BJD Bodua G.P. Bari Assembly Constituency

BJD Bodua G.P. Bari Assembly Constituency Official page of BJD Bodua G.P. of Bari Assembly Constituency Under Supervision of BJD ITWing, Bari

 #ପଞ୍ଚାୟତ_ନିର୍ବାଚନ-2022 #ବିଚାର_ମନ୍ଥନ_ଶିବିର       ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି  #ପ୍ରାର୍ଥୀ ଚୟନ ନିମନ୍ତେ ତୃଣମୂଳ ସ୍ତର...
01/12/2021

#ପଞ୍ଚାୟତ_ନିର୍ବାଚନ-2022
#ବିଚାର_ମନ୍ଥନ_ଶିବିର
ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି #ପ୍ରାର୍ଥୀ ଚୟନ ନିମନ୍ତେ ତୃଣମୂଳ ସ୍ତରରେ ପଞ୍ଚାୟତର ବିଜୁ ଜନତା ଦଳକୁ ଭଲ ପାଉଥିବା ନେତା,କର୍ମୀ ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ମାନନୀୟା ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଏହି କାର୍ଯ୍ୟକ୍ରମ କୁ ଆଗକୁ ଆଣିଛନ୍ତି।
ଏହି ମର୍ମରେ ଆଜି #ବୋଦୁଅ ପଞ୍ଚାୟତର ବୁଦ୍ଧିଜୀବୀ ଓ ବିଜୁ ପ୍ରେମୀ କର୍ମୀ ଓ ନେତାଙ୍କୁ ନେଇ ଏକ #ବିଚାର_ମନ୍ଥନ ଶିବିର ମାନନୀୟା ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସଙ୍କ ବାସଭବନ ସନ୍ନିକଟ ମା ଧ୍ୟାନଧ୍ୟାୟୀ ମନ୍ଦିର ପରିସରରେ ବିଜେଡି ବ୍ଲକ୍ ସଭାପତି ଶ୍ରୀଯୁକ୍ତ କେଦାର ସାମଲ ଓ ବିଜେଡି ସଂଯୋଜକ ଶ୍ରୀଯୁକ୍ତ ଦେବେନ୍ଦ୍ର ଦାସଙ୍କ ମାର୍ଗ ଦର୍ଶନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।



ଖଣିଜ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଭିମୁଖୀ ତଥା ଯୁବକଯୁବତୀଙ୍କ ମଧ୍ୟରେ ଖେଳ-ବୌଦ୍ଧିକତା ଏବଂ ଖେଳ-କୌଶଳ ବିକାଶ କରିବା  ପାଇଁ ରାଜ୍ୟ ସରକା...
22/09/2021

ଖଣିଜ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଭିମୁଖୀ ତଥା ଯୁବକଯୁବତୀଙ୍କ ମଧ୍ୟରେ ଖେଳ-ବୌଦ୍ଧିକତା ଏବଂ ଖେଳ-କୌଶଳ ବିକାଶ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ: ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ପାଣ୍ଠିରେ ୮୮୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୂପାନ୍ତରିକରଣ ସହ ୧୧ଟି ସହରାଞ୍ଚଳରେ ନିର୍ମାଣ ହେବ ବହୁମୁଖୀ-ଇନଡୋର ଷ୍ଟାଡିୟମ ।

09/07/2021
17/05/2021
27/04/2021

#ଉତ୍ସବେ_ବ୍ଯସନେ_ଶ୍ଚୈବ_ଦୁର୍ବୀକ୍ଷେ_ରାଷ୍ଟ୍ର_ବିପ୍ଳବେ,
#ରାଜଦ୍ବାରେ_ଶ୍ମଶାନେଚ_ଯ_ତିଷ୍ଠତି_ସବାନ୍ଧବଃ।

23/01/2021

ବୀର ପ୍ରସବା ଉତ୍କଳ ମାତା ର ଦୁଇ ସୁଯୋଗ୍ୟ ସନ୍ତାନ ତଥା ଭାରତୀୟ ସ୍ୱାଧୀନତା ସଂଗ୍ରାମ ର ଦୁଇ ମହାନାୟକ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ପବିତ୍ର ଜନ୍ମ ଦିବସ ରେ ବିଧାୟିକା ଶ୍ରୀମତୀ Sunanda Das , MLA ମହୋଦୟା ଓ ବିଜୁ ଜନତା ଦଳ ବରୀ ନିର୍ବାଚନ ମଣ୍ଡଳୀ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଅଛୁ।
#ନେତାଜୀ_ଜୟନ୍ତୀ, #ବୀର_ସୁରେନ୍ଦ୍ର_ସାଏ_ଜୟନ୍ତୀ
Biju Janata Dal Odisha

20/01/2021
18/01/2021

ମହାକାଳପଡା ଗ୍ରାମ ପଞ୍ଚାୟତ ର ବରିଷ୍ଠ ମୁରବୀ ରାଜକିଶୋର ଜେନାଙ୍କ ଅନ୍ତିମ ଦର୍ଶନ ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ ବିଜୁ ଜନତା ଦଳର ସଂଯୋଜକ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ଦାସ ମହୋଦୟ । ଶୋକାକୁଳ ପରିବାର ଙ୍କୁ ସମବେଦନା ଜଣାଇବା ସହ ସ୍ବର୍ଗତ ଆତ୍ମା ର ସଦଗତି କାମନା କରିଥିଲେ।

16/01/2021

ଆଗାମୀ ପଞ୍ଚାୟତ ଉପନିର୍ବାଚନ ପାଇଁ ଆଜି ସର୍ବସମ୍ମତିକ୍ରମେ ଅମଠପୂର ପଞ୍ଚାୟତ ର ସୁଃଖ ଦୁଃଖ ର ସାଥି ଶ୍ରୀଯୁକ୍ତ ଗଗନ ମଳିକଙ୍କ ଧର୍ମପତ୍ନୀ ଶ୍ରୀମତୀ ମମତା ଦାସଙ୍କୁ ବିଜୁ ଜନତା ଦଳର ମନୋନୀତ ପ୍ରାର୍ଥିନୀ ଭାବେ ସମ୍ମାନୀୟ ସୁଧାକର ସାର୍ ଙ୍କ ଦ୍ବାରା ଘୋଷଣା କରାଯାଇଅଛି ।
ଆଜିର ଏହି ସାଂଗଠନିକ ବୈଠକରେ ଅମଠପୁର ପଞ୍ଚାୟତର ସମସ୍ତ ବିଜୁ ପ୍ରେମୀ କାର୍ଯ୍ୟକର୍ତ୍ତା ଙ୍କ ସହ ବିଜେଡି ସଂଯୋଜକ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ଦାସ, ସଭାପତି ଶ୍ରୀଯୁକ୍ତ କେଦାର ସାମଲ, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଅଶୋକ କୁମାର ସାମଲ ପ୍ରମୁଖ ବହୁ ମାନ୍ୟଗଣ୍ୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।
Sunanda Das , MLA
Biju Janata Dal Odisha
BJD Amathpur G.P. Bari Assembly Constituency

Address

Bodua
Bari

Alerts

Be the first to know and let us send you an email when BJD Bodua G.P. Bari Assembly Constituency posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJD Bodua G.P. Bari Assembly Constituency:

Share

Official page of BJD Bodua G.P. of Bari Assembly Constituency

ବରୀ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି, ଆମ ପ୍ରିୟ ମୂଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନା, କରୋନା ମହାମାରୀ ର ସଫଳ ପ୍ରତିରୋଧ, ଜନସାଧାରଣରେ ଆଜି ବିଶ୍ବାସଭାଜନ ହୋଇପାରିଛି, ଏହି ପରିପ୍ରେକ୍ଷୀରେ ଆମ ସୁଃଖ ଦୁଃଖ ର ସାଥି ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଙ୍କ ପରାମର୍ଶ ଅନୁଯାୟୀ ବରୀ ନିର୍ବାଚନ ମଣ୍ଡଳୀ ପ୍ରତ୍ୟେକ ପଞ୍ଚାୟତ କୁ ସୋସିଆଲ୍ ମିଡିଆରେ ଯୋଡିବାର ଏକ ଅନନ୍ୟ ପ୍ରୟାସ ।

ବରୀ ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ଜନକଲ୍ୟାଣ ଯୋଜନା ଗୁଡ଼ିକ ର ସବିଶେଷ ତଥ୍ୟ ସହ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ତଥା ସରକାର ଙ୍କ ଦ୍ଵାରା ହେଉଥିବା ଗଠନ ମୂଳକ କାର୍ଯ୍ୟକ୍ରମ ଗୁଡିକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବା ଆମର ଲକ୍ଷ୍ୟ.

ଆସନ୍ତୁ, ବରୀ ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି କଳ୍ପେ ବିଧାୟିକା ଙ୍କ ସହ ସହଯୋଗ କରି ତାଙ୍କ ହାତମୁଠାକୁ ଟାଣ କରିବା ।

ଜୟ ବିଜେଡି ।