Badamba Bjd Club

Badamba Bjd Club Only bjd lovers join this group

Welcome
31/10/2023

Welcome



ଆମର ପ୍ରିୟ ବିଧାୟକ ପ୍ରିୟ ନେତା ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଙ୍କ ଜନ୍ମ ଦିନ ଅବସରରେ ବଡ଼ମ୍ବା ବିଜେଡି କ୍ଲବ୍ ତରଫରୁ ହାର୍ଦ୍ଧିକ ଅଭିନନ୍ଦ...
24/10/2022

ଆମର ପ୍ରିୟ ବିଧାୟକ ପ୍ରିୟ ନେତା ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଙ୍କ ଜନ୍ମ ଦିନ ଅବସରରେ ବଡ଼ମ୍ବା ବିଜେଡି କ୍ଲବ୍ ତରଫରୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛୁ ସାର୍ ବାବା ସିଂହ ନାଥ ଓ ମା ଭଟ୍ଟାରିକା ଆପଣଙ୍କ ଚଲା ପଥ କୁ କୁସୁମିତ କରନ୍ତୁ 🙏 ଆପଣଙ୍କ କାର୍ଯ୍ୟ ଓ ନୀତି ଆଦର୍ଶ ପାଈଁ ଆପଣ ଆଜି ସାରା ବଡ଼ମ୍ବା ବାସୀ ଙ୍କ ହୃଦୟରେ
Happy Birthday our beloved MLA
The legend the dynamic and front line leader of BJD Odisha
Badamba Bjd Club
Bcjd Badamba
Debi Prasad Mishra

Prasad Mishra

କାମ କଲାନି ବିରୋଧୀ ଙ୍କ କୂଟନୀତି କାମ କଲାନି ରଣକୌଶଳ  ଓଡ଼ିଶା ବାସୀ ମିଥ୍ୟା ପ୍ରତିଶୃତି ନୁହେଁ ବରଂ ବିକାଶ କୁ ବାଛିଛନ୍ତି 30 ଜିଲ୍ଲା ରୁ ଜି...
14/03/2022

କାମ କଲାନି ବିରୋଧୀ ଙ୍କ କୂଟନୀତି କାମ କଲାନି ରଣକୌଶଳ ଓଡ଼ିଶା ବାସୀ ମିଥ୍ୟା ପ୍ରତିଶୃତି ନୁହେଁ ବରଂ ବିକାଶ କୁ ବାଛିଛନ୍ତି 30 ଜିଲ୍ଲା ରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜେଡ଼ି ଅତିଆର କଲା ନବିନ ବାବୁ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସାରା ଓଡ଼ିଶା ବାସୀ ଙ୍କ ଏହି ନିର୍ଣ୍ଣୟ ଆପଣଙ୍କ ର ସୁନିଶ୍ଚିତ ବିକାଶ କରିବ। ସମସ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନଙ୍କୁ ହାତ ଯୋଡ଼ି ଅନୁରୋଧ ନିଜ ଜିଲ୍ଲା କୁ ନିଜ ବ୍ଲକ କୁ ବିକାଶ ଦିଗ ରେ ଆଗେଇ ନେବାପାଇଁ ଏବଂ ଏକ ନୂତନ ସମୃଦ୍ଧି ଦୁର୍ମତି ମୁକ୍ତ ଓଡ଼ିଶା ଗଢ଼ିବା Debi Prasad Mishra




ବଡ଼ମ୍ବା ବ୍ଲକ ର ନୂତନ ଚେୟାର ମ୍ୟାନ୍ ଭାବେ ନିନ୍ଦ୍ୱନ୍ଦରେ ନିର୍ବାଚିତ ହେଇ ଛନ୍ତି ରଘୁପତୀ ମହାନ୍ତି(ବୁଢ଼ା)ତାଙ୍କୁ ବଡ଼ମ୍ବା ବେଜେଡି କ୍ଲବ ତ...
12/03/2022

ବଡ଼ମ୍ବା ବ୍ଲକ ର ନୂତନ ଚେୟାର ମ୍ୟାନ୍ ଭାବେ ନିନ୍ଦ୍ୱନ୍ଦରେ ନିର୍ବାଚିତ ହେଇ ଛନ୍ତି ରଘୁପତୀ ମହାନ୍ତି(ବୁଢ଼ା)
ତାଙ୍କୁ ବଡ଼ମ୍ବା ବେଜେଡି କ୍ଲବ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଠାକୁରଙ୍କ ଆଶ୍ରୀବାଦ୍ ରୁ ବଡ଼ମ୍ବା ବ୍ଲକ ର ସର୍ବାଙ୍ଗୀନ ଉନ୍ନତି କରିବା ସହ ବିକାଶ ଧାରାକୁ ଆଗେଇ ନିଅନ୍ତୁ ଏବଂ ଏକ ସ୍ଵଚ୍ଛ ନିର୍ମଳ ଦୁର୍ନୀତି ମୁକ୍ତ ବ୍ଲକ ଗଢ଼ନ୍ତୁ।
ଏହାକୁ ବିନା ପ୍ରତିଦ୍ବନ୍ଦୀ ରେ ସମର୍ଥନ କରିଥିବାରୁ ନୂତନ ଭାବେ ନିର୍ବାଚିତ ହେଇଥିବା ସମିତି ସଭ୍ୟ ଓ ସଭ୍ୟା ମାନଙ୍କୁ ମଧ୍ୟ ଅଭିନନ୍ଦନ ଓ ଶୁଭେଚ୍ଛା।
Debi Prasad Mishra






28/02/2022
Thank you to everyone who has become 1000 (1k )members for your love and support । Join with us     💚💚💚       Debi Prasa...
10/02/2022

Thank you to everyone who has become 1000 (1k )members for your love and support । Join with us 💚💚💚

Debi Prasad Mishra

 #ଭାରତ_ମାତା_କି_ଜୟ # ୭୩ ତମ ସାଧାରଣତନ୍ତ୍ର ଦିବସ ର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି #ଆସନ୍ତୁ ସମସ୍ତେ ମିଳିମିଶି ଆମ ଜନ୍ମ ଭ...
26/01/2022

#ଭାରତ_ମାତା_କି_ଜୟ # ୭୩ ତମ ସାଧାରଣତନ୍ତ୍ର ଦିବସ ର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି #ଆସନ୍ତୁ ସମସ୍ତେ ମିଳିମିଶି ଆମ ଜନ୍ମ ଭୂମି ଭାରତ ର ଗଣତନ୍ତ୍ର ଓ ସମ୍ବିଧାନ କୁ ଦୃଢ଼ କରିବା republic _day

 #ନବୀନ ମୋର ପରିବାର #ଶଙ୍ଖ ମୋର ଚିହ୍ନ    # badambabjdclub ଆଜି ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ବଡମ୍ବା ବିଜେଡି ପକ୍ଷରୁ ନାମାଙ୍କନ ପତ୍ର ...
21/01/2022

#ନବୀନ ମୋର ପରିବାର #ଶଙ୍ଖ ମୋର ଚିହ୍ନ # badambabjdclub ଆଜି ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ବଡମ୍ବା ବିଜେଡି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରାଯାଇଛି।ବଡମ୍ବା ର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ଠାକୁରାଣୀଙ୍କ ଆଶ୍ରିବାଦ ଗ୍ରହଣ କରି। ବଡ଼ମ୍ବା ଗାନ୍ଧୀଙ୍କ ମୃତ୍ତି କୁ ସମ୍ମାନ ଜଣାଇଥିଲେ ତିନି ପ୍ରମୁଖ। ପ୍ରାର୍ଥୀ 29 ନମ୍ବର ପ୍ରାଥି ଜୟଶ୍ରୀ ବରାଳ,30 ନମ୍ବର ପ୍ରାଥି ରବୀନ୍ଦ୍ର ସାହୁ ଓ 31 ନମ୍ବର ପ୍ରାଥି ନାୟନ ସାହୁ ଆଦି ଆଠଗଡ଼ ଉପଜିଲ୍ଲାପାଳ ଅଫିସ କୁ ଯାଇ ନାମାଙ୍କନ ଦାଖଲ କରିଥିଲେ।
Naveen Patnaik Debi Prasad Mishra Rabindra Sahoo

ଆଜି ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ସ୍ଥାନୀୟ ବିଧାୟକ Debi Prasad Mishra ଙ୍କ ନିର୍ଦ୍ଦେଶରେ ବଡ଼ମ୍ବାର ଛାତ୍ର ନେତା  ତଥା ବିଜୁ ଛାତ୍ର ...
18/01/2022

ଆଜି ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ସ୍ଥାନୀୟ ବିଧାୟକ Debi Prasad Mishra ଙ୍କ ନିର୍ଦ୍ଦେଶରେ ବଡ଼ମ୍ବାର ଛାତ୍ର ନେତା ତଥା ବିଜୁ ଛାତ୍ର ଜନତା ଦଳ କଟକ ଜୋନର ପୂର୍ବତନ ଉପ ସଭାପତି ଶ୍ରୀମାନ Ayushman pattanaik ଙ୍କ ନେତୃତ୍ବରେ Bcjd Badamba ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ର ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର ଆୟୋଜନ କରିଥିଲା।ଏହି ରକ୍ତଦାନ ଶିବିରରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ଉଭୟ ଛାତ୍ର ନେତା ଶ୍ରୀମାନ Adv Ayusman Pattanaik ଓ ବିଜୁ ଛାତ୍ର ଜନତା ଦଳ,ବଡ଼ମ୍ବା କୁ ଧନ୍ୟବାଦ ଜ୍ଞାପନ କରିଥିଲେ।ତାଙ୍କ ସହିତ ବଡ଼ମ୍ବା ବ୍ଲକ୍ ବିଜେଡ଼ି ସଭାପତି ଶ୍ରୀଯୁକ୍ତ Rabindra Sahoo ଓ ବରିଷ୍ଠ ବିଜେଡ଼ି ନେତା ଶ୍ରୀଯୁକ୍ତ ସରୋଜ କୁମାର ପଟ୍ଟନାୟକ ମଧ୍ୟ ଯୋଗଦାନ କରିଥିଲେ।ଏହି ରକ୍ତଦାନ ଶିବିରକୁ ବି.ସି.ଜେ.ଡି ବଡ଼ମ୍ବା ର ସମସ୍ତ କର୍ମକର୍ତ୍ତା ମାନେ ସୂଚାରୁରୂପେ ତୁଲାଇଥିଲେ,ଯଥା:- ବିଜୁ ଛାତ୍ର ଜନତା ଦଳ ବଡ଼ମ୍ବା ଟାଉନ୍ ସଭାପତି ରାକେଶ ଦାସ,ବିଜୁ ଛାତ୍ର ଜନତା ଦଳ ବଡ଼ମ୍ବା ଉପ ସଭାପତି ସମ୍ବିତ କୁମାର ମିଶ୍ର,ଗିରିଜା ବସନ୍ତରା,ସାଧାରଣ ସମ୍ପାଦକ ଦୀପ୍ତି ରଞ୍ଜନ ମଲ୍ଲିକ,ବିଶ୍ୱଜିତ୍ ମିଶ୍ର,ସମ୍ପାଦକ ଶିତୁ ପଢ଼ିଆରି,ଦିବ୍ୟ ପ୍ରତାପ ସ୍ଵାଇଁ,ବିଜୟ ନାୟକ,ସୋସିଆଲ ମିଡ଼ିଆ କୋଡ଼ିନେଟର ରତିକାନ୍ତ ମହାପାତ୍ର,ବିଷ୍ଣୁ ପ୍ରସାଦ ସେଠୀ, ଗୋପୀନାଥପୁର ଗ୍ରାମ ସଭାପତି ପବିତ୍ର କୁମାର ଭୋଇ,ବିଷ୍ଣୁପ୍ରିୟା ସ୍ଵାଇଁ,ସମ୍ପାଦିକା ସ୍ନେହଲତା ଦାସ,ପୂର୍ଣ୍ଣିମା ବେହେରା,ଡିଜିଟାଲ ସେକ୍ରେଟାରୀ ବିକାଶ ବେହେରା,ବିଶ୍ୱଜିତ୍ ସାହୁ,ଦ୍ଵିତୀକମଳ ମାନସିଂହ,ଚନ୍ଦନ କୁମାର ମହାପାତ୍ର,ସନ୍ତୋଷ ଆଦି ଛାତ୍ର ନେତାନେତ୍ରୀ ମାନେ ଉପସ୍ଥିତ ରହି ସଠିକ୍ ଭାବେ ପରିଚାଳନା କରିଥିବା ସହ ରକ୍ତଦାନ ଶିବିରକୁ ସଫଳ କରିଥିଲେ।ଆଜି ଏହି ରକ୍ତଦାନ ଶିବିରରେ ମୋଟ ୮୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।


CMO Odisha Biju Janata Dal Odisha Naveen Patnaik Debi Prasad Mishra Devi Ranjan Tripathy Devi Ranjan Tripathy Asif Amin Biju Chhatra Janata Dal, Odisha Biju Chhatra Janata Dal, Cuttack District Jeeban Das Prajat Dalabehera

SOURCE:-BCJD BADAMBA

ବଡ଼ମ୍ବା, ସୁନପାଳ  ପାର୍ଟି ଅଫିସ୍ ଠାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି
26/12/2021

ବଡ଼ମ୍ବା, ସୁନପାଳ ପାର୍ଟି ଅଫିସ୍ ଠାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି

ଏଥର ପଞ୍ଚାୟତ ନିର୍ବାଚନରେ ଓଡ଼ିଶାର ସୁଦକ୍ଷ ଶାସକ ତଥା ବିକାଶର ବିନ୍ଧାଣି ନବୀନ ବାବୁଙ୍କ ନେତୃତ୍ୱରେ ପରିଚାଳିତ ଦଳ ବିଜେଡିକୁ ଭୋଟ ଦେବା, ନୂଆ ...
03/12/2021

ଏଥର ପଞ୍ଚାୟତ ନିର୍ବାଚନରେ ଓଡ଼ିଶାର ସୁଦକ୍ଷ ଶାସକ ତଥା ବିକାଶର ବିନ୍ଧାଣି ନବୀନ ବାବୁଙ୍କ ନେତୃତ୍ୱରେ ପରିଚାଳିତ ଦଳ ବିଜେଡିକୁ ଭୋଟ ଦେବା, ନୂଆ ଓଡ଼ିଶା ଗଢ଼ିବାରେ ସାଥି ହେବା।

Thank you to everyone who has become 100 members for your love and support । Join with us     💚💚💚
01/12/2021

Thank you to everyone who has become 100 members for your love and support । Join with us 💚💚💚

Address

Baramba

Opening Hours

9am - 5pm

Alerts

Be the first to know and let us send you an email when Badamba Bjd Club posts news and promotions. Your email address will not be used for any other purpose, and you can unsubscribe at any time.

Share