I Support Prasant Kumar Jagadev

I Support Prasant Kumar Jagadev We all are Supporting to Prasant Kumar Jagadev

 Prasant Kumar Jagadev
24/04/2026



Prasant Kumar Jagadev

ଖୋରଧା ଜିଲ୍ଲାର ଜନ ପ୍ରିୟ ନେତା ତଥା ମାନ୍ୟବର ବିଧାୟକ ଖୋରଧା ଶ୍ରୀ Prasant Kumar Jagadev ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan ...
04/04/2026

ଖୋରଧା ଜିଲ୍ଲାର ଜନ ପ୍ରିୟ ନେତା ତଥା ମାନ୍ୟବର ବିଧାୟକ ଖୋରଧା ଶ୍ରୀ Prasant Kumar Jagadev ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi, ଯଶସ୍ଵୀ ରାଜ୍ୟ ସଭାପତି ଶ୍ରୀ Manmohan Samal, ରାଜ୍ୟ ପ୍ରଭାରୀ ଶ୍ରୀ Vijaypal Singh Tomar ଓ ଭୁବନେଶ୍ଵର ସାଂସଦ ଶ୍ରୀମତୀ Aparajita Sarangi ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଖୋରଧା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିବାରୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରିବା ସହିତ ଖୋରଧା ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଦଳୀୟ ସଙ୍ଗଠନ ସମ୍ବନ୍ଧରେ ସକାରାତ୍ମକ ଆଲୋଚନା କରିଛନ୍ତି।

ସମସ୍ତ ସନାତନୀ ଭାଇ ଓ ଭଉଣୀ ମାନଙ୍କୁ ବହୁ ସଂଖ୍ୟାରେ ଯୋଗଦେବାକୁ ଅନୁରୋଧ 🙏🙏 Prasant Kumar Jagadev
26/03/2026

ସମସ୍ତ ସନାତନୀ ଭାଇ ଓ ଭଉଣୀ ମାନଙ୍କୁ ବହୁ ସଂଖ୍ୟାରେ ଯୋଗଦେବାକୁ ଅନୁରୋଧ 🙏🙏


Prasant Kumar Jagadev

16/03/2026

ଓଡ଼ିଶା ପୂର୍ଣ୍ଣ ଗେରୁଆ ମୟ ହେବ...
Prasant Kumar Jagadev
BJP Odisha

 #କଥା_ଦେଇ_କଥା_ରଖିଲେ_ପ୍ରଶାନ୍ତ_ଜଗଦ୍ଦେବନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ଆଜି କିଛି ମାତ୍ରାରେ ପୂରଣ କରିବାରେ ସଫଳ ହେଇଛନ୍ତି ମାନ୍ୟବର...
08/02/2026

#କଥା_ଦେଇ_କଥା_ରଖିଲେ_ପ୍ରଶାନ୍ତ_ଜଗଦ୍ଦେବ

ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ଆଜି କିଛି ମାତ୍ରାରେ ପୂରଣ କରିବାରେ ସଫଳ ହେଇଛନ୍ତି ମାନ୍ୟବର ବିଧାୟକ ଖୋରଧା। ଟାଙ୍ଗୀ ବ୍ଲକ ଅନ୍ତର୍ଗତ କନ୍ତଳବାଇ ଗ୍ରାମ ପଞ୍ଚାୟତର ବଙ୍ଗୀୟ ବ୍ୟକ୍ତି ମାନଙ୍କର ଛଅ ଦଶକର ଦାବୀ ଆଜି ସଫଳ ହୋଇପାରିଛି।

କନ୍ତଳବାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କନ୍ତଳବାଇ ଠାରେ ରହୁଥିବା ବଙ୍ଗୀୟ ଶରଣାର୍ଥୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ପଟ୍ଟା ବଣ୍ଟନ କରାଗଲା।

ଏହି ଅବସରରେ ଆମ ଗହଣରେ ମାନନୀୟା ସାଂସଦ ଶ୍ରୀମତୀ Aparajita Sarangi, ମାନ୍ୟବର ବିଧାୟକ ଖୋରଧା ଶ୍ରୀ Prasant Kumar Jagadev, ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଟାଙ୍ଗୀ ମଣ୍ଡଳ ଉନ୍ନୟନ ଅଧିକାରୀ, ତହସିଲଦାର, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଗଣ ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।





Faisala on the spot 🔥
12/11/2025

Faisala on the spot 🔥

✨ Syncing with the trend, moving with the trend.
10/09/2025

✨ Syncing with the trend, moving with the trend.

ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀର ଶୁଭାବସରରେ ଖୋର୍ଦ୍ଧା ଜିଲ୍ଲାର ବିପ୍ଳବୀ ଜନନେତା ତଥା ଯୁବ ଓ ଛାତ୍ର ବର୍ଗଙ୍କ ପ୍ରେରଣାର ଉତ୍ସ ମାନ୍ୟବର ବିଧାୟକ...
27/08/2025

ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀର ଶୁଭାବସରରେ ଖୋର୍ଦ୍ଧା ଜିଲ୍ଲାର ବିପ୍ଳବୀ ଜନନେତା ତଥା ଯୁବ ଓ ଛାତ୍ର ବର୍ଗଙ୍କ ପ୍ରେରଣାର ଉତ୍ସ ମାନ୍ୟବର ବିଧାୟକ ଖୋରଧା ଶ୍ରୀ Prasant Kumar Jagadev (ଗଣେଶ ଭାଇ)ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଜଗତର ନାଥ ଜଗନ୍ନାଥ ଓ ସିଦ୍ଧି ବିନାୟକ ଶ୍ରୀ ଗଣେଶ ଆପଣଙ୍କୁ ସର୍ବଦା ଖୁସି ରେ ରଖନ୍ତୁ।

22/07/2025

ମାନ୍ୟବର ବିଧାୟକ ବେଗୁନିଆ ଶ୍ରୀ ପ୍ରଦୀପ କୁମାର ସାହୁ ଆପଣଙ୍କ ଅବଗତି ନିମନ୍ତେ ଜଣାଇଦେବାକୁ ଚାହୁଁଛି ଯେ NCERT ପାଠ୍ୟପୁସ୍ତକରୁ 'ପାଇକ ବିଦ୍ରୋହ'କୁ ବାଦ ଦିଆଯାଇନାହିଁ। ଏହା ସାମାଜିକ ବିଜ୍ଞାନ ପୁସ୍ତକର ଦ୍ୱିତୀୟ ଭାଗରେ ଶୀଘ୍ର ପ୍ରକାଶ ପାଇବ ବୋଲି ଗତକାଲି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ମାତ୍ର ନିଜର ରାଜନୈତିକ ଆଶା ପୂରଣ ପାଇଁ ଏଭଳି ମିଥ୍ୟା ମନ୍ତବ୍ୟ ଜରିଆରେ ଓଡ଼ିଶାବାସୀଙ୍କୁ ଭ୍ରମିତ କରିବା ପାଇଁ ଆପଣଙ୍କ ଏ ପ୍ରଚେଷ୍ଟା ଅତ୍ୟନ୍ତ ହାସ୍ୟାସ୍ପଦ। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଖୋର୍ଦ୍ଧାର ପାଇକ ମାନଙ୍କୁ ସଦା ସର୍ବଦା ସମ୍ମାନ ଦେଇ ଆସିଛନ୍ତି।

Narendra Modi
Mohan Charan Majhi
Dharmendra Pradhan
Aparajita Sarangi
Prasant Kumar Jagadev

17/07/2025

Aura Of Bahubali MLA
Prasant Kumar Jagadev

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ କଳା, ସଂସ୍କୃତି ଓ ଅସ୍ମିତାର ଭୂମି ଓଡ଼ିଶାକୁ ହାର୍ଦ୍ଦିକ ସ୍ବାଗତ।ନିର୍ବାଚନ ବିଜୟ ସଙ୍କଳ...
20/06/2025

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ କଳା, ସଂସ୍କୃତି ଓ ଅସ୍ମିତାର ଭୂମି ଓଡ଼ିଶାକୁ ହାର୍ଦ୍ଦିକ ସ୍ବାଗତ।

ନିର୍ବାଚନ ବିଜୟ ସଙ୍କଳ୍ପରୁ - ବିକଶିତ ଓଡ଼ିଶା ନିର୍ମାଣ ପର୍ଯ୍ୟନ୍ତ ଓଡ଼ିଶା ସହ ଅଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ମହୋଦୟ।

Address

Begunia

Website

Alerts

Be the first to know and let us send you an email when I Support Prasant Kumar Jagadev posts news and promotions. Your email address will not be used for any other purpose, and you can unsubscribe at any time.

Share