OLAGA BJD

OLAGA BJD Contact information, map and directions, contact form, opening hours, services, ratings, photos, videos and announcements from OLAGA BJD, Political Party, olaga, aradi, dhusuri, Bhadrak.

28/05/2024
ରୂପାନ୍ତରିତ ଓଡ଼ିଶାର ବିକାଶ ଗାଥା A vibrant showcase of a transformed Odisha.
17/05/2024

ରୂପାନ୍ତରିତ ଓଡ଼ିଶାର ବିକାଶ ଗାଥା A vibrant showcase of a transformed Odisha.

ଚାନ୍ଦବାଲିର ମାଟିର ସ୍ୱାଭିମାନ ପାଇଁ ସଂକଳ୍ପ କରିବା, ଯୋଡ଼ି ଶଙ୍ଖ ଚିହ୍ନରେ ଭୋଟ   ଦେଇ ଆମ ପ୍ରିୟ ବିଧାୟକ ପାର୍ଥୀ Dr. Byomakesh Ray (ବାପ...
17/05/2024

ଚାନ୍ଦବାଲିର ମାଟିର ସ୍ୱାଭିମାନ ପାଇଁ ସଂକଳ୍ପ କରିବା, ଯୋଡ଼ି ଶଙ୍ଖ ଚିହ୍ନରେ ଭୋଟ ଦେଇ ଆମ ପ୍ରିୟ ବିଧାୟକ ପାର୍ଥୀ Dr. Byomakesh Ray (ବାପି ଭାଇ) ଙ୍କୁ ପାଇଁ ବିପୁଳ ଭୋଟରେ ବିଜୟୀ କରିବା।

Why  for 2024 and beyond🔥▪️Ration Cards to all eligible families under State Food Security Scheme (SFSS)▪️No family slee...
17/05/2024

Why for 2024 and beyond🔥

▪️Ration Cards to all eligible families under State Food Security Scheme (SFSS)

▪️No family sleeps hungry

* means PEOPLE FIRST*

- a roadmap that’ll take to new heights!

ନବୀନଙ୍କ 5T ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ୱାସ 🤝

ଚାଷୀ ମୁହଁରେ ଥିଲେ ହସ, ଓଡ଼ିଶାର ହେବ ବିକାଶ । ଏହା ନବୀନ ଗ୍ୟାରେଣ୍ଟି, ପୂରଣ ହେବ ନିଶ୍ଚିତ ।
17/05/2024

ଚାଷୀ ମୁହଁରେ ଥିଲେ ହସ, ଓଡ଼ିଶାର ହେବ ବିକାଶ । ଏହା ନବୀନ ଗ୍ୟାରେଣ୍ଟି, ପୂରଣ ହେବ ନିଶ୍ଚିତ ।

ଅନୁସୂଚିତ ଜାତିଙ୍କ ପାଇଁ ଇଏ ନବୀନ ଗ୍ୟାରେଣ୍ଟି । ଏଥର ବିକାଶର ଚିହ୍ନ ଶଙ୍ଖ ଚିହ୍ନକୁ ବାଛନ୍ତୁ ନବୀନଙ୍କ ହାତମୁଠାକୁ ଟାଣ କରନ୍ତୁ ।         ...
17/05/2024

ଅନୁସୂଚିତ ଜାତିଙ୍କ ପାଇଁ ଇଏ ନବୀନ ଗ୍ୟାରେଣ୍ଟି । ଏଥର ବିକାଶର ଚିହ୍ନ ଶଙ୍ଖ ଚିହ୍ନକୁ ବାଛନ୍ତୁ ନବୀନଙ୍କ ହାତମୁଠାକୁ ଟାଣ କରନ୍ତୁ ।

‘ନବୀନ ଓଡିଶା’ରେ ଯୁବକଯୁବତୀଙ୍କ ବିକାଶ ପାଇଁ ୧୦ ବର୍ଷରେ ଖର୍ଚ୍ଚ ହେବ ୧ ଲକ୍ଷ କୋଟି ଟଙ୍କାନବୀନଙ୍କ   ଗ୍ୟାରେଣ୍ଟି, କଥାରେ ନୁହେଁ, କାମରେ ବି...
17/05/2024

‘ନବୀନ ଓଡିଶା’ରେ ଯୁବକଯୁବତୀଙ୍କ ବିକାଶ ପାଇଁ ୧୦ ବର୍ଷରେ ଖର୍ଚ୍ଚ ହେବ ୧ ଲକ୍ଷ କୋଟି ଟଙ୍କା

ନବୀନଙ୍କ ଗ୍ୟାରେଣ୍ଟି, କଥାରେ ନୁହେଁ, କାମରେ ବିଶ୍ୱାସ

କେବଳ ନବୀନଙ୍କ ପାଇଁ ଯୁବପିଢି ଆଜି ସଶକ୍ତ ଆଉ ସ୍ବାବଲମ୍ବୀ।‌ ଏଣୁ ଭୋଟ୍ କେବଳ ଶଙ୍ଖରେ ଦେବା, ନବୀନଙ୍କ ହାତମୁଠାକୁ ଟାଣ କରିବା।
17/05/2024

କେବଳ ନବୀନଙ୍କ ପାଇଁ ଯୁବପିଢି ଆଜି ସଶକ୍ତ ଆଉ ସ୍ବାବଲମ୍ବୀ।‌ ଏଣୁ ଭୋଟ୍ କେବଳ ଶଙ୍ଖରେ ଦେବା, ନବୀନଙ୍କ ହାତମୁଠାକୁ ଟାଣ କରିବା।

ଜୁଲାଇ ମାସରୁ ଆଉ ଦେବାକୁ ପଡ଼ିବନି ବିଜୁଳି ବିଲ୍। ଜୁନ୍ ରେ ଆପଣ ଦେବେ ଶେଷ ବିଲ୍। ଉପକୃତ ହେବେ ଓଡ଼ିଶାର ୯୦% ପରିବାର। ଏଇଟା ହେଉଛି ନବୀନଙ୍କ ...
17/05/2024

ଜୁଲାଇ ମାସରୁ ଆଉ ଦେବାକୁ ପଡ଼ିବନି ବିଜୁଳି ବିଲ୍। ଜୁନ୍ ରେ ଆପଣ ଦେବେ ଶେଷ ବିଲ୍। ଉପକୃତ ହେବେ ଓଡ଼ିଶାର ୯୦% ପରିବାର। ଏଇଟା ହେଉଛି ନବୀନଙ୍କ ଗ୍ୟାରେଣ୍ଟି। ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦିଅନ୍ତୁ।

Address

Olaga, Aradi, Dhusuri
Bhadrak
756138

Telephone

+917846935973

Website

Alerts

Be the first to know and let us send you an email when OLAGA BJD posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to OLAGA BJD:

Share