Tanay Kumar Mohanty

Tanay Kumar Mohanty I am Social Worker & Politician

07/12/2023
07/12/2023

ଆଜି ନବୀନ ନିବାସରେ ଓ #ନବୀନ_ଓଡ଼ିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି.କେ. ପାଣ୍ଡିଆନ ମହୋଦୟଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲି ।

Mo Sarkar 5T












07/12/2023

କୁଆଡ଼େ ବହି ଯାଉଛି କାଳ,
ଗଲାଣି କଟି କେତେଶ' ସାଲ
ରହିଛି ଏବେ କଥା,
ଜଇଆ ପଛେ ଜୀବନ ଦେଲା,
ନୁଆଁଇ ନାହିଁ ମଥା ।

ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ଶହୀଦ, ଭାରତ ମୁକ୍ତି ସଂଗ୍ରାମର ଯୋଦ୍ଧା, ମହାନ୍ ଦେଶଭକ୍ତ, ବିପ୍ଳବୀ ବୀର ଜୟୀ ରାଜଗୁରୁଙ୍କ ବଳିଦାନ ଦିବସ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ତାଙ୍କ ଅସାଧାରଣ ଦେଶପ୍ରେମ, ନିର୍ଭୀକ ସଂଗ୍ରାମୀ ଜୀବନ ଓ ଅସୀମ ତ୍ୟାଗ ସବୁଦିନ ପାଇଁ ସ୍ମରଣୀୟ ଓ ପ୍ରେରଣାଦାୟୀ ହୋଇ ରହିବ ।






Address

Balasore
756002

Telephone

+917751884678

Website

Alerts

Be the first to know and let us send you an email when Tanay Kumar Mohanty posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Tanay Kumar Mohanty:

Share

Category