Aam Aadmi Party AAP - Champua Vidhan Sabha

Aam Aadmi Party AAP - Champua Vidhan Sabha Aam Aadmi Party Champua Vidhan Sabha Official Page

04/07/2026
11/06/2026
ଆମ ଆଦମୀ ପାର୍ଟି ପାଟଣା ତରଫରୁ ସଭାପତି ଖଗେଶ୍ୱର ମହାନ୍ତ ଙ୍କ ନେତୃତ୍ୱରେ ସଭ୍ୟ ସଂଗ୍ରହ ଅଭିଯାନ କରାଯାଇଅଛି। ଏହି ଅଭିଯାନ ରେ ଜିଲ୍ଲାରୁ ଜିଲ୍...
06/06/2026

ଆମ ଆଦମୀ ପାର୍ଟି ପାଟଣା ତରଫରୁ ସଭାପତି ଖଗେଶ୍ୱର ମହାନ୍ତ ଙ୍କ ନେତୃତ୍ୱରେ ସଭ୍ୟ ସଂଗ୍ରହ ଅଭିଯାନ କରାଯାଇଅଛି। ଏହି ଅଭିଯାନ ରେ ଜିଲ୍ଲାରୁ ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂ, ଉପସଭାପତି ଜୈନୁଲ ଆବେଦିନ, ବରିଷ୍ଠ ନେତା ସୁଧୀର କୁମାର ମହାନ୍ତ, ଜୟକୃଷ୍ଣ ନାଏକ, ଦିପୁ ମହାନ୍ତ, ଚିତ୍ତରଞ୍ଜନ ନାଏକ, ସନାତନ ନାଏକ ପ୍ରମୁଖ ଯୋଗ ଦେଇଥିଲେ।

02/06/2026

📚 ପେପର ଲିକ୍ ରୋକି ପାରୁନଥିବା ସରକାର, ଯୁବକଙ୍କ ଭବିଷ୍ୟତ କେମିତି ଗଢ଼ିବ?
ନିଟ୍ ପେପର ଲିକ୍ ହେଉ କି ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ଅନିୟମିତତା, ବାରମ୍ବାର ଘଟୁଥିବା ଏହି ଘଟଣା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପରିଶ୍ରମକୁ ପ୍ରଶ୍ନବାଚୀ କରିଦେଇଛି। ଦେଶର ଯୁବପିଢ଼ି ଦିନରାତି ପରିଶ୍ରମ କରୁଥିବା ବେଳେ କିଛି ଦୁର୍ନୀତିଗ୍ରସ୍ତ ତନ୍ତ୍ର ସେମାନଙ୍କ ସ୍ୱପ୍ନ ସହ ଖେଳୁଛି।
ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବା, ପରୀକ୍ଷା ପ୍ରକ୍ରିୟାକୁ ସ୍ୱଚ୍ଛ ରଖିବା ଏବଂ ଯୁବକଙ୍କୁ ନ୍ୟାୟ ଦେବା ଆଜିର ସବୁଠୁ ବଡ଼ ଆବଶ୍ୟକତା। ଦେଶକୁ ଏମିତି ନେତୃତ୍ୱ ଦରକାର ଯିଏ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାରକୁ ପ୍ରାଥମିକତା ଦେବ, ପ୍ରଚାରକୁ ନୁହେଁ।
ଯୁବକଙ୍କ ଭବିଷ୍ୟତ ସହ ଆଉ ଖେଳ ନୁହେଁ, ଦରକାର ଜବାବଦେହିତା ଓ ସୁଧାର।
🧹 ଆମ୍ ଆଦମୀ ପାର୍ଟି — ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାରର ରାଜନୀତି।

Address

Barbil
758035

Alerts

Be the first to know and let us send you an email when Aam Aadmi Party AAP - Champua Vidhan Sabha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share