ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ, ବସ୍ତା ବ୍ଲକ୍

  • Home
  • India
  • Basta
  • ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ, ବସ୍ତା ବ୍ଲକ୍

ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ, ବସ୍ତା ବ୍ଲକ୍ Contact information, map and directions, contact form, opening hours, services, ratings, photos, videos and announcements from ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ, ବସ୍ତା ବ୍ଲକ୍, Basta.

ବିଦ୍ୟୁତ୍ ଆଘାତରୁ ଗୃହପାଳିତ ପଶୁଙ୍କୁ ରକ୍ଷା କରିବା ଆମର ଦାୟିତ୍ବ ।  ବିଦ୍ୟୁତ୍ ଖୁଣ୍ଟ, ଷ୍ଟେ ୱାୟର, ବିଦ୍ୟୁତ୍ ତାର ତଳେ କିମ୍ବା ଟ୍ରାନ୍ସଫର...
08/04/2026

ବିଦ୍ୟୁତ୍ ଆଘାତରୁ ଗୃହପାଳିତ ପଶୁଙ୍କୁ ରକ୍ଷା କରିବା ଆମର ଦାୟିତ୍ବ । ବିଦ୍ୟୁତ୍ ଖୁଣ୍ଟ, ଷ୍ଟେ ୱାୟର, ବିଦ୍ୟୁତ୍ ତାର ତଳେ କିମ୍ବା ଟ୍ରାନ୍ସଫର୍ମର ନିକଟରେ ବାନ୍ଧି ସେମାନଙ୍କୁ ବିପଦକୁ ଠେଲନ୍ତୁ ନାହିଁ ।

ଆପଣଙ୍କ ସଚେତନତା ଓ ସତର୍କତା ଗୃହପାଳିତ ପଶୁଙ୍କୁ ସମ୍ଭାବିତ ବିପଦରୁ ରକ୍ଷା କରିବ ।

ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ, ବସ୍ତା ବ୍ଲକ୍

08/04/2026
01/04/2026
01/04/2026

ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ ର ବୃହତ ସଫଳତା,,
ଅନ୍ୟାୟ ଆଗରେ ମୁଣ୍ଡ ନୁଆଁଇଲା TPNODL କର୍ମଚାରୀ,,

ବେଆଇନ୍ ଭାବରେ କାଟିଥିବା ବିଦ୍ୟୁତ୍ କୁ ପୁଣି ସଂଯୋଗ କଲେ,,

ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ ଜିନ୍ଦାବାଦ
ବିଦ୍ୟୁତ୍ ଉପଭୋକ୍ତା ଶକ୍ତି ଜିନ୍ଦାବାଦ

ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ, ବସ୍ତା ବ୍ଲକ୍ ତରଫରୁ ନଟାକଟା ପଞ୍ଚାୟତ ଅନ୍ତର୍ଗତ ଖଣ୍ଡପସା ଗାଁ ରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଅନେକ ଦିନ ...
01/04/2026

ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ, ବସ୍ତା ବ୍ଲକ୍ ତରଫରୁ ନଟାକଟା ପଞ୍ଚାୟତ ଅନ୍ତର୍ଗତ ଖଣ୍ଡପସା ଗାଁ ରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଅନେକ ଦିନ ଧରି ଉକ୍ତ ଗ୍ରାମରେ ଥିବା ଏକ ଜଳ ଯୋଗାଣ ସେଲୁ ର ବିଦ୍ୟୁତ୍ ଯୋଗାଣ ବିଛିନ୍ନ କରିଥିଲେ ବିଦ୍ୟୁତ୍ ଅଧିକାରୀ ଚାଷୀଙ୍କ ର ବିଲ୍ ପୈଠ ଥିବା ସତ୍ତ୍ବେ। ମାତ୍ର ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ସହିତ ତୁରନ୍ତ ଫୋନ୍ ଯୋଗେ ଜିଲ୍ଲା ଅଧ୍ୟକ୍ଷ ଯୋଗୀ ଅନ୍ତର୍ଯ୍ୟାମୀ ରାଉଳ ଓ ଶ୍ରୀମାନ ଶଙ୍କର ଜେନା, ବ୍ଲକ୍ ସଭାପତି ଶ୍ରୀଯୁକ୍ତ ଚନ୍ଦନ କୁମାର ପାତ୍ର ମହୋଦୟ ଯୋଗାଯୋଗ ପରେ ତୁରନ୍ତ ଦୁଇ ଘଣ୍ଟା ମଧ୍ୟରେ ଲାଇନ୍ ଯୋଡ଼ିବା ପାଇଁ କହିଲୁ। ଏହାପରେ ତୁରନ୍ତ ଲାଇନ୍ ସଂଯୋଗ ପରେ ପରେ ୪୦ ରୁ ଉର୍ଦ୍ଧ ଚାଷୀ ଙ୍କ ଜମିରେ ଜଳ ସେଚନ ର ବ୍ୟବସ୍ଥା ହେଲା।।

ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ ଜିନ୍ଦାବାଦ
ବିଦ୍ୟୁତ୍ ଉପଭୋକ୍ତା ଶକ୍ତି ଜିନ୍ଦାବାଦ

03/02/2026

ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ ଜିନ୍ଦାବାଦ
ବିଦ୍ୟୁତ୍ ଉପଭୋକ୍ତା ଶକ୍ତି ଜିନ୍ଦାବାଦ

ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ, ବସ୍ତା ତରଫରୁ ଏକ ଉପଭୋକ୍ତା ଙ୍କ ର ଦୀର୍ଘ ଦିନ ଧରି ଅଟକିଥିବା କାର୍ଯ୍ୟ କୁ ଆଜି ସଂଗଠନ ଦ୍ଵାରା ସମାଧାନ ହେଲା।।ବି...
03/02/2026

ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ, ବସ୍ତା ତରଫରୁ ଏକ ଉପଭୋକ୍ତା ଙ୍କ ର ଦୀର୍ଘ ଦିନ ଧରି ଅଟକିଥିବା କାର୍ଯ୍ୟ କୁ ଆଜି ସଂଗଠନ ଦ୍ଵାରା ସମାଧାନ ହେଲା।।

ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ ଜିନ୍ଦାବାଦ
ବିଦ୍ୟୁତ୍ ଉପଭୋକ୍ତା ଶକ୍ତି ଜିନ୍ଦାବାଦ

Address

Basta
756030

Website

Alerts

Be the first to know and let us send you an email when ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ, ବସ୍ତା ବ୍ଲକ୍ posts news and promotions. Your email address will not be used for any other purpose, and you can unsubscribe at any time.

Share