BJD Bhanra G.P. Bari Assembly Constituency

BJD Bhanra G.P. Bari Assembly Constituency Official page of BJD Bhanra G.P. of Bari Assembly Constituency Under Supervision of BJD ITWing, Bari

21/03/2022
04/02/2022
 #ୱାର୍ଡ ସଭାରେ ବିଜୁ ଜନତା ଦଳ, ଆଗାମୀ ପଞ୍ଚାୟତ ନିର୍ବାଚନର ପରିପ୍ରେକ୍ଷୀରେ  #ସଂଯୋଜକ ଶ୍ରୀଯୁକ୍ତ ଦେବେନ୍ଦ୍ର ଦାସ ଙ୍କ ଯୋଗଦାନ କରି କର୍ମୀଙ...
07/11/2021

#ୱାର୍ଡ ସଭାରେ ବିଜୁ ଜନତା ଦଳ, ଆଗାମୀ ପଞ୍ଚାୟତ ନିର୍ବାଚନର ପରିପ୍ରେକ୍ଷୀରେ #ସଂଯୋଜକ ଶ୍ରୀଯୁକ୍ତ ଦେବେନ୍ଦ୍ର ଦାସ ଙ୍କ ଯୋଗଦାନ କରି କର୍ମୀଙ୍କ ସହ ନିର୍ବାଚନୀ ରଣକ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ।

17/05/2021
27/04/2021

#ଉତ୍ସବେ_ବ୍ଯସନେ_ଶ୍ଚୈବ_ଦୁର୍ବୀକ୍ଷେ_ରାଷ୍ଟ୍ର_ବିପ୍ଳବେ,
#ରାଜଦ୍ବାରେ_ଶ୍ମଶାନେଚ_ଯ_ତିଷ୍ଠତି_ସବାନ୍ଧବଃ।

23/01/2021

ବୀର ପ୍ରସବା ଉତ୍କଳ ମାତା ର ଦୁଇ ସୁଯୋଗ୍ୟ ସନ୍ତାନ ତଥା ଭାରତୀୟ ସ୍ୱାଧୀନତା ସଂଗ୍ରାମ ର ଦୁଇ ମହାନାୟକ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ପବିତ୍ର ଜନ୍ମ ଦିବସ ରେ ବିଧାୟିକା ଶ୍ରୀମତୀ Sunanda Das , MLA ମହୋଦୟା ଓ ବିଜୁ ଜନତା ଦଳ ବରୀ ନିର୍ବାଚନ ମଣ୍ଡଳୀ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଅଛୁ।
#ନେତାଜୀ_ଜୟନ୍ତୀ, #ବୀର_ସୁରେନ୍ଦ୍ର_ସାଏ_ଜୟନ୍ତୀ
Biju Janata Dal Odisha

21/01/2021

ବରୀ ର ବିକାଶ ରେ ବିଧାୟିକା ଶ୍ରୀମତୀ Sunanda Das , MLA ଙ୍କ ଦ୍ଵାରା ଶିଳାନ୍ୟାସ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ର ଖବର ଆଜି ପ୍ରକାଶିତ ସମ୍ବାଦପତ୍ର ପୃଷ୍ଠା ରେ।

18/01/2021

ମହାକାଳପଡା ଗ୍ରାମ ପଞ୍ଚାୟତ ର ବରିଷ୍ଠ ମୁରବୀ ରାଜକିଶୋର ଜେନାଙ୍କ ଅନ୍ତିମ ଦର୍ଶନ ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ ବିଜୁ ଜନତା ଦଳର ସଂଯୋଜକ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ଦାସ ମହୋଦୟ । ଶୋକାକୁଳ ପରିବାର ଙ୍କୁ ସମବେଦନା ଜଣାଇବା ସହ ସ୍ବର୍ଗତ ଆତ୍ମା ର ସଦଗତି କାମନା କରିଥିଲେ।

Address

Bhanra
Bari
755017

Alerts

Be the first to know and let us send you an email when BJD Bhanra G.P. Bari Assembly Constituency posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJD Bhanra G.P. Bari Assembly Constituency:

Share

Official page of BJD Bhanra G.P. of Bari Assembly Constituency

ବରୀ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି, ଆମ ପ୍ରିୟ ମୂଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନା, କରୋନା ମହାମାରୀ ର ସଫଳ ପ୍ରତିରୋଧ, ଜନସାଧାରଣରେ ଆଜି ବିଶ୍ବାସଭାଜନ ହୋଇପାରିଛି, ଏହି ପରିପ୍ରେକ୍ଷୀରେ ଆମ ସୁଃଖ ଦୁଃଖ ର ସାଥି ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଙ୍କ ପରାମର୍ଶ ଅନୁଯାୟୀ ବରୀ ନିର୍ବାଚନ ମଣ୍ଡଳୀ ପ୍ରତ୍ୟେକ ପଞ୍ଚାୟତ କୁ ସୋସିଆଲ୍ ମିଡିଆରେ ଯୋଡିବାର ଏକ ଅନନ୍ୟ ପ୍ରୟାସ ।

ବରୀ ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ଜନକଲ୍ୟାଣ ଯୋଜନା ଗୁଡ଼ିକ ର ସବିଶେଷ ତଥ୍ୟ ସହ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ତଥା ସରକାର ଙ୍କ ଦ୍ଵାରା ହେଉଥିବା ଗଠନ ମୂଳକ କାର୍ଯ୍ୟକ୍ରମ ଗୁଡିକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବା ଆମର ଲକ୍ଷ୍ୟ.

ଆସନ୍ତୁ, ବରୀ ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି କଳ୍ପେ ବିଧାୟିକା ଙ୍କ ସହ ସହଯୋଗ କରି ତାଙ୍କ ହାତମୁଠାକୁ ଟାଣ କରିବା ।

ଜୟ ବିଜେଡି ।