AISA Odisha

Call Directions Website Contact the organization

AISA Odisha Official page of AISA Odisha

30/08/2026

✨ Glimpses from the Gen-Z Rising Convention in Bhubaneswar!

AISA–RYA’s organisational convention witnessed vibrant participation of students and youth, with a call to strengthen the movement for education, employment and social justice. ✊

29/08/2026

380 କୋଟିର ବହି,2000ରୁ ଅଧିକ ଭୁଲ୍!

ଓଡ଼ିଶାରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ବହିରେ ହଜାରେ ଭୁଲ୍ ହେତୁ ମନୁୱର ଅଲି ଅନଶନରେ ବସିଛନ୍ତି

ଆଇସା ସର୍ବଭାରତୀୟ ସଭାପତି ନେହା ଭୁବନେଶ୍ୱରରେ ପହଞ୍ଚି ମନୁୱର ଅଲିଙ୍କ ସଂଘର୍ଷକୁ ସମର୍ଥନ ଦେଇଛନ୍ତି

ପିଲାଙ୍କ ଭବିଷ୍ୟତ ସହିତ ଖେଳିବା ବନ୍ଦ କର !
ଜବାବ୍ ମାଗୁଛୁ ଜବାବ୍ ଦିଅ!

28/08/2026

*ଜନ୍ତର ମନ୍ତରରୁ ଭୁବନେଶ୍ୱର
ଜେନ୍-ଜିଙ୍କ ସ୍ୱର ଉଠିଛି!

*୨୯ ଅଗଷ୍ଟରେ ଭୁବନେଶ୍ୱର ସ୍ଥିତ ନାଗଭୂଷଣ ଭବନ ଠାରେ ଅନୁଷ୍ଠିତ ହେବାକୁ ଥିବା ଆଲୋଚନା ଚକ୍ରକୁ ଏଆଇଏସଏ - ଆରୱାଇଏ ସଂଗଠନ ଆପଣଙ୍କୁ ନିମନ୍ତ୍ରଣ କରୁଛି ।
*ଦାୟିତ୍ୱବୋଧ ଓ ଛାତ୍ର - ଯୁବ ରାଜନୀତିର ନୂଆ ଧାରା
*ଏହି ଆଲୋଚନା ଚକ୍ରରେ ଶିକ୍ଷା ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ । ଆପଣ ଶିକ୍ଷା ସମସ୍ୟା ସମ୍ପର୍କରେ ଏହି ସଭାରେ ନିଜର ମତ ସାବ୍ୟସ୍ତ କରିପାରିବେ ।
*ନିଟ ପ୍ରଶ୍ନପତ୍ର ଲିକ୍ ରୁ ଆରମ୍ଭ କରି ଓଡ଼ିଶାର ପାଠ୍ୟପୁସ୍ତକ ତ୍ରୁଟି ପର୍ଯ୍ୟନ୍ତ ଦେଶରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି । ଆସନ୍ତୁ ଏହା ଉପରେ ପ୍ରଶ୍ନ ଉଠାଇବା,ଆମ ସ୍ୱରକୁ ଆହୁରି ସୁଦୃଢ଼ କରିବା

*୨୯ ଅଗଷ୍ଟ ସକାଳ ୧୧ଟା
ନାଗଭୂଷଣ ଭବନ,ଅଶୋକ ନଗର,
ଭୁବନେଶ୍ୱର

ଫୋନ - 9831722998/9114881046/7894386293

https://maps.apple/p/a3gkUGLsgE.EY3

https://maps.app.goo.gl/gU7myNBtL3ZE5f2D7?g_st=ac

25/08/2026

From Jantar Mantar to Bhubaneswar!
The Gen-Z Voice Rises !

AISA–RYA invites you to a Public Seminar on

Demanding Accountability & the New Wave of Student-Youth Politics in India

What are the problems you face as students and young people? Bring your questions, share your experiences, and let’s discuss them together.

From paper leaks and textbook errors to the privatisation and commercialisation of education. let’s raise our questions, demand answers, and make our voices heard.

📅 29 August | 11 AM
📍 Nagbhushan Bhavan, Ashok Nagar Bhubaneswar

https://maps.apple/p/a3gkUGLsgE.EY3

Address

A/13, Nagbhusan Bhavan, Ashok Nagar
Bhubaneswar
751009

Telephone

+917873824270

Website

Alerts

Be the first to know and let us send you an email when AISA Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to AISA Odisha:

Shortcuts

Share