Panamani Murmu Fan Club - Mayurbhanj

Panamani Murmu Fan Club - Mayurbhanj Betnoti Block Hadeqater GP
Betnoti GP's 4th Time Sarpanch
Panamani Murmu

ପବିତ୍ର ମହାଳୟା ର ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏
14/10/2023

ପବିତ୍ର ମହାଳୟା ର ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏

ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମହାପ୍ରଭୁଙ୍କ ...
20/06/2023

ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ପ୍ରତିଟି ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ। ଜୟ ଜଗନ୍ନାଥ।

03/06/2023

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ମୁଁ ମର୍ମାହତ, ଓ ପ୍ରାଣ ହରେଇଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣେଇବା ଓ ପରିବାରବର୍ଗଙ୍କୁ ସମବେଦନା ଜଣେଇବା ସହିତ , ଆହତମାନଙ୍କର ଆଶୁ ଆରୋଗ୍ୟ କାମନା ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଅଛୁ l

ପବିତ୍ର ଦୀପାବଳି ଓ କାଳୀପୂଜା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନରେ ସୁଖ...
24/10/2022

ପବିତ୍ର ଦୀପାବଳି ଓ କାଳୀପୂଜା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ।

୭୫ବର୍ଷ ସ୍ୱାଧୀନତା ଦିବସ ପାଳନ ଅବସରରେ
15/08/2022

୭୫ବର୍ଷ ସ୍ୱାଧୀନତା ଦିବସ ପାଳନ ଅବସରରେ

ଆସନ୍ତା 75  ବର୍ଷ  ସ୍ୱାଧୀନତା ଦିବସ ପାଳନ  ପୂର୍ବରୁ ବେତନଟୀ ଗ୍ରାମ ପଞ୍ଚାୟତରେ କିଭଳି ଭାବରେ ପ୍ରତ୍ୟେକ ୱାର୍ଡ ରେ ଆମ ତ୍ରିରଙ୍ଗା ପତକା ଲାଗ...
13/08/2022

ଆସନ୍ତା 75 ବର୍ଷ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ବେତନଟୀ ଗ୍ରାମ ପଞ୍ଚାୟତରେ କିଭଳି ଭାବରେ ପ୍ରତ୍ୟେକ ୱାର୍ଡ ରେ ଆମ ତ୍ରିରଙ୍ଗା ପତକା ଲାଗିବ ଓ ଆମ ଅଞ୍ଚଳର ମହାନ ସ୍ଵାଧୀନତା ସଂଗ୍ରାମୀ ସହିଦ କଙ୍କା ମାଝୀ ଓ କାଳିଆ ମହାନ୍ତ ଙ୍କର ସ୍ୱାଧୀନତା ସଂଗ୍ରାମ ରେ ଅବଦାନକୁ ଲୋକ ଲୋଚନ କୁ ଆଣିବା ପାଇଁ ମୋର ପଞ୍ଚାୟତ ର ୱାର୍ଡ ସଭ୍ୟ କିଛି ସ୍ଥାନୀୟ ନେତୃବୁନ୍ଦ ଙ୍କ ସହିତ ଆଲୋଚନା କଲି ଓ କିଛି ତ୍ରିରଙ୍ଗା ପତକା ହସ୍ତାନ୍ତର କଲି।।।ବନ୍ଦେ ମାତରମ।।।।ଜୟ ହିନ୍ଦ🇮🇳

10/08/2022
ବ୍ଲକ ସ୍ତରୀୟ ଫୁଟବଲ ଖେଳାଳି ଚୟନ ବେତନଟୀ ଗ୍ରାମପାୟତରେ ଆରମ୍ଭ ହୋଇଛି
25/07/2022

ବ୍ଲକ ସ୍ତରୀୟ ଫୁଟବଲ ଖେଳାଳି ଚୟନ ବେତନଟୀ ଗ୍ରାମପାୟତରେ ଆରମ୍ଭ ହୋଇଛି

ଆଜି ବେତନଟୀ ଗ୍ରାମପଞ୍ଚାୟତ ରେ ନୂତନ ଭାବେ କିଛି ଯୋଗ୍ୟ ହିତାଦିକାରୀ ଙ୍କୁ ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତା  ପ୍ରଦାନ କରାଗଲା।
06/07/2022

ଆଜି ବେତନଟୀ ଗ୍ରାମପଞ୍ଚାୟତ ରେ ନୂତନ ଭାବେ କିଛି ଯୋଗ୍ୟ ହିତାଦିକାରୀ ଙ୍କୁ ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରାଗଲା।

ପବିତ୍ର ଦେବସ୍ନାନ ପୂର୍ଣିମା ଓ ରଜପର୍ବ ଅବସରରେ ଓଡିଶାର ସମସ୍ତ ଗୁରୁଜନ,ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
14/06/2022

ପବିତ୍ର ଦେବସ୍ନାନ ପୂର୍ଣିମା ଓ ରଜପର୍ବ ଅବସରରେ ଓଡିଶାର ସମସ୍ତ ଗୁରୁଜନ,ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।

Address

Betnoti
BETNOTI

Alerts

Be the first to know and let us send you an email when Panamani Murmu Fan Club - Mayurbhanj posts news and promotions. Your email address will not be used for any other purpose, and you can unsubscribe at any time.

Share