Biju Chhatra Janata Dal, Kalahandi

Biju Chhatra Janata Dal, Kalahandi Official page of BCJD Kalahandi

06/03/2026


ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ତମ ଜନ୍ମ ଜୟନ୍ତୀ ଅବସରରେ କଳାହାଣ୍ଡି ବିଜୁ ଛାତ୍ର ଜନତା ଦଳ ତରଫରୁ କର୍ଲାମୁଣ୍ଡା ହସ୍ପିଟାଲ ଠାରେ ଫଳବଣ୍ଟନ ...
05/03/2026

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ତମ ଜନ୍ମ ଜୟନ୍ତୀ ଅବସରରେ କଳାହାଣ୍ଡି ବିଜୁ ଛାତ୍ର ଜନତା ଦଳ ତରଫରୁ କର୍ଲାମୁଣ୍ଡା ହସ୍ପିଟାଲ ଠାରେ ଫଳବଣ୍ଟନ l

Biju Janata Dal Odisha
Naveen Patnaik
Ipsh*taa Sahoo

ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ସଭାପତି ...
13/02/2026

ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ସଭାପତି ଭାବରେ ଟାଣୁଆ ଛାତ୍ର ନେତା ଶ୍ରୀ ଅବିନାଶ ଠାକୁର ନିଯୁକ୍ତି ପାଇଥିବାରୁ ତାଙ୍କୁ ଅଶେଷ ଧନ୍ୟବାଦ। ଏଥିସହିତ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ମହୋଦୟ ଏବଂ ରାଜ୍ୟ ଯୁବ ବିଜେଡି ସଭାପତି ଶ୍ରୀ Chinmoy Ku Sahoo ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛୁ। କଳାହାଣ୍ଡି ଜିଲ୍ଲାର ସମସ୍ତ ବିଧାୟକ, ପୂର୍ବତନ ବିଧାୟକ, ଦଳୀୟ ନେତୃମଣ୍ଡଳୀଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ।
Chinmoy Ku Sahoo Abinash Thakur

Ajit Kumar Sahu
13/02/2026

Ajit Kumar Sahu

Media Coverage
16/01/2026

Media Coverage

16/01/2026
14/12/2025
Good job by our student leader Abinash Thakur .
14/12/2025

Good job by our student leader Abinash Thakur .

11/10/2025

#ବେଇମାନ_ଜୟ_ଢୋଲକିଆ
ଦିବଂଗତ ବିଜେଡି ବିଧାୟକ ରାଜେନ୍ଦ୍ର ଭାଇ ଢୋଲକିଆ ନିଜର ତନ, ମନ, ଧନ ସମର୍ପଣ କରି ନୂଆପଡା ବିଜେଡିକୁ ସଶକ୍ତ କରିଥିଲେ ଓ ଅହରହ ଲୋକଙ୍କ ସେବା କରୁଥିଲେ। କିନ୍ତୁ ଆଜି ନବୀନ ବାବୁ ଓ ସ୍ଥାନୀୟ ଲୋକଙ୍କ ପ୍ରତି ବେଇମାନୀ କରି ନିଜ ନ୍ୟସ୍ତ ସ୍ୱାର୍ଥ ପାଇଁ ଓ ମନ୍ତ୍ରୀ ହେବାର ଲାଳସା ପାଇଁ ନିଜ ବାପାଙ୍କ ଆତ୍ମାକୁ ଧୋକା ଦେଲେ ଜୟ । କାରଣ ସେ ରାଜୁ ଭାଇ ଢୋଲକିଆଙ୍କ ନିଜ ରକ୍ତର ପୁଅ ନୁହଁନ୍ତି, ପୁତୁରା ପୁଅ ! ଶେଷରେ ଅସଲ ଚେହେରା ଲୋକଙ୍କୁ ଦେଖାଇ ଦେଲେ ଜୟ ଢୋଲକିଆ । ନୂଆପଡା ବାସୀ ଏହାର ଉଚିତ ଜବାବ ଦେବେ।
Dr. Byomakesh Ray Naveen Patnaik Biju Yuva Janata Dal Pranab Prakash Das Abinash Thakur

06/10/2025
ମାଷ୍ଟର କ୍ୟାଣ୍ଟିନ ରେ ଗର୍ଜିଲା ବିଜୁ ଯୁବ ଛାତ୍ର ଜନତା ଦଳ l
06/10/2025

ମାଷ୍ଟର କ୍ୟାଣ୍ଟିନ ରେ ଗର୍ଜିଲା ବିଜୁ ଯୁବ ଛାତ୍ର ଜନତା ଦଳ l

Address

Bhawanipatna

Telephone

+917008902289

Website

Alerts

Be the first to know and let us send you an email when Biju Chhatra Janata Dal, Kalahandi posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Biju Chhatra Janata Dal, Kalahandi:

Share