Prakit Akor

Prakit Akor Hello Friends I am a Clean Social Worker And a Politician .

27/03/2026
22/03/2026

ଆମେରିକା ଯଦି କହିବ ଭାରତ ରେ କେହି ଭାତ ଡାଲି ଖାଇ ପାରିବେନି , ଏହା ଦେହ ପାଇଁ କ୍ଷତି କାରକ । ମୋଦୀ ଜୀ ଭାରତ ରେ ଭାତ ଡାଲି ଖାଇବା ବି ବନ୍ଦ କରିଦେବେ ଆଉ ଆମ ମିଡିଆ ଭାତ ଡାଲି ଖାଇଲେ କଣ କଣ କ୍ଷତି ହୁଏ ଆମକୁ ବୁଝେଇବେ । ସବୁ ମିଶିକି Finally ଦେଶକୁ ଗୋଲାମ କରିକି ଛାଡିବେ ।

21/03/2026

ଗରିବ ସାଧାରଣ ମହିଳା ମାନଙ୍କୁ ଚୁଲି ଧୁଆ ରୁ ବାହାରିକି ଗ୍ୟାସ ପାଖରେ ପହଞ୍ଚିବା ପାଇଁ ବର୍ଷ ବର୍ଷ ଲାଗି ଯାଇଥିଲା । ମୋଦୀଜୀ ପୁଣି ଚୁଲି ଧୁଆ ପାଖକୁ ମହିଳା ମାନଙ୍କୁ ଠେଲିଦେଲେ , ନିଜେ ମସ୍ତି ରେ ବୁଲ , ଲୋକ ଙ୍କ ଆଖିରେ ଧୁଆ ପସୁ। କେତେ ଆଉ କ୍ଷମା କରିବେ ଜନତା ? ଯୁଦ୍ଧ ପୂର୍ବରୁ ଇଜରାଇଲ ଯାଇକି ଭାରତର ଲାଭ କଣ ହେଲା ? ଜବାବ ମାଗୁଛି ଭାରତ ।

20/03/2026

ଆଉ କେତେ ଦିନ ଏମିତି ଖୁଲମଖୁଲା ଗଣତନ୍ତ୍ରର ହତ୍ୟା କରି ଚାଲୁଥିବ ବିଜେପି । ଭୁଲ ନିଶ୍ଚିତ ର ଆଲୋଚନା ହେବା ଦରକାର । ନହେଲେ ସୁଧୁରିବ କେମିତି ?

19/03/2026

ଗୋଟିଏ ରାଜନୈତିକ ଦଳ ସହିତ ଜଡ଼ିତ ଅଛ ମାନେ , ସେହି ଦଳର ନିଷ୍ପତ୍ତି କୁ ସଂମାନ ଦେଇ ଶିଖ ।

17/03/2026

କିଛି ଅର୍ଥ ଲୋଭ ରେ କ୍ରସ ଭୋଟିଙ୍ଗ କଲେନାହିଁ ଯେ , ନିଜ ରାଜନୈତିକ କ୍ୟାରିଅର କୁ ସମ୍ପୂର୍ଣ୍ଣ ଭାବରେ ସମାପ୍ତ କରିଦେଲେ । ଏବେ କେବଳ ଭଗବାନ ସାହା ଭରସା । ଭଗବାନ ସହାୟ ହୁଅନ୍ତୁ । ଦଳ ପ୍ରେମ ହୃଦୟ ରେ ନୁହେଁ ରକ୍ତ ରହିବା ଦରକାର । ବିଜେଡି କୁ ସ୍ୱଚ୍ଛ ନେତା ଙ୍କ ର ଅଭାବ ନାହିଁ ଏବଂ ବିଜେଡି ନେତା ଗଢି ଜାଣିଛି . 🙏🙏🙏

Address

Bhubaneswar
Bhubaneswar

Website

Alerts

Be the first to know and let us send you an email when Prakit Akor posts news and promotions. Your email address will not be used for any other purpose, and you can unsubscribe at any time.

Share

Category