Youth bjd fan club

Youth bjd fan club BHABANI KANTA SAHU

ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ବ୍ରହ୍ମପୁର ସାଂସଦ ପାର୍ଥୀ ଶ୍ରୀ ଭୃଗୁବକ୍ସି ପାତ୍ର ଓ ବିଧାୟକ ପାର୍ଥୀ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ...
12/04/2024

ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ବ୍ରହ୍ମପୁର ସାଂସଦ ପାର୍ଥୀ ଶ୍ରୀ ଭୃଗୁବକ୍ସି ପାତ୍ର ଓ ବିଧାୟକ ପାର୍ଥୀ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ବ୍ରହ୍ମପୁର ଠାରେ ବିଶାଳ ବାଇକ୍ ରାଲି ସହ ସ୍ବାଗତ ଜଣାଇବା ସହ ମା ବୁଢ଼ୀ ଠାକୁରାଣୀଙ୍କ ଆଶ୍ରିବାଦ୍ ନେଇଛନ୍ତି । ଆଗାମୀ ୨୦୨୪ ନିର୍ବାଚନରେ ବିଜେଡ଼ି ଦଳ କିପରି ବହୁ ମାତ୍ରାରେ ବ୍ରହ୍ମପୁର ସହରରେ ଭୋଟ ପାଇ ଜୟଯୁକ୍ତ କରିବ ତା ପ୍ରତି ସମସ୍ତ ଦଳୀୟ କର୍ମୀ ଧ୍ୟାନ ଦେଇଥିଲେ । ଏହି ସମାବେଶରେ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ରହିଥିଲେ ଓ ସଂକଳ୍ପ ନେଇଥିଲେ ।

12/04/2024
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଠାରେ ବ୍ରହ୍ମପୁର ସାଂସଦ ପାର୍ଥି ଶ୍ରୀ ଭୃଗୁବକ୍ସି ପାତ୍ର ଙ୍କୁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର...
12/04/2024

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଠାରେ ବ୍ରହ୍ମପୁର ସାଂସଦ ପାର୍ଥି ଶ୍ରୀ ଭୃଗୁବକ୍ସି ପାତ୍ର ଙ୍କୁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥି ଶ୍ରୀ ବିପ୍ଳବ ପାତ୍ର ସ୍ବାଗତ ଜଣାଇବା ସହ କିପରି ଆଗାମୀ ୨୦୨୪ ନିର୍ବାଚନ ରେ ବିଜେଡ଼ି ବହୁ ମାତ୍ରା ରେ ଭୋଟ ପାଇଁ ଜୟଯୁକ୍ତ କରିବ ସେ ପ୍ରତି ଧ୍ୟାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡିର ଯୁବ, ଛାତ୍ର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ହୋଇଥିଲେ ।

ଶଙ୍ଖ ମୋର ଗର୍ବ 🫡
ଜୟ ନବୀନ ପଟ୍ଟନାୟକ🙏
ଜୟ ବିଜେଡ଼ି 🐚

12/04/2024

metting

09/02/2024

ଭାରତର ସ୍ଵାଧୀନତା ସଂଗ୍ରାମରେ ଯଦି ପ୍ରକୃତରେ ଭାଗ ନେଇଥାନ୍ତେ ତାହେଲେ ଭାରତର ମୂଲ୍ୟ ଠିକ୍ ବୁଝିଥାନ୍ତେ ଓ ରତ୍ନ ପୁରସ୍କାର ବାଣ୍ଟି ଥାଆନ୍ତେ।

13/01/2024

ରାମଦେବ ବର୍ତ୍ତମାନ agent ସାଜି ଓଡ଼ିଶା ଆସି ରାଜନୈତିକ ପ୍ରଚାର କଲେଣି। ଯୋଗ ନାଁ ରେ ସେ ଜଣେ ବେପାରୀ

Address

Berhampur
760004

Telephone

+917008833151

Website

Alerts

Be the first to know and let us send you an email when Youth bjd fan club posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Youth bjd fan club:

Share