Mahabir Anchlika Bikas Parisad Bishnupur

Mahabir Anchlika Bikas Parisad Bishnupur Contact information, map and directions, contact form, opening hours, services, ratings, photos, videos and announcements from Mahabir Anchlika Bikas Parisad Bishnupur, Social service, Bhubaneswar.

୧୯୯୯ ମହାବାତ୍ୟାକୁ ପୁରିଛି ୨୨ ବର୍ଷ । ପ୍ରକୃତିର ତାଣ୍ଡବ କେତେ ଭୟଙ୍କର ହୋଇପାରେ , ୧୯୯୯ ଅକ୍ଟୋବର ୨୯  ତାରିଖ ହେଉଛି ଏହାର ଉଦାହରଣ । ମହାବା...
29/10/2021

୧୯୯୯ ମହାବାତ୍ୟାକୁ ପୁରିଛି ୨୨ ବର୍ଷ । ପ୍ରକୃତିର ତାଣ୍ଡବ କେତେ ଭୟଙ୍କର ହୋଇପାରେ , ୧୯୯୯ ଅକ୍ଟୋବର ୨୯ ତାରିଖ ହେଉଛି ଏହାର ଉଦାହରଣ । ମହାବାତ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କୁ ମୋର ଶ୍ରଦ୍ଧାଞ୍ଜଳି ।

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡିଆ ମାଟିର ବିପ୍ଲବୀ ବୀର ଜୟୀ ରାଜଗୁରୁଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ 🙏
29/10/2021

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡିଆ ମାଟିର ବିପ୍ଲବୀ ବୀର ଜୟୀ ରାଜଗୁରୁଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ 🙏

ପବିତ୍ର କାର୍ତ୍ତିକମାସର ଦ୍ୱିତୀୟ ସୋମବାରରେ ଆମ ବିଷ୍ଣୁପୁର ପଞ୍ଚୟତ ଆଦମପୁର, ନଳାଙ୍ଗ ଆଖପାଖ ଗ୍ରାମରୁ ବହୁଶ୍ରଦ୍ଧାଳୁ  ଓଡିଶାର ପ୍ରସିଦ୍ଧ ଶୈବ...
25/10/2021

ପବିତ୍ର କାର୍ତ୍ତିକମାସର ଦ୍ୱିତୀୟ ସୋମବାରରେ ଆମ ବିଷ୍ଣୁପୁର ପଞ୍ଚୟତ ଆଦମପୁର, ନଳାଙ୍ଗ ଆଖପାଖ ଗ୍ରାମରୁ ବହୁଶ୍ରଦ୍ଧାଳୁ ଓଡିଶାର ପ୍ରସିଦ୍ଧ ଶୈବପିଠ ବାବା ଆଖଣ୍ଡଳମଣି ବାବାଙ୍କ ପାଖକୁ ନିଜ ଗ୍ରାମରୁ ଅଖଣ୍ଡ ନାମ ସଂକ୍ରିତନ ବାହାରକରି ବାବାଙ୍କ ପାଖରେ ପହଞ୍ଚି ନିଜ ଗ୍ରାମର ମଙ୍ଗଳ କାମନା କରିବା ସହ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ସମବୃଦ୍ଧି କାମନା କରିଥିଲେ ବାବା ଆଖଣ୍ଡଳମଣି ପାଖରେ 🙏

24/10/2021

ସବୁବେଳେ ଆଶା ପୂରଣ ହୁଏନି
ମ୍ୟାଚ ହାରିଛୁ ବିଶ୍ୱକପ ନୁହେଁ,
ଫାଇନାଲ ଅଛି

24/10/2021

ଆଗକୁ ମାଡୁଛି "ମହାବୀର ଆଞ୍ଚଳିକ ବିକାଶ ପରିଷଦ" ବିଷ୍ଣୁପୁର ଠାରେ ଓଭର ବ୍ରିଜ ନିର୍ମାଣ ସଫଳତାପରେ ବିଷ୍ଣୁପୁର ପଞ୍ଚାୟତ ରେ post office ଓ ପଶୁ ଡାକ୍ତର ଖାନା ନିର୍ମାଣ ପାଇଁ ପ୍ରୟାସ ରେ ଆପଣ ମାନଙ୍କ ସହଯୋଗ

Address

Bhubaneswar
751024

Website

Alerts

Be the first to know and let us send you an email when Mahabir Anchlika Bikas Parisad Bishnupur posts news and promotions. Your email address will not be used for any other purpose, and you can unsubscribe at any time.

Share

Category