Mahaveer Club Barapur

Mahaveer Club Barapur We only think about the development of Barapur.

People might talk bad about us, but what matters to us is what happens at BARAPUR .We compete with them year after year.We are not interested about the club's reputation.

05/05/2022

14 ଏପ୍ରିଲ ହନୁମାନ ଜୟନ୍ତୀର ପୂଜାରେ ପୂର୍ଣାହୁତି

200 trees plantation By B D O & All Maveer Club Members at Barapur muni padia ,In front of Barapur high school, Durga Ma...
31/07/2020

200 trees plantation By B D O & All Maveer Club Members at Barapur muni padia ,In front of Barapur high school, Durga Mandap side,Barapur football field side, cricket field side & high school road side .

Veer Hanuman Statue at Barapur....
03/05/2020

Veer Hanuman Statue at Barapur....

12/04/2020

ପ୍ରତିବର୍ଷ ପରି ଏହି ବର୍ଷ ହନୁମାନ ଜୟନ୍ତୀ ଆସନ୍ତା କାଲି ଅନୁଷ୍ଠିତ ହେବ । Lock down ଯୋଗୁଁ ସରକାରୀ ନୀତିନିୟମ ଅନୁସାରେ ନିରାଡାମ୍ବର ଭାବରେ କେବଳ ପୂଜା କରାଯିବ।ଏଣୁ ସମସ୍ତ ସଭ୍ୟ/ସଭ୍ୟା ବୃନ୍ଦ ନିଜର ଦାନ ନିଶ୍ଚିତ ଦେବା ହେବେ।ସାମାଜିକ ଦୁରତ୍ଵ ରକ୍ଷା କରି ପୂଜାରେ ଉପସ୍ଥିତ ରହିବା ହେବେ।
ବିନୀତ
ସଂଜୀବ କୁମାର କର
ସମ୍ପାଦକ
ମହାବୀର କ୍ଳବ୍, ବାରାପୁର

23/03/2020
06/03/2020

ସ୍ଵଚ୍ଛତା ଅଭିଯାନ ଓ ଶ୍ରମଦାନ କାର୍ଯ୍ୟକ୍ରମ କ୍ଳବ୍ ଅାନୁକୁଲ୍ୟରେ ଗତ 01.03.2020 ଦିନ ଅନୁଷ୍ଠିତ ହୋଇଯାଇଛି। କ୍ଳବ୍ ର ସମସ୍ତ କର୍ମକର୍ତ୍ତା ଏବଂ ଅତିଥିମାନଙ୍କୁ ଅଶେଷ ଧନ୍ୟବାଦ ।

Memorable clicks of Barapur Makara Mahotsav-2020...Thanks to all members of Mahaveer Club and honourable guests...Specia...
02/03/2020

Memorable clicks of Barapur Makara Mahotsav-2020...Thanks to all members of Mahaveer Club and honourable guests...Special thanks to Jasobanta Bhai,Bipin Bhai,Sashi Nana ,Rinku Nana and Bala Nana...

First day of Barapur Makara Mahotsav.....
15/01/2020

First day of Barapur Makara Mahotsav.....

08/01/2020

ଆସନ୍ତା ୧୪.୦୧.୨୦ ତାରିଖ ଦିନ ବାରାପୁର ମକର ମହୋତ୍ସବ ଉପଲକ୍ଷେ ବାରାପୁର ହାଇ ସ୍କୁଲ୍ ପରିସରରେ ୧୫ବର୍ଷରୁ ଉର୍ଦ୍ଧ ଝିଅ ଓ ମହିଳା ମାନଙ୍କର ବିଭିନ୍ନ ପ୍ରତିଯୋଗିତା ହେବ।
ସମୟ- ଦିବା ୧୦ଘଟିକା।
ପ୍ରତିଯୋଗିତାର ନାମ
୧)ଝୋଟି
୨)ଶଙ୍ଖ ଫୁଙ୍କା
୩)ଲକ୍ଷ୍ମୀ ପୁରାଣ ପାଠ
୪)ମ୍ୟୁଜିକ୍ ଚେୟାର
ନାମ ପଞ୍ଜିକରଣ ସକାଳ ୯ରୁ ଆରମ୍ଭ ହେବ।

01/01/2020

Ollywood heroine Seetal Patra .

Address

Bhadrakh
756046

Telephone

9439955996

Website

Alerts

Be the first to know and let us send you an email when Mahaveer Club Barapur posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Mahaveer Club Barapur:

Share

Category