Biju yuba janta dal padampur constituency

Biju yuba janta dal padampur constituency ବିଜୁ ଜନତା ଦଳ ଓଡିଶା ବାସୀଙ୍କ ବଳ

16/03/2023

#ଶଙ୍ଖମୋରଗର୍ବ
#ବର୍ଷାସୀଂବରିହାଆମରଗୌରବ
ଆମର ଆଦର୍ଶ

ରାସନକାର୍ଡ ହିତାଧିକାରୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର । କରୋନାରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ଦୁଃଖ ଲାଘ...
21/12/2021

ରାସନକାର୍ଡ ହିତାଧିକାରୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର । କରୋନାରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ଦୁଃଖ ଲାଘବ କରିଛନ୍ତି ନବୀନ ବାବୁ । ରାସନ କାର୍ଡଧାରୀଙ୍କ ପାଇଁ ଘୋଷଣା କରିଛନ୍ତି ୧୦୦୦ ଟଙ୍କାର କୋଭିଡ ସହାୟତା । ଉପକୃତ ହେବେ ରାଜ୍ୟର ୯୩ ପ୍ରତିଶତ ପରିବାର ।
CMO Odisha
Naveen Patnaik
Bijaya Ranjan Singh Bariha

ଆଜି ପଦ୍ମପୁର ବ୍ଲକ ଅନ୍ତର୍ଗତ କନସିଂହା ଗ୍ରାମରେ ହେଉଥିବା  ଭି.ଏସ.ଏସ  କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତାରେ ମୁଖ୍ୟଅତିଥି ରୂପେ ଯୁବନେତା...
20/12/2021

ଆଜି ପଦ୍ମପୁର ବ୍ଲକ ଅନ୍ତର୍ଗତ କନସିଂହା ଗ୍ରାମରେ ହେଉଥିବା ଭି.ଏସ.ଏସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତାରେ ମୁଖ୍ୟଅତିଥି ରୂପେ ଯୁବନେତା ଭୋଜରାଜ୍ ସିଂ ବରିହା ଯୋଗଦେଇ ଖେଳାଳି ଙ୍କୁ ଉତ୍ସାହିତ କରିବା ସହ ଫାଇନାଲ ମ୍ୟାଚ୍ ର ବିଜୟୀ ଜୁରିଆ ଦଳକୁ ପୁରସ୍କୃତ କରିଲେ ।

ଆଜି ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ଗ୍ରାମରେ ହେଉଥିବା   କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତାରେ ମୁଖ୍ୟଅତିଥି ରୂପେ ଯୁବନେତା ଭୋଜରାଜ୍ ସ...
19/12/2021

ଆଜି ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ଗ୍ରାମରେ ହେଉଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତାରେ ମୁଖ୍ୟଅତିଥି ରୂପେ ଯୁବନେତା ଭୋଜରାଜ୍ ସିଂ ବରିହା ଓ ଜିଲ୍ଲା ପରିଷଦ ସଭ୍ୟ ସଂଯୁକ୍ତା ମାଝୀ ଯୋଗଦେଇ ଖେଳାଳି ଙ୍କୁ ଉତ୍ସାହିତ କରିବା ସହ ଫାଇନାଲ ମ୍ୟାଚ୍ ର ବିଜୟୀ ଭେଉଁରିଆ ଦଳକୁ ପୁରସ୍କୃତ କରିଲେ ।

Naveen Patnaik
CMO Odisha
Bijaya Ranjan Singh Bariha
Bhojraj Singh Bariha

ଆଜି ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ବିଳନୀ କକ୍ଷ ଠାରେ   ସଚିବଙ୍କ ସହ ମାନନୀୟବିଧାୟକ ଦେବେଶ ଆଚାର୍ଯ...
17/12/2021

ଆଜି ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ବିଳନୀ କକ୍ଷ ଠାରେ ସଚିବଙ୍କ ସହ ମାନନୀୟବିଧାୟକ ଦେବେଶ ଆଚାର୍ଯ୍ୟ ଓ ଜିଲ୍ଲାପାଳଙ୍କଙ୍କ ନେତୃତ୍ୱରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବୁଦ୍ଧିଜୀବି,ମହିଳା ଓ ଦଳୀୟ ନେତୃବୃନ୍ଦଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପଦ୍ମପୁରରେ 5T ଅନ୍ତର୍ଗତ ମୁକ୍ତା ଯୋଜନା ମାଧ୍ୟମରେ ସହରର ରୂପନ୍ତରିକରଣ କରିବା ସକାଶେ ଅର୍ଥ ମଞ୍ଜୁରୀ କରିବା ପାଇଁ ଅନୁରୋଧ କରାଗଲା।
CMO Odisha
Naveen Patnaik
Bijaya Ranjan Singh Bariha

ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜଵୋରାସମ୍ବର ବ୍ଲକ ଅନ୍ତର୍ଗତ ବୁଡାମାଲ ଠାରେ ବଜରଙ୍ଗୀ  ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ଯୁବନେତା ଭୋ...
01/12/2021

ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜଵୋରାସମ୍ବର ବ୍ଲକ ଅନ୍ତର୍ଗତ ବୁଡାମାଲ ଠାରେ ବଜରଙ୍ଗୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ଯୁବନେତା ଭୋଜରାଜ ସିଂ ବରୀହାଙ୍କ ଦ୍ୱାରା ଧାନ ମଣ୍ଡି ଉଦଘାଟନ ହେଲା।
CMO Odisha
Naveen Patnaik
Bijaya Ranjan Singh Bariha
Bhojraj Singh Bariha
BJD IT & Social Media Wing

ଆଜି ଯୁବନେତା ଭୋଜରାଜ ସିଂ ବରିହା ଚନ୍ଦ୍ରାବତୀ ବିଦ୍ୟାଳୟ, ପଦ୍ମପୁର କୁ ପରିଭ୍ରମଣ କରି ଶିକ୍ଷକ ଓ ଅଭିଭାବକ ମାନଙ୍କ ସହିତ ବିଦ୍ୟାଳୟର ଉନ୍ନତି ...
30/11/2021

ଆଜି ଯୁବନେତା ଭୋଜରାଜ ସିଂ ବରିହା ଚନ୍ଦ୍ରାବତୀ ବିଦ୍ୟାଳୟ, ପଦ୍ମପୁର କୁ ପରିଭ୍ରମଣ କରି ଶିକ୍ଷକ ଓ ଅଭିଭାବକ ମାନଙ୍କ ସହିତ ବିଦ୍ୟାଳୟର ଉନ୍ନତି କରଣ ବିଷୟରେ ଆଲୋଚନା କଲେ ଏବଂ ଯୁବନେତା ବିଦ୍ୟାଳୟ ର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେଲେ।
Naveen Patnaik
CMO Odisha
Bijaya Ranjan Singh Bariha
Bhojraj Singh Bariha
Mo Sarkar 5T

ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଙ୍କ ପରାମର୍ଶ କ୍ରମେ ଓ ଓଡ଼ିଶା ମୋ ପରିବାର ର ସଂଯୋଜକ ଗୌରହରି...
07/10/2021

ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଙ୍କ ପରାମର୍ଶ କ୍ରମେ ଓ ଓଡ଼ିଶା ମୋ ପରିବାର ର ସଂଯୋଜକ ଗୌରହରି ମିଶ୍ର ଙ୍କ ଉପସ୍ଥିତି ରେ ପାଇକମାଳ ବ୍ଲକ ଅନ୍ତର୍ଗତ ମାଣ୍ଡିଆଢିପା ପଅଞ୍ଚୟ ଅଫିସ ପ୍ରାଙ୍ଗଣ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ବିଜୁ ଯୁବ ଜନତଦଳ ବରଗଡ଼ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଓ ଭୋଜରାଜ ସିଂ ବରିହା ଶିବିର କୁ ଉଦଘାଟନ କରିଥିଲେ । ପଦ୍ମପୁର ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ପ୍ରିତମ ମେହେର , ବିଜୁ ଜନତା ଦଳ ପାଇକମାଳ ବ୍ଲକ ସଭାପତି ରାଜେନ୍ଦ୍ର ରାଉତ , ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ , ବିଜୁ ଯୁବ ଜନତାଦଳ ପାଇକମାଳ ବ୍ଲକ ସଭାପତି ଗୌତମ ସିଂ , ପାଇକମାଳ ବ୍ଲକ ଅଧ୍ୟକ୍ଷ ଅଲତାବ ମହମ୍ମଦ , ବିଜୁ ମହିଳା ଜନତାଦଳ ପାଇକମାଳ ବ୍ଲକ ସଭାନେତ୍ରୀ ତଥା ମାଣ୍ଡିଆଢିପା ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ କୁମାରୀ ବରିହା , ଭୈରବ ସେଠ ପ୍ରମୁଖ ଉପସ୍ଥିତ ଥିଲେ । ରକ୍ତଦାନ କେନ୍ଦ୍ର ରେ ସର୍ବମୋଟ 29 ୟୁନିଟ ସଂଗ୍ରହ କରାଯାଇ ପଦ୍ମପୁର ରକ୍ତ ଭଣ୍ଡାର କୁ ପ୍ରଦାନ କରାଗଲା |
CMO Odisha
Naveen Patnaik
BJD DIGITAL WING

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ସମସ୍ତଙ୍କୁ ନୂଆଖାଇ ଜୁହାରCMO Odisha Naveen Patnaik Bijaya Ran...
11/09/2021

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ସମସ୍ତଙ୍କୁ ନୂଆଖାଇ ଜୁହାର
CMO Odisha
Naveen Patnaik
Bijaya Ranjan Singh Bariha

ମାନ୍ୟବର ପଦ୍ମପୁର ବିଧାୟକ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଙ୍କ ନିର୍ଦ୍ଦେଶକ୍ରମେ ଆଜି ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ୱାର୍ଡ ନମ୍ବର ୩ ...
10/09/2021

ମାନ୍ୟବର ପଦ୍ମପୁର ବିଧାୟକ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଙ୍କ ନିର୍ଦ୍ଦେଶକ୍ରମେ ଆଜି ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ୱାର୍ଡ ନମ୍ବର ୩ ର ବାସିନ୍ଦା ଏକାଦସିଆ ଭୋଇ କୁ ଗୋଟିଏ ମାସର ରାସନ ସାମଗ୍ରୀ, ହ୍ୱିଲ ଚେୟାର ଓ କିଛି ଆର୍ଥିକ ସହାୟତା ଯୁବନେତା ଭୋଜରାଜ ସିଂ ବରିହା ପ୍ରଦାନ କଲେ ଓ ତାଙ୍କ ସହ ବିଜୁଯୁବଜନତା ଦଳ ର ଜିଲ୍ଲା ସଂପାଦକ ଭରତ ପଣ୍ଡା, ବିଜୁଯୁବଜନତା ଦଳ ର ଏନ. ଏସ. ସି ସଭାପତି ସୋମ୍ୟରଞ୍ଜନ ହୋତା, ଉପ ସଭାପତି ସରଜୁ ପଟ୍ଟନାୟକ, ବିଜୁଛାତ୍ରଜନତାଦଳ ର ରାଜଵୋରାସମ୍ବର ର ବ୍ଲକ ସଭାପତି ଲୋକନାଥ ମେହେର, ବିଜୁଯୁବଜନତାଦଳ ର ବ୍ଲକ ଆ ଇ ଟି ସଂଯଯୋକ ଚନ୍ଦନ ଚାନ୍ଦ, ରୋଶନ ହଂସ ଉପସ୍ଥିତ ଥିଲେ ।
CMO Odisha
Naveen Patnaik
Mo Sarkar 5T
Bijaya Ranjan Singh Bariha
Bhojraj Singh Bariha

ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଙ୍କ ପରାମର୍ଶ କ୍ରମେ ଝାରବନ୍ଧ ବ୍ଲକ ଭଇଁସାଦରହା ପଞ୍...
06/09/2021

ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଙ୍କ ପରାମର୍ଶ କ୍ରମେ ଝାରବନ୍ଧ ବ୍ଲକ ଭଇଁସାଦରହା ପଞ୍ଚାୟତ ରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୁଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଯୁବନେତା ଭୋଜରାଜ ସିଂ ବରିହା ମୁଖ୍ୟ ଅତିଥି ଓ ଓଡ଼ିଶା ମୋ ପରିବାର ର ବରଗଡ଼ ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ ।ପଦ୍ମପୁର ଏନ୍ ଏସି ସି ର ପୂର୍ବତନ ଅଧ୍ୟକ୍ଷ ପ୍ରିତମ ମେହେର , ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ବିଜୟ ପ୍ରଧାନ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ହୃଷୀକେଶ ବରିହା , ବ୍ଲକ ସଭାପତି ଯତୀନ ହାତୀ , ଭଇଁସାଦରହା ପଞ୍ଚାୟତ ସରପଞ୍ଚ ଯୋଶବନ୍ତି ନାୟକ , ବ୍ଲକ ସମ୍ପାଦକ ବିଦ୍ୟୁତ୍ ରଞ୍ଜନ ପ୍ରଧାନ , ବିଜୁ ଯୁବ ଜନତାଦଳ ବ୍ଲକ ସଭାପତି ଚନ୍ଦ୍ର ଶେଖର ପଟେଲ , ଛାତ୍ର ସଭାପତି ପ୍ରଶାନ୍ତ ବରିହା ପ୍ରମୁଖ ଉପସ୍ଥିତ ଥିଲେ । ରକ୍ତଦାନ ଶିବିର ରେ ୩୬ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ସମସ୍ତ ରକ୍ତଦାତା ମାନଙ୍କୁ ବିଜୁ ଜନତା ଦଳ ତରଫରୁ ଅଭିନନ୍ଦନ ଜଣାଇବା ସହିତ ଧନ୍ୟବାଦ୍ ଅର୍ପଣ କରାଗଲା ।
CMO Odisha
Naveen Patnaik
Mo Sarkar 5T
BJD DIGITAL WING
BJD Digital Wing
Biju Janata Dal Odisha
Bijaya Ranjan Singh Bariha

Address

Bargarh
768036

Website

Alerts

Be the first to know and let us send you an email when Biju yuba janta dal padampur constituency posts news and promotions. Your email address will not be used for any other purpose, and you can unsubscribe at any time.

Share