Biju Chatra Janata Dal, Bhograi

Biju Chatra Janata Dal, Bhograi This is formed byBJD,ODISHA
It are helpful to our students for the members of Biju Chatra Janata Dal.

ଓଡ଼ିଆ ଖାଦ୍ୟର ବିବିଧତା ମଧ୍ୟରେ 'ପଖାଳ' ରେ ଭରି ରହିଛି ସ୍ଵତନ୍ତ୍ର ନିବିଡ଼ତା ଓ ଆତ୍ମୀୟତା। ଆସନ୍ତୁ, ଆମ ଖାଦ୍ୟ ପରମ୍ପରାକୁ ସମ୍ମାନ ଜଣାଇବା ...
20/03/2026

ଓଡ଼ିଆ ଖାଦ୍ୟର ବିବିଧତା ମଧ୍ୟରେ 'ପଖାଳ' ରେ ଭରି ରହିଛି ସ୍ଵତନ୍ତ୍ର ନିବିଡ଼ତା ଓ ଆତ୍ମୀୟତା। ଆସନ୍ତୁ, ଆମ ଖାଦ୍ୟ ପରମ୍ପରାକୁ ସମ୍ମାନ ଜଣାଇବା ସହ ଏହାର ଗୌରବକୁ ଆହୁରି ବୃଦ୍ଧି କରିବା ଦିଗରେ ସମସ୍ତେ ସଂକଳ୍ପ ନେବା। ସମସ୍ତଙ୍କୁ #ପଖାଳଦିବସ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

ହୋଲି ଅବସରରେ ଭୋଗରାଇର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 💐।
04/03/2026

ହୋଲି ଅବସରରେ ଭୋଗରାଇର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 💐।


ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 💐
04/03/2026

ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 💐

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଭୋଗରାଇର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 💐।ପ୍ରଭୁ ଦୋଳଗୋବିନ୍ଦ ସମସ୍ତ ଛାତ...
03/03/2026

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଭୋଗରାଇର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 💐।

ପ୍ରଭୁ ଦୋଳଗୋବିନ୍ଦ ସମସ୍ତ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳମୟ ଭବିଷ୍ୟତ ହେଉ।


+୨ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ସମସ୍ତ ପରୀକ୍ଷାର୍ଥୀ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। “ଆଗାମୀ ଭବିଷ୍ୟତ ଉଜ୍ଜଳମୟ ହେଉ”ଏତିକି ...
18/02/2026

+୨ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ସମସ୍ତ ପରୀକ୍ଷାର୍ଥୀ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
“ଆଗାମୀ ଭବିଷ୍ୟତ ଉଜ୍ଜଳମୟ ହେଉ”
ଏତିକି ମହାପ୍ରଭୁଙ୍କ ନିକଟରେ ମୋର ପ୍ରାର୍ଥନା।

 #ପବିତ୍ର_ମହାଶିବରାତ୍ରି ଦେବ ଦେବ ମହାଦେବ ବାବା ଚନ୍ଦନେଶ୍ଵର ଓ ବାବା ଭୁଷଣ୍ଡେଶ୍ଵରଙ୍କ ଅପାର କୃପା ଓ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଶାନ୍ତି, ...
15/02/2026

#ପବିତ୍ର_ମହାଶିବରାତ୍ରି

ଦେବ ଦେବ ମହାଦେବ ବାବା ଚନ୍ଦନେଶ୍ଵର ଓ ବାବା ଭୁଷଣ୍ଡେଶ୍ଵରଙ୍କ ଅପାର କୃପା ଓ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଶାନ୍ତି, ସୁଖ ଓ ସମୃଦ୍ଧି ଆଣୁ।

#ଓଁ_ନମଃ_ଶିବାୟ



10/02/2026
୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ସମ୍ବିଧାନ ଆମର ଶକ୍ତି, ଜନତା ଆମର ଆତ୍ମା। ଆଜିର ଏହି ଗୌରବମୟ ଦିବସରେ ...
26/01/2026

୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ସମ୍ବିଧାନ ଆମର ଶକ୍ତି, ଜନତା ଆମର ଆତ୍ମା। ଆଜିର ଏହି ଗୌରବମୟ ଦିବସରେ ସଂକଳ୍ପ ନେଉଛୁ, ଜନସେବା ଏବଂ ମାଟି ମା'ର ସେବାପାଇଁ ସର୍ବଦା ରହିବୁ ନିୟୋଜିତ।

।।  ଯା ଦେବୀ ସର୍ବଭୂତେଷୁ ବୁଦ୍ଧିରୂପେଣ ସଂସ୍ଥିତା ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ ।।ଭୋଗରାଇର ସମସ୍ତ ଛାତ୍ରଛାତ୍ରୀମାନଙ୍କ ଜୀବନରେ ଜ୍ଞ...
23/01/2026

।। ଯା ଦେବୀ ସର୍ବଭୂତେଷୁ ବୁଦ୍ଧିରୂପେଣ ସଂସ୍ଥିତା ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ ।।

ଭୋଗରାଇର ସମସ୍ତ ଛାତ୍ରଛାତ୍ରୀମାନଙ୍କ ଜୀବନରେ ଜ୍ଞାନ ଏବଂ ଶିକ୍ଷାର ଆଲୋକ ସର୍ବଦା ଆଲୋକପାତ ହେଉ ।



ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇଥିଲେ ନବୀନ, ଯାହା ଏବେ ବିଜେପି ସରକାରରେ ପାଲଟିଛି ସ୍ବପ୍ନ।
18/01/2026

ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇଥିଲେ ନବୀନ, ଯାହା ଏବେ ବିଜେପି ସରକାରରେ ପାଲଟିଛି ସ୍ବପ୍ନ।

ବିଜୁ ବାବୁଙ୍କ ର ସ୍ବପ୍ନ ଥିଲା ୨୧ଶତାବ୍ଦୀ ବେଳକୁ —ରାଜ୍ୟର ହିତକୁ ନିଜ ସ୍ୱାର୍ଥଠାରୁ ଆଗରେ ରଖୁଥିବା ଯୁବ ପିଢ଼ି ତିଆରି ହେଇଥିବେ.....  #ବିଜ...
18/01/2026

ବିଜୁ ବାବୁଙ୍କ ର ସ୍ବପ୍ନ ଥିଲା ୨୧ଶତାବ୍ଦୀ ବେଳକୁ —ରାଜ୍ୟର ହିତକୁ ନିଜ ସ୍ୱାର୍ଥଠାରୁ ଆଗରେ ରଖୁଥିବା ଯୁବ ପିଢ଼ି ତିଆରି ହେଇଥିବେ.....


#ବିଜୁବାବୁ
#୨୧ଶତାବ୍ଦୀରଓଡ଼ିଶା
#ରାଜ୍ୟହିତପ୍ରଥମେ
#ଯୁବଶକ୍ତି
#ଓଡ଼ିଶାଗର୍ବ
#ବିଜୁଦର୍ଶନ
#ସ୍ୱପ୍ନରଓଡ଼ିଶା

Address

Bhograi

Website

Alerts

Be the first to know and let us send you an email when Biju Chatra Janata Dal, Bhograi posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Biju Chatra Janata Dal, Bhograi:

Share