Youth Voice Of Bhadrak

Youth Voice Of Bhadrak Revolution ����

23/07/2023
ଆମ ଜିଲ୍ଲାର ଗର୍ବ ସୁଶ୍ରୀ ସୁଭାଙ୍ଗି ଭଉଣୀ।💪248 Rank ରଖି IAS ପାଇଲେ ଆମ ଭଦ୍ରକ ର ଗର୍ବ ସୁଶ୍ରୀ ସୁଭାଙ୍ଗି ଖୁଣ୍ଟିଆ(26)  ଭଉଣୀ, ଭଦ୍ରକ ବଙ...
23/05/2023

ଆମ ଜିଲ୍ଲାର ଗର୍ବ ସୁଶ୍ରୀ ସୁଭାଙ୍ଗି ଭଉଣୀ।💪
248 Rank ରଖି IAS ପାଇଲେ ଆମ ଭଦ୍ରକ ର ଗର୍ବ ସୁଶ୍ରୀ ସୁଭାଙ୍ଗି ଖୁଣ୍ଟିଆ(26) ଭଉଣୀ, ଭଦ୍ରକ ବଙ୍କସାହି ରେ ସତ୍ୟନାରାୟଣ ଖୁଣ୍ଟିଆ ଙ୍କ ଝିଅ ହେଉଛନ୍ତି ସୁଶ୍ରୀ ସୁଭାଙ୍ଗି ଖୁଣ୍ଟିଆ, ସେ 2022 ରେ OAS ପାଇ ଏବେ ଭଦ୍ରକ ଜିଲ୍ଲାପାଳ ଅଫିସ ରେ କାର୍ଯ୍ୟରତ ଅଛନ୍ତି ।
IAS ପାଇ ଆମ ଜିଲ୍ଲାକୁ ଗର୍ବିତ କରିଥିବାରୁ ତାଙ୍କୁ ବହୁତ ସାରା ଧନ୍ୟବାଦ ,ଶୁଭେଚ୍ଛା ଓ ଅଭିନନ୍ଦନ।💐

ନକଲି ଡାକ୍ତରଙ୍କ ହାତରେ ଭଦ୍ରକବାସୀ ଙ୍କ ଜୀବନ 🙏Smart City ❤️Naveen Patnaik
01/02/2023

ନକଲି ଡାକ୍ତରଙ୍କ ହାତରେ
ଭଦ୍ରକବାସୀ ଙ୍କ ଜୀବନ 🙏
Smart City ❤️
Naveen Patnaik

ଭଦ୍ରକ ର ଜନସାଧାରଣ ଙ୍କୁ ନବବର୍ଷ ୨୦୨୩ ର ହାର୍ଦ୍ଧିକ ଅଭିନନ୍ଦନ,ନୂତନ ବର୍ଷ ଆପଣମାନଙ୍କ ପାଇଁ ସୁଖ, ଶାନ୍ତି, ସମୃଦ୍ଧି ଓ ପ୍ରଗତିର ବର୍ଷ ହେଉ ...
01/01/2023

ଭଦ୍ରକ ର ଜନସାଧାରଣ ଙ୍କୁ ନବବର୍ଷ ୨୦୨୩ ର ହାର୍ଦ୍ଧିକ ଅଭିନନ୍ଦନ,
ନୂତନ ବର୍ଷ ଆପଣମାନଙ୍କ ପାଇଁ ସୁଖ, ଶାନ୍ତି, ସମୃଦ୍ଧି ଓ ପ୍ରଗତିର ବର୍ଷ ହେଉ ।

17/12/2022
Wish you all a very very happy diwali and hope that every person transforms from the darkness to happiness
24/10/2022

Wish you all a very very happy diwali and hope that every person transforms from the darkness to happiness


ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ପୃର୍ବତମ ଉପବାଚସ୍ପତି ଓ ରାଜ୍ୟସଭା ସାଂସଦ ସ୍ବର୍ଗତ ମହମ୍ମଦ ହନିଫଙ୍କର ୫୫ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ You...
06/10/2022

ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ପୃର୍ବତମ ଉପବାଚସ୍ପତି ଓ ରାଜ୍ୟସଭା ସାଂସଦ
ସ୍ବର୍ଗତ ମହମ୍ମଦ ହନିଫଙ୍କର ୫୫ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ Youth Voice Of Bhadrak ତରଫରୁ ଭକ୍ତିପୃଣ ଶ୍ରଦ୍ଧାଞ୍ଜଳି🙏🙏🙏

02/10/2022

Let’s remember the Mahatma who shook the world in a gentle way. Wishing you a happy Gandhi jayanti


17/09/2022

ପବିତ୍ର ବିଶ୍ଵକର୍ମା ପୂଜା ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

01/09/2022

ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ସମସ୍ତ ଙ୍କୁ ଜୁହାର ଓ ଅଭିନନ୍ଦନ .

ପବିତ୍ର ଗଣେଷ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ..।
31/08/2022

ପବିତ୍ର ଗଣେଷ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ..।


ପବିତ୍ର ରକ୍ଷା ବନ୍ଧନ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଭାଇଭଉଣୀଙ୍କ ମଧ୍ୟରେ ଏହି ପବିତ୍ର ବନ୍ଧନ ଅତୁଟ ଏବଂ ଆହୁରି...
11/08/2022

ପବିତ୍ର ରକ୍ଷା ବନ୍ଧନ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଭାଇଭଉଣୀଙ୍କ ମଧ୍ୟରେ ଏହି ପବିତ୍ର ବନ୍ଧନ ଅତୁଟ ଏବଂ ଆହୁରି ନିବିଡ଼ ହେଉ।



Address

Bhadrak
756100

Website

Alerts

Be the first to know and let us send you an email when Youth Voice Of Bhadrak posts news and promotions. Your email address will not be used for any other purpose, and you can unsubscribe at any time.

Share

Category