Service is God Swechha Sevi Sangathan

Service is God Swechha Sevi Sangathan ✓To work in the area of health and medical aid,sanitation,education,Social welfare&community devt etc

17/04/2026

Sig Swechha Sevi Sangathan

ଆମ ସଂଗଠନ ପ୍ରତି ମାସ ପରି ଏହି ଏପ୍ରିଲ୍ ମାସରେ ଏକ ଅସହାୟ ପରିବାରର ସୁଖ ଦୁଃଖର ସାଥୀ ହେବା ପାଇଁ  ସହାୟତାର ହାତ ବଢ଼ାଇ ତାଙ୍କୁ ସ୍ୱାବଲମ୍ବୀ ...
17/04/2026

ଆମ ସଂଗଠନ ପ୍ରତି ମାସ ପରି ଏହି ଏପ୍ରିଲ୍ ମାସରେ ଏକ ଅସହାୟ ପରିବାରର ସୁଖ ଦୁଃଖର ସାଥୀ ହେବା ପାଇଁ ସହାୟତାର ହାତ ବଢ଼ାଇ ତାଙ୍କୁ ସ୍ୱାବଲମ୍ବୀ କରାଇବା ଉଦ୍ଦେଶ୍ୟରେ ଷ୍ଟେସନାରୀ ଦୋକାନ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଓ ଟ୍ରେଲର ମେସିନ୍ ଯୋଗାଇ ଦିଆଯାଇ ଥିଲା।

ଗ୍ରାମ -ବେରୁହାଁ ଶାସନ, ନିମାପଡ଼ା, ଜିଲ୍ଲା - ପୁରି

ବାପା ଚାଲିଯିବା ପରେ ପଙ୍ଗୁ ହୋଇ ପଡିରହି ଥିବା ପୁଅ ପାଇଁ ବୁଢ଼ି ମା' ଙ୍କୁ ସାହାଯ୍ୟର ହାତ ବଢ଼ାନ୍ତୁ।

Sig Swechha Sevi Sangathan
Service is God Swechha Sevi Sangathan
Nimapara, Orissa, India
Health & Family Welfare Department, Government of Odisha

ଆମ ସଂଗଠନ ହୋଲି ଦିନ ଏକ ଅସହାୟ ପରିବାରର ସୁଖ ଦୁଃଖର ସାଥୀ ହେବା ପାଇଁ  ସହାୟତାର ହାତ ବଢ଼ାଇ ତାଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ  ଷ୍ଟେସନାରୀ ...
31/03/2026

ଆମ ସଂଗଠନ ହୋଲି ଦିନ ଏକ ଅସହାୟ ପରିବାରର ସୁଖ ଦୁଃଖର ସାଥୀ ହେବା ପାଇଁ ସହାୟତାର ହାତ ବଢ଼ାଇ ତାଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ଷ୍ଟେସନାରୀ ଦୋକାନ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଓ କିଛି ରାଶନ ଯୋଗାଇ ଦିଆଯାଇ ଥିଲା।

ଗ୍ରାମ -ଓଳଗ, ପୋଷ୍ଟ - ଆରଡି, ଜିଲ୍ଲା - ଭଦ୍ରକ

Sig Swechha Sevi Sangathan
Service is God Swechha Sevi Sangathan

ପ୍ରତି ମାସ ପରି ଆମ ସଂଗଠନର ମାସିକ ସେବା ଗତ ଫେବୃଆରୀ ମାସରେ ୬ ତାରିଖ କେନ୍ଦ୍ରାପଡ଼ା ଜିଲ୍ଲାରେ ପିକରାଳି ଗ୍ରାମର ନିବାସୀ କର୍କଟ ରୋଗରେ ଆକ୍ର...
05/03/2026

ପ୍ରତି ମାସ ପରି ଆମ ସଂଗଠନର ମାସିକ ସେବା ଗତ ଫେବୃଆରୀ ମାସରେ ୬ ତାରିଖ କେନ୍ଦ୍ରାପଡ଼ା ଜିଲ୍ଲାରେ ପିକରାଳି ଗ୍ରାମର ନିବାସୀ କର୍କଟ ରୋଗରେ ଆକ୍ରାନ୍ତ ଜଣେ ଅସହାୟ ଭାଇଙ୍କୁ ଅର୍ଥ ରାଶି ଯୋଗାଇ ଦିଆଗଲା। ଭଗବାନ ଏହି ଅଦିନରେ ତାଙ୍କ ପରିବାରଙ୍କୁ ସାହା ହୁଅନ୍ତୁ ଏହାହିଁ ପ୍ରାଥନା।
Sig Swechha Sevi Sangathan
Service is God Swechha Sevi Sangathan
Kendrapara

“ରକ୍ତଦାନ ମହତ ଦାନ, ରକ୍ତ ବଞ୍ଚାଏ ଶତ ଜୀବନ, ଅର୍ଜନ କର କୋଟିଏ ପୂଣ୍ୟ, ସଫଳ କର ମାନବ ଜୀବନ"।Sig Swechha Sevi Sangathan Service is God...
27/02/2026

“ରକ୍ତଦାନ ମହତ ଦାନ, ରକ୍ତ ବଞ୍ଚାଏ ଶତ ଜୀବନ, ଅର୍ଜନ କର କୋଟିଏ ପୂଣ୍ୟ, ସଫଳ କର ମାନବ ଜୀବନ"।

Sig Swechha Sevi Sangathan
Service is God Swechha Sevi Sangathan
Am Chandbali

https://youtu.be/JUHZPJgW998?si=7zXL5ETJm6t9BrspService is God Swechha Sevi Sangathan
10/02/2026

https://youtu.be/JUHZPJgW998?si=7zXL5ETJm6t9Brsp

Service is God Swechha Sevi Sangathan

ସାମ୍ବାଦିକ ଗୌରବ ରାଧାଶ୍ୟାମ ବେହେରା ଙ୍କ ୧୯ ତମ ସ୍ମୃତିଚାରଣ ସଭା || REPUBLIC ODISHA ...

ଗତ ଜାନୁୟାରୀ ମାସର ପ୍ରଥମ ସପ୍ତାହରେ ଘଣ୍ଟେଶ୍ବର ଅଞ୍ଚଳର ନରେନ୍ଦ୍ରପୁର ଗ୍ରାମରେ  ରାତିରେ ଶୋଇବା ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୬ଟି ପରି...
10/02/2026

ଗତ ଜାନୁୟାରୀ ମାସର ପ୍ରଥମ ସପ୍ତାହରେ ଘଣ୍ଟେଶ୍ବର ଅଞ୍ଚଳର ନରେନ୍ଦ୍ରପୁର ଗ୍ରାମରେ ରାତିରେ ଶୋଇବା ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୬ଟି ପରିବାର ର ସମସ୍ତ ଘର ସମ୍ପୂର୍ଣ୍ଣ ପୋଡ଼ି ଯିବା ସହିତ ଆସବାବପତ୍ର ସବୁ ମଧ୍ୟ ନଷ୍ଟ ହୋଇ ଯାଇଥିଲା । ଆମ ସଂଗଠନର ସଦସ୍ୟ ମାନେ ଖବର ପାଇ ସ୍ୱଳ୍ପ ସହାୟତା ନେଇ ପହଞ୍ଚି ଥିଲେ ଉକ୍ତ ପରିବାର ବର୍ଗଙ୍କ ପାଖରେ।

ଭଦ୍ରକ
Service is God Swechha Sevi Sangathan
Am Chandbali

ପ୍ରତି ମାସ ପରି December month ର ସେବା January month ପ୍ରଥମ ସପ୍ତାହରେ ସର୍ଭିସ୍ ଇଜ୍ ଗଡ଼ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ଭଦ୍ରକ ଜିଲ୍ଲାର...
06/02/2026

ପ୍ରତି ମାସ ପରି December month ର ସେବା January month ପ୍ରଥମ ସପ୍ତାହରେ ସର୍ଭିସ୍ ଇଜ୍ ଗଡ଼ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ଭଦ୍ରକ ଜିଲ୍ଲାର ତିହିଡି ଅନ୍ତର୍ଗତ ଗୁରୁଦାସପୁର ଗ୍ରାମରେ ଗୋଟିଏ ଅସହାୟ ବୃଦ୍ଧା‌ ଦମ୍ପତିଙ୍କୁ ତାଙ୍କର ଚିକିତ୍ସା ନିମନ୍ତେ ଅର୍ଥ ରାଶି ଯୋଗାଇ ଦିଆଯାଇଛି।
Service is God Swechha Sevi Sangathan
Sig Swechha Sevi Sangathan

ଭଦ୍ରକ
Am Chandbali

゚viralシfypシ゚viralシalシ

18/01/2026

Address

Mruganayani, Moushudha Bazar, Chandbali
Bhadrak
756132

Telephone

+919663655338

Website

Alerts

Be the first to know and let us send you an email when Service is God Swechha Sevi Sangathan posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Service is God Swechha Sevi Sangathan:

Share

Category