17/04/2026
ଭାରତୀୟ ଜନତା ଯୁବମୋର୍ଚ୍ଚା ଭୁବନେଶ୍ବର ସାଂଗଠନିକ ଜିଲ୍ଲା ଲିଙ୍ଗରାଜ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ପ୍ରିୟାଂଶୁ ମହାପାତ୍ର ଙ୍କୁ ଜନ୍ମଦିନର ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ।
ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କ ଚଲାପଥ କୁସୁମିତ କରିବା ସହ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ।
ମହାପ୍ରଭୁ ପାଖରେ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ନୀରାମୟ ଜୀବନ କାମନା କରୁଅଛୁ l
BJYM Bhubaneswar