09/06/2026
ଜନଜାତି ଜନନାୟକ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ। ତାଙ୍କର ମହାନ ଆଦର୍ଶ ଜନଜାତି ସମ୍ପ୍ରଦାୟ ପାଇଁ ନୁହେଁ, ବରଂ ସମଗ୍ର ଦେଶର ଯୁବପିढ़ିଙ୍କ ପାଇଁ ଗର୍ବ ଓ ପ୍ରେରଣାର ଉତ୍ସ। ସ୍ୱାଧୀନତା, ନ୍ୟାୟ, ନିଜର ପରିଚୟ ଏବଂ ମର୍ଯ୍ୟାଦା ରକ୍ଷା ପାଇଁ ସେ କରିଥିବା ସଂଗ୍ରାମ ଆମ ସମସ୍ତଙ୍କ ପାଇଁ ବଳିଷ୍ଠ ଦିଗ୍ଦର୍ଶନ।🙏