09/08/2026
ଆସନ୍ତାକାଲି ଆୟୋଜିତ ହେବାକୁ ଥିବା ଏହି ବିଶେଷ କାର୍ଯ୍ୟକ୍ରମରେ ଆପଣଙ୍କର ଉପସ୍ଥିତି ଆମକୁ ନିଶ୍ଚିତ ଭାବେ ଉତ୍ସାହିତ କରିବ। ତେଣୁ, ସମସ୍ତ ଯୁବ କଂଗ୍ରେସ ସାଥୀ ଓ ଶୁଭେଚ୍ଛୁମାନଙ୍କୁ ଆସନ୍ତାକାଲିର ଏହି କାର୍ଯ୍ୟକ୍ରମରେ ସାଦର ଉପସ୍ଥିତ ରହି ଏହାକୁ ସଫଳ କରିବା ପାଇଁ ଅନୁରୋଧ।
ଆସନ୍ତୁ, ଏକତାର ସହ ଯୋଗଦେଇ ଯୁବଶକ୍ତିର ସ୍ୱରକୁ ଆହୁରି ଦୃଢ଼ କରିବା। ✊🏽🔥
ରଞ୍ଜିତ କୁମାର ପାତ୍ର,ସଭାପତି
ଓଡିଶା ପ୍ରଦେଶ ଯୁବ କଂଗ୍ରେସ