BJP morada consultancy

BJP morada consultancy fir ek bar modi sharkar

07/11/2025
07/11/2025
31/12/2023

ମୋଦୀଙ୍କ ନେତୃତ୍ବରେ ଓଡ଼ିଶା ହେବ ଏକ ନମ୍ବର । ଓଡ଼ିଶାରେ ଗଡ଼ିବ ଅମୃତ ଭାରତ ଏକ୍ସପ୍ରେସ।

ନବୀନ ବାବୁ ମିଶନ ଶକ୍ତି ମା'ମାନଙ୍କୁ ସ୍କୁଟି ଦେଇ ମା'ମାନଙ୍କ ବୋଝ ହାଲକା କଲେ ନା ବୋଝ ଉପରେ ନଳିତା ବିଡା ଗଦା କରିଦେଇ ଆହୁରି ବୋଝ ବଢାଇଦେଲେ ...
13/10/2023

ନବୀନ ବାବୁ ମିଶନ ଶକ୍ତି ମା'ମାନଙ୍କୁ ସ୍କୁଟି ଦେଇ ମା'ମାନଙ୍କ ବୋଝ ହାଲକା କଲେ ନା ବୋଝ ଉପରେ ନଳିତା ବିଡା ଗଦା କରିଦେଇ ଆହୁରି ବୋଝ ବଢାଇଦେଲେ ଆପଣମାନେ ବିଚାର କରନ୍ତୁ ।

13/10/2023

କଂଗ୍ରେସ ସମୟରେ ଯୋଜନା ସବୁ ଅଟକି ରହୁଥିଲା। ମାତ୍ର ଭାରତୀୟ ଜନତା ପାର୍ଟି ସରକାରଙ୍କ କାର୍ଯ୍ୟକାଳରେ ଯୋଜନା ଗୁଡିକର ଶିଳାନ୍ୟାସ ହେଉଛି ଏବଂ ସଠିକ ସମୟରେ ଉଦ୍ଘାଟନ ମଧ୍ୟ କରାଯାଉଛି ।

12/10/2023

ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ ସରକାରରେ ବଢୁଛି ନିଯୁକ୍ତିର ସୁଯୋଗ। ଗତ ୬ ବର୍ଷରେ ଦେଶରେ ସର୍ବନିମ୍ନ ହୋଇଛି ବେରୋଜଗାରି।

12/10/2023

ରାଜ୍ୟରେ ଚାଲିଛି ଅପାରଗ ସରକାର ।

ମୁଖ୍ୟମନ୍ତ୍ରୀ ଆଇନ ତା ବାଟରେ ଯିବ କହୁଥିବା ବେଳେ ରାଜ୍ୟରେ ଅନେକ ବର୍ଷ ହେଲା ନ୍ୟାୟ ଅପେକ୍ଷାରେ ମହିଳା ଓ ଶିଶୁ ।

Address

Morada
Baripada
757023

Website

Alerts

Be the first to know and let us send you an email when BJP morada consultancy posts news and promotions. Your email address will not be used for any other purpose, and you can unsubscribe at any time.

Share