BJYM Kalahandi

BJYM Kalahandi This is the BHARTIYA JANTA YOUVAMORCHA,KALAHANDI (BJYM KALAHANDI) OFFICIAL PAGE

29/03/2026

କଳାହାଣ୍ଡି ଜିଲ୍ଲା ନର୍ଲା ବିଧାୟିକା ମନୋରମା ମହାନ୍ତି ଙ୍କ ସ୍ବାମୀ ନର୍ଲା ବ୍ଳକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ। ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂ ଙ୍କୁ ଫୋନ କଲ୍ ମାଧ୍ୟମରେ ହତ୍ୟା ଧମକ ଦେଇଥିଲେ।ଘଟଣାକୁ ନେଇ ତହସିଲଦାର ଲିଖିତ ଅଭିଯୋଗ କରିଥିଲେ।ଘଟଣା କୁ ନେଇ ପୋଲିସ ର ତଦନ୍ତ ଆରମ୍ଭ ହୋଇଛି।

Murder Threat Case: ବିଜେଡି ବିଧାୟିକାଙ୍କ କ୍ୱାଟର୍ସରେ ପୋଲିସ, ସ୍ବାମୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ।ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍...
29/03/2026

Murder Threat Case: ବିଜେଡି ବିଧାୟିକାଙ୍କ କ୍ୱାଟର୍ସରେ ପୋଲିସ, ସ୍ବାମୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ।

ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ବର୍ତମାନ ର ନର୍ଲା ପଞ୍ଚଯାତ ସମିତି( ବ୍ଲକ) ଉପାଧ୍ୟାକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଓରଫ (ମୁନା ଭାଈ ) ଙ୍କ ବିରୋଧରେ ହତ୍ୟା ଧମକ ଦେଇଥିବା ଅଭିଯୋଗ। ବିଧାୟିକାଙ୍କ ଭୁବନେଶ୍ବର ବାସଭବନରେ ପହଞ୍ଚିଲା ପୋଲିସ୍।

ଓଡିଶା | ରାଜନୀତି - ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଧମକ ଦେଇଥିବା ଅଭିଯୋଗ। ବିଧାୟିକାଙ୍କ ଭୁ....

ବିଜେଡି ବିଧାୟିକା ନର୍ଲା,ଙ୍କ ସ୍ୱାମୀ ଏବଂ ବର୍ତମାନ ନର୍ଲା ପଞ୍ଚଯାତ ସମିତି ଉପାଧ୍ୟାକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଓରଫ (ମୁନା ଭାଈ ) ନର୍ଲା ତ...
29/03/2026

ବିଜେଡି ବିଧାୟିକା ନର୍ଲା,ଙ୍କ ସ୍ୱାମୀ ଏବଂ ବର୍ତମାନ ନର୍ଲା ପଞ୍ଚଯାତ ସମିତି ଉପାଧ୍ୟାକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଓରଫ (ମୁନା ଭାଈ ) ନର୍ଲା ତହସିଲଦାର ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ

ଓଡିଶା ରାଜ୍ୟସଭା ନିର୍ବାଚନରେ ବିଜୟୀ ହୋଇଥିବା ଭାରତୀୟ ଜନତା ପାର୍ଟିର ମାନନୀୟ ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲ ଓ ମାନନୀୟ ସାଂସ...
16/03/2026

ଓଡିଶା ରାଜ୍ୟସଭା ନିର୍ବାଚନରେ ବିଜୟୀ ହୋଇଥିବା ଭାରତୀୟ ଜନତା ପାର୍ଟିର ମାନନୀୟ ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲ ଓ ମାନନୀୟ ସାଂସଦ ଶ୍ରୀ ସୁଜିତ କୁମାର ଏବଂ ବିଜେପି ସମର୍ଥିତ ସ୍ଵାଧୀନ ସାଂସଦ ମାନନୀୟ ଶ୍ରୀ ଦିଲ୍ଲୀପ ରାୟଙ୍କୁ ଅଭିନନ୍ଦନ ।

ଓଡ଼ିଶାରୁ ରାଜ୍ୟସଭାକୁ ନବନିର୍ବାଚିତ ସମସ୍ତ ବିଜେପି ଓ ସମର୍ଥିତ ପ୍ରାର୍ଥୀଙ୍କୁ ଅଭିନନ୍ଦନ ।
16/03/2026

ଓଡ଼ିଶାରୁ ରାଜ୍ୟସଭାକୁ ନବନିର୍ବାଚିତ ସମସ୍ତ ବିଜେପି ଓ ସମର୍ଥିତ ପ୍ରାର୍ଥୀଙ୍କୁ ଅଭିନନ୍ଦନ ।

ସମସ୍ତଙ୍କୁ ୭୭ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା । 🇮🇳ଏହି ଦିନ ଆମକୁ ସ୍ମରଣ କରାଏ କି ଲୋକତନ୍ତ୍ରର ବାସ୍ତବିକ ଶକ୍ତି ଜନତାଙ୍କ...
26/01/2026

ସମସ୍ତଙ୍କୁ ୭୭ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା । 🇮🇳

ଏହି ଦିନ ଆମକୁ ସ୍ମରଣ କରାଏ କି ଲୋକତନ୍ତ୍ରର ବାସ୍ତବିକ ଶକ୍ତି ଜନତାଙ୍କ ଠାରେ ହିଁ ନିହିତ ଥାଏ ଓ ରାଷ୍ଟ୍ର ନିର୍ମାଣର ଦାୟିତ୍ୱ ପ୍ରତ୍ୟେକ ନାଗରିକଙ୍କ ଉପରେ ନ୍ୟସ୍ତ । ଆସନ୍ତୁ ଏହି ପବିତ୍ର ଅବସରରେ ସମ୍ବିଧାନର ମୂଲ୍ୟଗୁଡ଼ିକୁ ଆଧାର କରି ଏକ ସଶକ୍ତ, ସମାବେଶୀ ଓ ବିକଶିତ ଭାରତ ଗଠନର ସଂକଳ୍ପକୁ ଆହୁରି ମଜବୁତ କରିବା ।

ଜୟ ହିନ୍ଦ 🇮🇳

17/01/2026
17/01/2026
ଅଟଳ ଭାବନାରେ ଅନୁପ୍ରାଣିତ ପଂକ୍ତି; ଆମ ପାଇଁ ଦୃଢ଼ତା ଏବଂ ଆତ୍ମବିଶ୍ବାସର ପ୍ରତୀକ ହୋଇପାରିଛି ।
28/12/2025

ଅଟଳ ଭାବନାରେ ଅନୁପ୍ରାଣିତ ପଂକ୍ତି; ଆମ ପାଇଁ ଦୃଢ଼ତା ଏବଂ ଆତ୍ମବିଶ୍ବାସର ପ୍ରତୀକ ହୋଇପାରିଛି ।

Address

Near Manikeswari Temple Bhawanipatna
Bhawanipatna
766001

Telephone

+17327993991

Website

Alerts

Be the first to know and let us send you an email when BJYM Kalahandi posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJYM Kalahandi:

Share