ମୋ ପ୍ରିୟ ଜ୍ୟୋତି ନନା

ମୋ ପ୍ରିୟ ଜ୍ୟୋତି ନନା Contact information, map and directions, contact form, opening hours, services, ratings, photos, videos and announcements from ମୋ ପ୍ରିୟ ଜ୍ୟୋତି ନନା, Political Party, Odisha, Balasore.

10/10/2025

ଶୁଭ ଲକ୍ଷ୍ମୀ ପୂଜା 🌸
ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଧନ, ସମୃଦ୍ଧି ଓ ଶାନ୍ତିରେ ପୂରଣ କରନ୍ତୁ।
ଆଜିର ଏହି ପବିତ୍ର ଦିନଟି ଆପଣଙ୍କ ଜୀବନକୁ ଆନନ୍ଦ ଓ ଆଲୋକରେ ଭରି ଦିଅନ୍ତୁ। 💫

ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

10/10/2025
10/10/2025

ଓଡ଼ିଶା ଯାହା କେବେ ଦେଖିନଥିଲା, ବିଜେପି ସରକାର କରି ଦେଖାଇଲା।

#ହଟାଅବିଜେପି
#ରଙ୍ଗବଦଳାସରକାର
#ମିଛପ୍ରତିଶ୍ରୁତି

10/10/2025

🌿 ଜନପ୍ରିୟ ନେତାଙ୍କ ଜନ୍ମଦିନ ଉପଲକ୍ଷେ ବିଶାଳ ରକ୍ତଦାନ ଶିବିର 🌿

ଓଡ଼ିଶାର ଜନପ୍ରିୟ ନେତା, ବିଜୁ ଜନତା ଦଳର ସଭାପତି, ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଆସନ୍ତା ୧୬ ଅକ୍ଟୋବର ୨୦୨୫ (ଗୁରୁବାର) ଦିନ ସିମୁଳିଆ ଏବଂ ଖଇରା ବ୍ଲକ ବିଜୁ ଜନତା ଦଳ ତରଫରୁ ଦୁଇଟି ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଛି।

ଏହି ମହତ୍ କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତର ନେତୃବୃନ୍ଦ, B.L.A ମାନଙ୍କୁ ମୋର ଅନୁରୋଧ ନିଜ ନିଜ ପଞ୍ଚାୟତରୁ ଯୁବଶକ୍ତି ଓ ରକ୍ତଦାତାମାନଙ୍କୁ ସାଙ୍ଗରେ ନେଇ ନିର୍ଦ୍ଧାରିତ ସ୍ଥାନରେ ଯୋଗ ଦେବେ।

ଆସନ୍ତୁ, ଏହି ଶୁଭ ଅବସରରେ ରକ୍ତଦାନ ପରି ମହାନ ମାନବିକ ସେବାରେ ସାମିଲ୍ ହୋଇ ଆମ ପ୍ରିୟ ନେତାଙ୍କୁ ଆରୋଗ୍ୟ, ଦୀର୍ଘାୟୁ ଓ ଶକ୍ତିଶାଳୀ ଜୀବନ ପାଇଁ ହୃଦୟପୂର୍ବକ ଶୁଭେଚ୍ଛା ଜଣାଇବା। ❤️

*✍️ଜ୍ୟୋତି ପ୍ରକାଶ ପାଣିଗ୍ରାହୀ*

Jyoti Prakash Panigrahi ମୋ ପ୍ରିୟ ଜ୍ୟୋତି ନନା BJD Balasore BJD Simulia Khaira Diptiranjan Pradhan Horzon

27/09/2025
27/09/2025

💐ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର🙏

_ଆସନ୍ତା ୨୮/୦୯/୨୦୨୫ (ରବିବାର)_
_⏰ ସମୟ – ପୁର୍ବାହ୍ନ ୧୦ଟା_
_📍 ସ୍ଥାନ – ମାର୍କୋଣା ସ୍ଥିତ ପର୍ଶୁରାମ ପ୍ରସ୍ତ_

ସିମୁଳିଆ-ଖଇରା ବିଜୁ ଜନତା ଦଳ ତରଫରୁ “ଦଶହରା ଭେଟ୍-ଘାଟ୍, B.L.A (Booth Level Agent) ପ୍ରଶିକ୍ଷଣ ଶିବିର ଓ ବିଜୁ ଜନତା ଦଳର ବାର୍ଷିକ ପଦଯାତ୍ରା ପ୍ରସ୍ତୁତି ବୈଠକ” ଆୟୋଜିତ ହେବାକୁ ଯାଉଛି।

ସେଥିପାଇଁ ସମସ୍ତ ୫୯ ପଞ୍ଚାୟତର ନେତୃମଣ୍ଡଳୀ ( ପଞ୍ଚାୟତ ସଭାପତି, ZP member, ସରପଞ୍ଚ, PS member ମଧ୍ୟ) ଓ ନୂତନ କରି ମନୋନୀତ ହୋଇଥିବା B.L.A. ମାନଙ୍କୁ ଅନୁରୋଧ, ନିର୍ଦ୍ଧାରିତ ସମୟ ଓ ସ୍ଥାନରେ ସମୟନୁଷ୍ଠାନ ପୂର୍ବକ ଉପସ୍ଥିତ ରହିବେ।

ଆପଣମାନଙ୍କ ଗୋଚରାର୍ଥ ଜଣାଇବାକୁ ଚାହୁଁଛି B.L.A ମାନଙ୍କର ନାମ ସଂଗ୍ରହ ପରେ, ମୁଁ ବହୁତ୍ ପଞ୍ଚାୟତକୁ ନିଜେ ଯାଇ B.L.A ମାନଙ୍କୁ ସୀକୃତି ପତ୍ର ପ୍ରଦାନ କରିଥିଲି।

ଯେଉଁ ଯେଉଁ ପଞ୍ଚାୟତରେ ସୀକୃତି ପତ୍ର ପ୍ରଦାନ ହୋଇନାହିଁ, ସେହି ପଞ୍ଚାୟତର B.L.A ମାନେ ଆସନ୍ତା ୨୮ ତାରିଖ (ରବିବାର) ନିମ୍ନୋକ୍ତ ପ୍ରମାଣପତ୍ର ସହିତ ଉପସ୍ଥିତ ହୋଇ, ନିଜ ସୀକୃତି ପତ୍ର ଗ୍ରହଣ କରିବେ।

📑 ଆବଶ୍ୟକ ପ୍ରମାଣପତ୍ର (Documents):
_୧. ଏକ Passport Size ଫୋଟୋ।_
_୨. ନିଜ Aadhar Card ର ଜେରକ୍ସ copy Signature ସହିତ।_

*✍️ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ*

Address

Odisha
Balasore

Website

Alerts

Be the first to know and let us send you an email when ମୋ ପ୍ରିୟ ଜ୍ୟୋତି ନନା posts news and promotions. Your email address will not be used for any other purpose, and you can unsubscribe at any time.

Share