BSP Bargarh

BSP Bargarh ବହୁଜନ ସମାଜ ପାର୍ଟି,ବରଗଡ (Official page)

ବହୁଜନ ସମାଜ ପାର୍ଟି ବରଗଡ ଜିଲ୍ଲା କମିଟି ଦ୍ଵାରା ନୃତନ ଆରକ୍ଷୀ ଅଧିକାରୀ (SP) ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା ।
02/06/2026

ବହୁଜନ ସମାଜ ପାର୍ଟି ବରଗଡ ଜିଲ୍ଲା କମିଟି ଦ୍ଵାରା ନୃତନ ଆରକ୍ଷୀ ଅଧିକାରୀ (SP) ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା ।

02/06/2026
30/05/2026
ଗତ କାଲି ତା.୨୮.୦୫.୨୦୨୬ ସମ୍ବଲପୁର ଜୋନ ସ୍ତରୀୟ ଏକଦିବସୀୟ ପ୍ରଶିକ୍ଷଣ ଶିବିର ସ୍ଥାନ ଝାରସୁଗୁଡ଼ା ଉତ୍କଳ ଜ୍ୟୋତି ଠାରେ ଧିମାନ ନାରାୟଣ ଭେସ୍ର...
29/05/2026

ଗତ କାଲି ତା.୨୮.୦୫.୨୦୨୬ ସମ୍ବଲପୁର ଜୋନ ସ୍ତରୀୟ ଏକଦିବସୀୟ ପ୍ରଶିକ୍ଷଣ ଶିବିର ସ୍ଥାନ ଝାରସୁଗୁଡ଼ା ଉତ୍କଳ ଜ୍ୟୋତି ଠାରେ ଧିମାନ ନାରାୟଣ ଭେସ୍ରା (ସମ୍ବଲପୁର ମୁଖ୍ୟ ଜୋନ ପ୍ରଭାରୀ) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଡ. ଲାଲାଜି ମେଧାଙ୍କର (କେନ୍ଦ୍ରୀୟ ଓଡ଼ିଶା ମୁଖ୍ୟ ପ୍ରଭାରୀ ଓଡ଼ିଶା) , ସମ୍ମାନିତ ଅତିଥି ଶ୍ରୀ ଚମ୍ପାଲାଲ ଟୁଙ୍ଗୁରିଆ (କେନ୍ଦ୍ରୀୟ ରାଜ୍ୟ ପ୍ରଭାରୀ ଓଡ଼ିଶା), ସ୍ଵତନ୍ତ୍ର ଅତିଥି ଶ୍ରୀ ସରୋଜ କୁମାର ନାୟକ (ରାଜ୍ୟସଭାପତି ଓଡ଼ିଶା) ଏବଂ ସମ୍ବଲପୁର ଜୋନ ରେ ଥିବା ଦଶଟି ଜିଲ୍ଲା ସାତଟି ଲୋକସଭା ର ସମ୍ମାନିତ ଜୋନ ପ୍ରଭାରୀ ଗଣ, ଜିଲ୍ଲା ସଭାପତି ଗଣ ଓ ଜିଲ୍ଲା ପ୍ରଭାରୀ ଗଣ ତଥା ସମ୍ମାନିତ ଜିଲ୍ଲା କମିଟି ଓ ସମସ୍ତ ବିଧାନସଭା କମିଟି ର ସମ୍ମାନିତ ପଦାଧିକାରୀ ଏବଂ ସମସ୍ତ ଦଳୀୟ କର୍ମକର୍ତ୍ତା ଭାଇ ଓ ଭଉଣୀ ପ୍ରମୁଖ ଯୋଗଦାନ କରି ଥିଲେ। ମୁଖ୍ୟ ଅତିଥି ଡ. ମେଧାଙ୍କର ଜି ଓ ସମ୍ମାନିତ ଅତିଥି ଶ୍ରି ତୁଙ୍ଗୁରିଆ ଜି ନିଜ ପ୍ରଶିକ୍ଷଣ ରେ ସାଂଗଠାନିକ ଗତିବିଧି, ଲୋକସଭା ପଦବୀ ଘୋଷଣା,ନିର୍ବାଚନ ଆୟୋଗ SIR ବାବଦ କୁ ନେଇ ଆଲୋକପାତ କରିଥିଲେ। ରାଜ୍ୟ ସଭାପତି ଶ୍ରୀ ନାୟକ ଜି ପଦାଧିକାରୀ ଏବଂ କର୍ମକର୍ତ୍ତା ଗଣଙ୍କୁ ଦଳୀୟ ପ୍ରକ୍ରିୟା ବିଷୟରେ ଦୃଢ଼ ବିଶ୍ୱାସ କରେଇଥିଲେ ଜମିନି ସ୍ତରରେ ଜନସାଧାରଣ ଙ୍କ ମଧ୍ୟରେ ନାଗରିକତାର ମୂଲ୍ୟବୋଧ, ରାଜନୀତିକ ଚେତନା, ଜନସାଧାରଣଙ୍କ ସୁଖ ଦୁଃଖ ରେ ଠିଆ ହୋଇ ରହିଥିବା ସ୍ଥାନୀୟ ସମସ୍ୟା ର ଦୁରିକରଣ ପ୍ରତି ବହୁଜନ ସମାଜ ପାର୍ଟି ଯତ୍ନବାନ ହେବ ବୋଲି ମତପ୍ରକାଶ କରିଥିଲେ ।।

Address

Odisha
Bargarh

Alerts

Be the first to know and let us send you an email when BSP Bargarh posts news and promotions. Your email address will not be used for any other purpose, and you can unsubscribe at any time.

Share