୀ, ମହାରଣା, ସୁକନ୍ୟା ମହାରଣା, ଓମକାର ମହାରଣା, ସ୍ନୀଗଧାଶ୍ରୀ ମହାରଣା ଏହି ବିୟୋଗରେ ମଞ୍ଚର ସମସ୍ତ ସକ୍ରୀୟ ସାଥୀଙ୍କ ପକ୍ଷରୁ ଓ ମଞ୍ଚ ପକ୍ଷରୁ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗ ଓ ଵନ୍ଧୁ ସହୋଦର ଙ୍କୁ ସମବେଦନା ଜ୍ଞାପନ କରୁଛି।

11/10/2024

Chit Fund Victims To Launch ‘Gan Satyagrah’ On Sept 29OdishaTV is Odisha's no 1 News Channel. OTV being the first private satellite TV channel in Odisha carr...

Address

Bhubaneswar
751015

Telephone

+919437160009

Website

Alerts

Be the first to know and let us send you an email when Jamakari Milita Mancha Odisha posts news and promotions. Your email address will not be used for any other purpose, and you can unsubscribe at any time.

Share

Category