Mission Shakti Begunia

Mission Shakti Begunia http://missionshakti.odisha.gov.in

Mission Shakti Empowerment of Women is one of the key development initiative identified by the Government of Odisha.

ଖୋର୍ଦ୍ଧା ଜିଲ୍ଲା ଗସ୍ତ ଅବସରରେ   ସଚିବ ଶ୍ରୀ ଭି.କେ ପାଣ୍ଡିଆନ ବେଗୁନିଆ, ବୋଲଗଡ଼, ଟାଙ୍ଗି, ଖୋର୍ଦ୍ଧା, ବାଣପୁର ଏବଂ ଚିଲିକା ବ୍ଲକରେ ନିର୍ମା...
23/08/2023

ଖୋର୍ଦ୍ଧା ଜିଲ୍ଲା ଗସ୍ତ ଅବସରରେ ସଚିବ ଶ୍ରୀ ଭି.କେ ପାଣ୍ଡିଆନ ବେଗୁନିଆ, ବୋଲଗଡ଼, ଟାଙ୍ଗି, ଖୋର୍ଦ୍ଧା, ବାଣପୁର ଏବଂ ଚିଲିକା ବ୍ଲକରେ ନିର୍ମାଣାଧୀନ ବୃହତ ପାଇପ ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଲୋକଙ୍କ ସୁବିଧା ପାଇଁ ₹୯୨୨ କୋଟିର ଏହି ପ୍ରକଳ୍ପ ଜାନୁଆରୀ, ୨୦୨୩ରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହେବ।

ଲୋକଙ୍କ ସୁବିଧାକୁ ଗୁରୁତ୍ଵ ଦେଇ ବାଲୁଗାଁ, ବାଣପୁର ପୌରାଞ୍ଚଳର ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ନେଇ ସଚିବ ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପ ପାଇଁ ₹୧୬ କୋଟି ବ୍ୟୟବରାଦ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଏହା ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବ।

28/07/2023
27/07/2023

ବର୍ଷା ଓ ଖରା ଦିନିଆ ଧାନ ଚାଷ ପାଇଁ ଆଜୋଲା ଘାସ ଏକ ଉପଯୁକ୍ତ ଜୈବିକ ସାର । ଏହି ସବୁଜ ସାର ଆଜୋଲା ଚାଷ କରି ସ୍ବାବାଲମ୍ବୀ ହୋଇଛନ୍ତି...

କାର୍ଯ୍ୟ ଦକ୍ଷତା ବଢ଼ିବା ସହ ଆହୁରି ସଶକ୍ତ ହେବେ Mission Shakti Odisha ମା'। ଏସଏଚଜି ମହାସଂଘର ଇସି ସଦସ୍ୟା ଓ କାର୍ଯ୍ୟରତ କମ୍ୟୁନିଟି ସପୋ...
22/07/2023

କାର୍ଯ୍ୟ ଦକ୍ଷତା ବଢ଼ିବା ସହ ଆହୁରି ସଶକ୍ତ ହେବେ Mission Shakti Odisha ମା'। ଏସଏଚଜି ମହାସଂଘର ଇସି ସଦସ୍ୟା ଓ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ଯାତାୟାତକୁ ସୁଗମ କରିବା ପାଇଁ 'ମିଶନ ଶକ୍ତି ସ୍କୁଟର ଯୋଜନା'କୁ ବୈଠକରେ ମଞ୍ଜୁରୀ ମିଳିଛି।

ଏହି ଯୋଜନାରେ ସ୍କୁଟର କ୍ରୟ ପାଇଁ ଯୋଗ୍ୟ ସଦସ୍ୟା ମାନେ ₹୧ ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ୍ ଋଣ ବିନା ସୁଧରେ ପାଇ ପାରିବେ। ସମସ୍ତ ସୁଧ ରାଜ୍ୟ ସରକାର ବହନ କରିବେ। ଏଥିସହ ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ଆସନ୍ତା ୫ ବର୍ଷ ମଧ୍ୟରେ ₹୫୨୮.୫୫ କୋଟିର ବଜେଟ୍ ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର।


Block level Awareness training program to wshgs members  on bank linkage , Interest subvention scheme, Mamata scheme, Bs...
05/07/2023

Block level Awareness training program to wshgs members on bank linkage , Interest subvention scheme, Mamata scheme, Bsky, Mo ghara, Scooter loan and Mission Shakti activities organised on Dt 05.07.2023

The final batch of participants of the State level Training of Trainers for Block/Project level master trainers on SHG  ...
07/06/2023

The final batch of participants of the State level Training of Trainers for Block/Project level master trainers on SHG & Interest Subvention at the State Convention Centre, .

The Departmental review by Hon'ble Chief Minister Shri Naveen Patnaik was held today. Smt. Basanti Hembram, Hon'ble Mini...
27/05/2023

The Departmental review by Hon'ble Chief Minister Shri Naveen Patnaik was held today.

Smt. Basanti Hembram, Hon'ble Minister, Women & Child Development, Government of Odisha, Mission Shakti Odisha spoke on the key achievements followed by a presentation by Smt. Sujata Karthikeyan, commissioner-cum-secretary, . A press briefing was also held.

Mission Shakti cafe training at the Institute of Hotel Management, Bhubaneswar.  IHM Bhubaneswar
11/04/2023

Mission Shakti cafe training at the Institute of Hotel Management, Bhubaneswar.



IHM Bhubaneswar

Address

Begunia
752062

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm

Telephone

+916742536775

Alerts

Be the first to know and let us send you an email when Mission Shakti Begunia posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Mission Shakti Begunia:

Share