Banita Swain -Social Worker

Banita Swain -Social Worker Helping Youth To Earn Money Work from Home

31/05/2024

ଇଶ୍ବର ପ୍ରଦତ୍ତ ଜୀବନ ବହୁତ ମୁଲ୍ଯବାନ ଅଟେ ଓ ସେ ଜୀବନ ପ୍ରତି ଟିକେ ସତର୍କ ରୁହନ୍ତୁ ।ମହାପ୍ରଭୁ ଙ୍କ ଭଉଁରୀ ଖେଳ ସମୟରେ ନରେନ୍ଦ୍ର ରେ ଅସାବଧାନତା ରୁ ବାଣ ବିସ୍ଫୋରଣ ଅଘଟଣ ରେ ଆଘାତ ହୋଇଥିବା ସମସ୍ତ ଭକ୍ତମାନଙ୍କ ଆସୁଆରୋଗ୍ୟ ପାଇଁ ମହାପ୍ରଭୁ ଙ୍କ ଶ୍ରୀରଙ୍ଗା ଚରଣ ରେ ପ୍ରାର୍ଥନା କରୁଅଛୁ । ଜୀବନ ସହ ଲଢୁଥିବା ସମସ୍ତ ଲୋକମାନଙ୍କୁ ମା ବିରଜା ଘଣ୍ଟ ଘଉଡ଼ାଇ ରଖୁ।
ଜୟ ଜଗନ୍ନାଥ

Jajpur Road municipality Ward No-11 Bjd BJD KOREI BJD OdishaSandhyarani Das-Korei BJD Sandhyarani Das Sandhya Rani Das
31/05/2024

Jajpur Road municipality Ward No-11 Bjd
BJD KOREI
BJD Odisha
Sandhyarani Das-Korei BJD
Sandhyarani Das
Sandhya Rani Das

ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଭାଇ  ଆଜି ତୁମର ପବିତ୍ର ଜନ୍ମତିଥି ପାଳନ ଅବସରରେ ତୁମର ସାମାଜିକ ପ୍ରତିଷ୍ଠା ବୃଦ୍ଧି ସହିତ ନି...
21/04/2024

ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଭାଇ
ଆଜି ତୁମର ପବିତ୍ର ଜନ୍ମତିଥି ପାଳନ ଅବସରରେ ତୁମର ସାମାଜିକ ପ୍ରତିଷ୍ଠା ବୃଦ୍ଧି ସହିତ ନିରାମୟ ଜୀବନ ପାଇଁ ମୁଁ ଭଗବାନ୍ ଙ୍କ ନିକଟରେ ପ୍ରାର୍ଥନା କରୁଛି।🙏🙏🙏

26/09/2023
କୁନି କୁନି ପିଲା ମାନଙ୍କ ସହିତ କିଛି ସମୟ
15/08/2023

କୁନି କୁନି ପିଲା ମାନଙ୍କ ସହିତ କିଛି ସମୟ

I love animal's
08/08/2023

I love animal's

*ବୃଦ୍ଧ ବୟସରେ ବାପା ମାଆ ମାନେ ଯେତେବଳେ ଅଲୋଡ଼ା ହୋଇ ଯାଆନ୍ତି ସେମାନଙ୍କ ଠିକଣା ବୃଦ୍ଧାଶ୍ରମ ହୋଇଯାଏ😓🙏🏻**ଆମର ଏହି ଶେଷ ପରିଚୟ ବୃଦ୍ଧାଶ୍ରମ ...
29/07/2023

*ବୃଦ୍ଧ ବୟସରେ ବାପା ମାଆ ମାନେ ଯେତେବଳେ ଅଲୋଡ଼ା ହୋଇ ଯାଆନ୍ତି ସେମାନଙ୍କ ଠିକଣା ବୃଦ୍ଧାଶ୍ରମ ହୋଇଯାଏ😓🙏🏻*

*ଆମର ଏହି ଶେଷ ପରିଚୟ ବୃଦ୍ଧାଶ୍ରମ ର ବାପା ମାଆ ଙ୍କ ମଧ୍ୟ ପରିବାର ଅଛି କିନ୍ତୁ ସେମାନେ ଅଲୋଡ଼ା ହୋଇଯାଇ ଛନ୍ତି ତାଙ୍କ ପୁଅ ଝିଅ ଙ୍କ ପାଇଁ 😓*

*ବହୁ ସଂଖ୍ୟାରେ ସେୟାର କରିବା କାହିଁକି ନା ଦୁନିଆ ରେ ଏମିତି ଅନେକ ପୁଅ ଝିଅ ବୋହୂ ଅଛନ୍ତି ଦେଖନ୍ତୁ ସେମାନେ ତାଙ୍କର ଅଲୋଡ଼ା ବାପା ମାଆ ମାନେ କିପରି ଖୁସି ରେ ଅଛନ୍ତି ଆଶ୍ରମ ରେ*
#ଶେଷ_ପରିଚୟ

ଜଗତଜନକୁ ଖୋଲାରେ ମନଭରି ଦେଖୁବାକୁ ସେ ବାହାରି ଆସନ୍ତି ବଡ଼ ଦେଉଳ ଭିତରୁ । ବୁଲିଯାଆନ୍ତି ମାଉସୀ ଘରକୁ, ପୋଡ଼ପିଠା ଖାଇ ଭକ୍ତଙ୍କ ଗହଣରେ ଖୁସିର...
20/06/2023

ଜଗତଜନକୁ ଖୋଲାରେ ମନଭରି ଦେଖୁବାକୁ ସେ ବାହାରି ଆସନ୍ତି ବଡ଼ ଦେଉଳ ଭିତରୁ । ବୁଲିଯାଆନ୍ତି ମାଉସୀ ଘରକୁ, ପୋଡ଼ପିଠା ଖାଇ ଭକ୍ତଙ୍କ ଗହଣରେ ଖୁସିରେ ନାଚି ଉଠନ୍ତି ସେ । କିନ୍ତୁ ଭକ୍ତର ଡାକକୁ ବେଖାତିର କରିନାହନ୍ତି କେବେ ସିଏ । ସେଇଥପାଇଁ ସେ ଭକତ ଭାବରେ ବନ୍ଧା । ଭକ୍ତ ସାଲବେଗର ଗୁହାରି ଶୁଣି ମଝି ଦାଣ୍ଡରେ ଅଟକିଯାଇଥିଲେ ତାଙ୍କୁ ଦର୍ଶନ ଦେବାକୁ । କେତେବେଳେ ସେ ଦାସିଆର ନଡ଼ିଆ ନେଇଥିଲେ ହାତ ବଢ଼େଇ ତ' ପୁଣି କେବେ ବଳରାମ ଦାସଙ୍କର
ବାଲିରଥରେ ବିରାଜିଥିଲେ ସେ ।

 #ଶେଷ_ପରିଚୟଆଜି ଆମ ଶେଷ ପରିଚୟ ବୃଦ୍ଧା ଆଶ୍ରମ ରେ ଶେଷ ରଜ ପାଳନ କରିଥିବା କିଛି ମୁହୂର୍ତ୍ତ ର ଫଟୋ
16/06/2023

#ଶେଷ_ପରିଚୟ
ଆଜି ଆମ ଶେଷ ପରିଚୟ ବୃଦ୍ଧା ଆଶ୍ରମ ରେ ଶେଷ ରଜ ପାଳନ କରିଥିବା କିଛି ମୁହୂର୍ତ୍ତ ର ଫଟୋ

11/06/2023 ରବିବାର ଦିନ ଯାଜପୁର ରୋଡ଼,ସନ୍ତରା ସ୍ଥିତ ସଂସ୍କୃତି ଭବନ ରେ କେଜିଆଇ ଏଜୁକେଶନ କନ୍ କ୍ଲେଭ୍  ଅନୁଷ୍ଠିତ ହୋଇଥିଲା (ମନୋରମା ଫାଉଣ୍...
12/06/2023

11/06/2023 ରବିବାର ଦିନ ଯାଜପୁର ରୋଡ଼,ସନ୍ତରା ସ୍ଥିତ ସଂସ୍କୃତି ଭବନ ରେ କେଜିଆଇ ଏଜୁକେଶନ କନ୍ କ୍ଲେଭ୍ ଅନୁଷ୍ଠିତ ହୋଇଥିଲା (ମନୋରମା ଫାଉଣ୍ଡେସନ) କୁ ସମ୍ବର୍ଦ୍ଧନା ଜଣାଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍

Address

Bhubaneswar
755022

Telephone

+919337213357

Website

Alerts

Be the first to know and let us send you an email when Banita Swain -Social Worker posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Banita Swain -Social Worker:

Share

Category