ICDS,Bonth

ICDS,Bonth The Department of Women & Child Development,Odisha

ବିଜ୍ଞାପନଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ, ବ୍ଲକ-ବନ୍ତ, ଜିଲ୍ଲା-ଭଦ୍ରକଶ୍ରୀମତୀ ମମିତା ପାତ୍ର,  ପି : ପିତାମ୍ବର ପାତ୍ର, ଗ୍ରାମ-ଗୋହିରାପଦି...
06/11/2025

ବିଜ୍ଞାପନ
ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ, ବ୍ଲକ-ବନ୍ତ, ଜିଲ୍ଲା-ଭଦ୍ରକ

ଶ୍ରୀମତୀ ମମିତା ପାତ୍ର, ପି : ପିତାମ୍ବର ପାତ୍ର, ଗ୍ରାମ-ଗୋହିରାପଦି, ପୋ :ଅ : ଦୋଳପଦୀ, ବ୍ଳକ : ବନ୍ତ, ଜିଲ୍ଲା : ଭଦ୍ରକ, ପିନ୍ : ୭୫୬୧୧୪ । ଏତଦ୍ୱାରା ଆପଣଙ୍କୁ ଜଣାଇ ଦିଆଯାଉଅଛିକି ଯେ ଆପଣ ଦୀର୍ଘଦିନ ହେଲା ବିନା ଛୁଟି ଦରଖାସ୍ତରେ ଅଙ୍ଗନୱାଡ଼ି କେନ୍ଦ୍ର କାର୍ଯ୍ୟରେ ଅନୁପସ୍ଥିତ ରହିଅଛନ୍ତି । ଆପଣଙ୍କୁ ଏ ବାବଦରେ ବାରମ୍ବାର ତଲବ ଦେବା ସତ୍ତ୍ୱେ ଆପଣ ନିଜ କାର୍ଯ୍ୟରେ ଏ ପର୍ଯ୍ୟନ୍ତ ଯୋଗ ଦେଉନାହାଁନ୍ତି । ଯାହା ଫଳରେ ଅଙ୍ଗନୱାଡ଼ି କେନ୍ଦ୍ରର ଶିଶୁ ଓ ମାଆ ମାନଙ୍କର ସେବା କାର୍ଯ୍ୟରେ ଗୁରୁତ୍ୱର ବ୍ୟାଘାତ ସୃଷ୍ଟି ହେଉଅଛି ।

ଏଣୁ ଉକ୍ତ ବିଜ୍ଞାପନ ମାଧ୍ୟମରେ ଆପଣଙ୍କୁ ଜଣାଇ ଦିଆଯାଉଅଛି ଯେ ଏହି ସମ୍ବାଦ ପ୍ରକାଶର ୧୫ ଦିନ ମଧ୍ୟରେ ନିଜ କାର୍ଯ୍ୟରେ ଯୋଗଦାନ କରିବେ । ଏଥିରେ ତ୍ରୁଟି କଲେ ଆପଣଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ଏକତରଫା ବିଚାର କରାଯିବ ।

Address

Bonth
Bhadrak
756114

Website

Alerts

Be the first to know and let us send you an email when ICDS,Bonth posts news and promotions. Your email address will not be used for any other purpose, and you can unsubscribe at any time.

Share