Sambadika Sangha Basta

Sambadika Sangha Basta Our voice is for the people
ଲୋକଙ୍କ ସ୍ବାର୍ଥ ଆମର ସ୍ବର

11/02/2026

ଟ୍ରାକ୍ଟର ଛାଡ଼ି ଡ୍ରାଇଭର ଫେରାର ପରେ ।

11/02/2026

#ବସ୍ତା_କୋର୍ଟର_ଐତିହାସିକ_ରାୟ ।
🟥 ୨୦୧୪ ମସିହା ମାରପିଟ କେଶ ର ରାୟ ଶୁଣାଇଲେ ବସ୍ତା JMFC କୋର୍ଟ ।
🟥 ଉଭୟ ପକ୍ଷକୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର କୋର୍ଟ ।
ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବରୁଣ ଗାଡ଼ିଆ ପଞ୍ଚାୟତ ର ଚୁରପଦା ଗ୍ରାମରେ ୨୦୧୪ ମସିହାରେ କୌଣସି ଘଟଣା କୁ ନେଇ ଦୁଇ ପକ୍ଷ ମଧ୍ୟରେ ମାରପିଟ ହୋଇଥିଲା । ଯାହାକୁ ନେଇ ଉଭୟ ପକ୍ଷ ବସ୍ତା ଥାନା ର ଦ୍ୱାରସ୍ଥ ହୋଇଥିଲେ । ବସ୍ତା ଥାନା ପକ୍ଷରୁ ୨୧୧/୧୪ ଏବଂ ୧୧୨/୧୪ ଦୁଇଟି କେଶ କରାଯାଇଥିଲା । ତେବେ ବାର ବର୍ଷ ଧରି ଉକ୍ତ କେଶ ଚାଲିବା ପରେ ମାନ୍ୟବର ବସ୍ତା କୋର୍ଟ ପ୍ରଥମ ଥର ପାଇଁ ଅଭିଯୁକ୍ତ ମାନଙ୍କୁ ଅର୍ଥ ଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଯାହାକୁ ନେଇ ଜିଲ୍ଲା ରେ ଚର୍ଚ୍ଚା ଲାଗିରହିଛି ।

11/02/2026
03/02/2026

କୁଡ଼ିଆ ଗ୍ରାମର ଦୁଃଖଦ ଘଟଣା ଏବେ କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକ ।

Moments
03/02/2026

Moments

29/01/2026

#ସାମ୍ବାଦିକ_ସଂଘ_ବସ୍ତା
Dinabandhu Pradhan Ajit Kumar Sahoo Journalist Sambadika Sangha Basta

 #ସାମ୍ବାଦିକ_ସଂଘ_ବସ୍ତା ପକ୍ଷରୁ ଆୟୋଜିତ  #ରକ୍ତଦାନ ଶିବିରରେ ଉପସ୍ଥିତ  #ଅତିଥି ଗଣ ।              Sambadika Sangha Basta
29/01/2026

#ସାମ୍ବାଦିକ_ସଂଘ_ବସ୍ତା ପକ୍ଷରୁ ଆୟୋଜିତ #ରକ୍ତଦାନ ଶିବିରରେ ଉପସ୍ଥିତ #ଅତିଥି ଗଣ ।

Sambadika Sangha Basta

26/01/2026

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗାନ୍ଧି ଛକରେ ଅନୁଷ୍ଠିତ ହୋଇଛି ବିଶାଳ ରକ୍ତଦାନ ଶିବିର ।

Sambadika Sangha Basta

ଗାନ୍ଧି ଛକରେ ଆଜି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ "ସାମ୍ବାଦିକ ସଂଘ ବସ୍ତା ପକ୍ଷରୁ" ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଆପଣମାନଙ୍କ...
26/01/2026

ଗାନ୍ଧି ଛକରେ ଆଜି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ "ସାମ୍ବାଦିକ ସଂଘ ବସ୍ତା ପକ୍ଷରୁ" ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଆପଣମାନଙ୍କୁ ନିବେଦନ ବହୁ ସଂଖ୍ୟାରେ ଯୋଗଦେଇ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ହୁଅନ୍ତୁ ।
Sambadika Sangha Basta

Address

Basta

Website

Alerts

Be the first to know and let us send you an email when Sambadika Sangha Basta posts news and promotions. Your email address will not be used for any other purpose, and you can unsubscribe at any time.

Share

Category