Bajrang Dal Ganjam ପ୍ରଖଣ୍ଡ

Bajrang Dal Ganjam ପ୍ରଖଣ୍ଡ Contact information, map and directions, contact form, opening hours, services, ratings, photos, videos and announcements from Bajrang Dal Ganjam ପ୍ରଖଣ୍ଡ, Social service, Ganjam, Berhampur.

28/10/2025
🙏🙏ଜୟ ଶ୍ରୀରାମ 🙏🙏🩸 ରକ୍ତଦାନ ମହତ ଦାନ 🩸👉  ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତି ନୂଆଗାଁ ର ଜଣେ ମା ଶ୍ରୀମତୀ ସରୋଜିନୀ ବେହେରା ନୁଆଁ ବଷ୍ଟାଣ୍ଡ ସ...
15/10/2025

🙏🙏ଜୟ ଶ୍ରୀରାମ 🙏🙏

🩸 ରକ୍ତଦାନ ମହତ ଦାନ 🩸

👉 ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତି ନୂଆଗାଁ ର ଜଣେ ମା ଶ୍ରୀମତୀ ସରୋଜିନୀ ବେହେରା ନୁଆଁ ବଷ୍ଟାଣ୍ଡ
ସ୍ଥିତ ଶ୍ରୀକୃଷ୍ଣ ନରସିଂ ହୋମ ରେ ଚିକିତ୍ସା ଧୀନ ଥିବା ସମୟରେ ଅସ୍ତ୍ରପୋଚାର ପାଇଁ ବ୍ଲଡ଼ ଆବଶ୍ୟକ ଥିବା ଖବର ବଜରଙ୍ଗ ଦଳ ଗଞ୍ଜାମ ପ୍ରଖଣ୍ଡ ର କର୍ମୀ ଙ୍କୁ ଜଣେଇଥିଲେ।
👉ସେ ଦିନ ଅର୍ଥାତ ତା 13.10.25 ଦିନ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ଗଞ୍ଜାମ ପ୍ରଖଣ୍ଡ ତରଫରୁ ଏକ A+ ବ୍ଲଡ଼ ର ବ୍ୟବସ୍ଥା କରାଯାଇଥିଲା।
👉ଅନୁରୋଧ ସମସ୍ତ ସଚେତନ ନାଗରିକ ଏମିତି କାର୍ଯ୍ୟକ୍ରମ ରେ ସହଯୋଗ କରନ୍ତୁ, ତା ହେଲେ ଆଗାମୀ ଭବିଷ୍ୟତରେ ଜଣେ ଅନ୍ୟ ଜଣକୁ ସାହାର୍ଯ୍ୟ ମନ ବୃତି ରଖିଲେ ଆଉ ରକ୍ତ ର ଅଭାବ ପାରିଲିକ୍ଷିତ ହବନି।🙏 ଜୟ ଶ୍ରୀରାମ 🙏

👉ରକ୍ତଦାନ ମହତ ଦାନ      ରକ୍ତ ଦେଇ ପୁଣ୍ୟ କର ଅର୍ଜନ।ଗଞ୍ଜାମ ପ୍ରଖଣ୍ଡ ବଜରଙ୍ଗ ଦଳ ତରଫରୁ ସୁଦୂର ଗଜପତି                                ...
07/10/2025

👉ରକ୍ତଦାନ ମହତ ଦାନ
ରକ୍ତ ଦେଇ ପୁଣ୍ୟ କର ଅର୍ଜନ।

ଗଞ୍ଜାମ ପ୍ରଖଣ୍ଡ ବଜରଙ୍ଗ ଦଳ ତରଫରୁ ସୁଦୂର ଗଜପତି ଜିଲ୍ଲାର ଜଣେ ଭାଇ ତାଙ୍କ ସ୍ତ୍ରୀ ଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ବଜରଙ୍ଗ ଦଳ ର ସଦସ୍ୟ ଙ୍କୁ ଅବଗତ କରାଇ ଥିଲେ। ଏବଂ ରକ୍ତ ର ଆବଶ୍ୟକ ଅଛି ବୋଲି ଜଣାଇଥିଲେ। ଏପରି ଏକ ଦୁଖଦଃ ସମୟରେ ବଜରଙ୍ଗ ଦଳ ଗଞ୍ଜାମ ପ୍ରଖଣ୍ଡ ତରଫରୁ ଏକ A + 🩸
ରକ୍ତ ସେ ମହିଳା ଙ୍କୁ ଦିଆ ଯାଇଥିଲା।
ସେତେବେଳେ ଦେଖିବାକୁ ମିଳିଥିଲା ଯେମିତି ମନ ଭିତରେ ଥିବା ଅନ୍ଧାର ଅପସରି ଯାଇ ନୂତନ 🌥️ସୂର୍ଯ୍ୟଦୟ ର ସୁନେଲି କିରଣ।

🚩 ଉଦେଶ୍ୟ

👉 ମନୁଷ୍ୟ ର ଜନ୍ମ ପ୍ରକୃତି ଦତ୍ତ ଉପହାର
👉 ଯିବେ ଦେହେ ଦୟା ଅର୍ଥ ଏଠି ସମସ୍ତେ ସମସ୍ତଙ୍କୁ ସାହାର୍ଯ୍ୟ ମନ ବୃତି ରଖି କାର୍ଯ୍ୟ କଲେ ବିପଦ ନିଶ୍ଚୟ ଟଳି ଯିବ।

🚩🙏🚩🙏ଜୟ ଶ୍ରୀରାମ 🚩🙏🚩🙏

Address

Ganjam
Berhampur

Website

Alerts

Be the first to know and let us send you an email when Bajrang Dal Ganjam ପ୍ରଖଣ୍ଡ posts news and promotions. Your email address will not be used for any other purpose, and you can unsubscribe at any time.

Share

Category