15/03/2026
ଘୂର୍ଣ୍ଣିଝଡ଼_ତାଣ୍ଡବ:
ଭାଙ୍ଗିଲା_୭୦_ଘର_୧୦_ଆହତ
କରଞ୍ଜିଆ କିଆ ଗାଁରେ ଘୂର୍ଣ୍ଣିଝଡ଼ ତାଣ୍ଡବ
-ହଠାତ୍ ପବନରେ ଉଡ଼ିଲା ଖପର ଘର; ୭୦ରୁ ଊର୍ଦ୍ଧ୍ବ ଘର କ୍ଷତିଗ୍ରସ୍ତ
-୧୦ରୁ ଊର୍ଦ୍ଧ୍ବ ଆହତ, ଜଣଙ୍କ ଅବସ୍ଥା ସଙ୍କଟାପନ୍ନ
-ଭୟଙ୍କର ପବନରେ ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ ଓ ବଡ଼ ବଡ଼ ଗଛ
-ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ବି ପବନରେ ଫିଙ୍ଗି ହୋଇ ପଡ଼ିଲା
-ପବନରେ ଉଡ଼ି ଏକ ଅଟୋ ପୋଖରୀରେ ପଡ଼ିଥିବା ସୂଚନା....
Tornado in