06/08/2021
ଦିଗପହଣ୍ଡି ନଗର ବିଜେପି ତରଫରୁ ଓଡିଶା ଷ୍ଟାଫ୍ ସିଲେକସନରେ ହୋଇ ଥିବା ଦୃନୀତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ l ଏଥିରେ ନଗର ସଭାପତି ଭବାନୀ ଶଙ୍କର ପଣ୍ଡା. ଜିଲ୍ଲା ଉପସଭାପତି ପରେଶ ରଥ. ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ. ବାପି ପ୍ରଧାନ. ପ୍ରଶାନ୍ତ ପୂଜାରୀ. ଟୁନା ଚୌଧରୀ. ସିମା ସସମାଲ. ଜିଲ୍ଲା ପରିଷଦ ଗଦାଧର ସ୍ୱାଇଁ.. ଫକୀର ବେହେରା. ସିଦ୍ଧାର୍ଥ ପଣ୍ଡା. ଆକାଶ ଗୌଡ଼. ମହେନ୍ଦ୍ର ସାହୁ. CH - ହରିକୃଷ୍ଣ. ସହଦେଵ ସେଠୀ. ଗଣେଶ ଜେନା. ଶ୍ରୀ ହର୍ଷ ପଣ୍ଡା. ଭାଗିରଥି ଚୌଧରୀ ଉଗ୍ରସନ ସସମଲ ପ୍ରମୁଖ ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l