Odisha Loka Dala - Balasore

Odisha Loka Dala - Balasore Contact information, map and directions, contact form, opening hours, services, ratings, photos, videos and announcements from Odisha Loka Dala - Balasore, Political Party, Balasore.

ଓଡ଼ିଶା ଲୋକ ଦଳର ବାଲେଶ୍ଵର ଜିଲ୍ଲା ସଂଗଠନର ବିଭିନ୍ନ ଦାୟିତ୍ଵ ନିର୍ବାହ କରିବା ପାଇଁ ଯୋଗ ଦିଅନ୍ତୁ।ଯୋଗାଯୋଗ: ୮୩୩୮୯୯୮୮୬0/8847863871Yours...
13/06/2025

ଓଡ଼ିଶା ଲୋକ ଦଳର ବାଲେଶ୍ଵର ଜିଲ୍ଲା ସଂଗଠନର ବିଭିନ୍ନ ଦାୟିତ୍ଵ ନିର୍ବାହ କରିବା ପାଇଁ ଯୋଗ ଦିଅନ୍ତୁ।ଯୋଗାଯୋଗ: ୮୩୩୮୯୯୮୮୬0/8847863871

Yours Faithfully
Pabitra 🙏🤝 🙏

ବାଲେଶ୍ବର ଜିଲ୍ଲା କାର୍ଯ୍ୟକ୍ରମରେ ଆମକୁ ଗୋଟିଏ ପ୍ରଶ୍ନ ଶୁଣିବାକୁ ମିଳିଥିଲା "ଚିଟଫଣ୍ଡର ଶୀକାର ହୋଇଥିବା ଆମ ମୁଖ୍ୟମନ୍ତ୍ରୀ   ଚିଟଫଣ୍ଡ କ୍ଷତ...
12/04/2025

ବାଲେଶ୍ବର ଜିଲ୍ଲା କାର୍ଯ୍ୟକ୍ରମରେ ଆମକୁ ଗୋଟିଏ ପ୍ରଶ୍ନ ଶୁଣିବାକୁ ମିଳିଥିଲା "ଚିଟଫଣ୍ଡର ଶୀକାର ହୋଇଥିବା ଆମ ମୁଖ୍ୟମନ୍ତ୍ରୀ ଚିଟଫଣ୍ଡ କ୍ଷତିଗ୍ରସ୍ତ ଲୋକମାନଙ୍କୁ କେବେ ନ୍ୟାୟ ଦେବେ?" #ଓଡ଼ିଆପାଇଁଓଡ଼ିଶା #ଓଡ଼ିଶାଲୋକଦଳ #ଓଡ଼ିଶାରାଜନୀତି
ଓଡ଼ିଶା ଲୋକ ଦଳ କେବଳ ଓଡ଼ିଶା ର ଜନ ସାଧାରଣଙ୍କ ପାଇଁ 🙏🤝♻️

STATE SECRETARY OF YOUTH WING (OLD)
PABITRA KUMAR SWAIN

25/03/2025

ସବୁ ସ୍ୱାର୍ଥ ବାଦୀ କୌଣସି ପାର୍ଟି ବିରୋଧ କଲେ ନାହିଁ
ନିଜେ ବଞ୍ଚିଲେ ବାପ ର ନା ଗରିବ ବଞ୍ଚିଲେ କି ମଲେ ତାଙ୍କର କିଛି ଯାଏ ଆସେ ନାହିଁ

ଗରିବଟି ଜୀବନ ସାରା ଅପେକ୍ଷା କରି ପ୍ରଧାନମନ୍ତ୍ରୀ ଆବାସ ପାଇଁ ₹1,30,000 ପାଉଛି
ଗରିବଙ୍କ ନେତା ସାଜିଥିବା ସାଂସଦ ଟି 1 ମାସରେ ₹1,30,000 ଦରମା ନେଉଛି
ଆମେ ବିରୋଧ କରୁଛି ଆଉ ଆପଣ ?

https://youtu.be/NNScgguwNGU?si=gQYqH9pR9lC4sczAଆମ ଓଡ଼ିଶା ଲୋକ ଦଳ ତରଫରୁ ଆମେ ଓଡ଼ିଶା ର ଜନ ସାଧାରଣଙ୍କୁ ଅନୁରୁଦ୍ଧ କରୁଛୁ ଦୟାକରି ...
22/03/2025

https://youtu.be/NNScgguwNGU?si=gQYqH9pR9lC4sczA

ଆମ ଓଡ଼ିଶା ଲୋକ ଦଳ ତରଫରୁ ଆମେ ଓଡ଼ିଶା ର ଜନ ସାଧାରଣଙ୍କୁ ଅନୁରୁଦ୍ଧ କରୁଛୁ ଦୟାକରି ଜାଗ୍ରତ ହୁଅନ୍ତୁ ଅନ୍ୟାୟ ଓ ଅନୈତିକ କାର୍ଯ୍ୟ ଓପରେ ଅୱାଜ୍ ଉଠାନ୍ତୁ

ଆପଣଙ୍କର ଶୁଭଚିନ୍ତକ

ଓଡ଼ିଶା ଲୋକ ଦଳ 🙏🙏🙏

#ଓଡ଼ିଶାଲୋକଦଳ #ଓଡ଼ିଆପାଇଁଓଡ଼ିଶା #ଓଡ଼ିଶାରାଜନୀତି

21/03/2025

Address

Balasore
756001-756###

Alerts

Be the first to know and let us send you an email when Odisha Loka Dala - Balasore posts news and promotions. Your email address will not be used for any other purpose, and you can unsubscribe at any time.

Share