Sena of Sudarshan Jena

Sena of Sudarshan Jena digital wing for promote

14/05/2024

ନିର୍ବାଚନ 2024 ସାକ୍ଷାତକାରରେ ସୁଦର୍ଶନ ଜେନା । Mohanty Digital । Election 2024 । Balasore News ।।"Nirbachana - 2024 is a election special current affairs program ...

ଧନ୍ୟବାଦ ନିର୍ଭୟ ସୂଚନା ଖବରକାଗଜ
11/05/2024

ଧନ୍ୟବାଦ ନିର୍ଭୟ ସୂଚନା ଖବରକାଗଜ

ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେମୁଣା ମନ୍ଦିର ଛକ ନିକଟରେ ଜାତୀୟ କଂଗ୍ରେସ ଦଳର ବାଲେଶ୍ଵର ଜିଲ୍ଲାର ସାଂସଦ ପ୍ରାର୍ଥୀ ଶ୍ରୀ ଶ୍ରୀକାନ୍ତ...
11/05/2024

ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେମୁଣା ମନ୍ଦିର ଛକ ନିକଟରେ ଜାତୀୟ କଂଗ୍ରେସ ଦଳର ବାଲେଶ୍ଵର ଜିଲ୍ଲାର ସାଂସଦ ପ୍ରାର୍ଥୀ ଶ୍ରୀ ଶ୍ରୀକାନ୍ତ ଜେନା ଏବଂ ରେମୁଣା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀ ସୁଦର୍ଶନ ଜେନା ଙ୍କ ନେତୃତ୍ବରେ ଆଗାମୀ ନିର୍ବାଚନ ନିମନ୍ତେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ବୈଠକରେ ରେମୁଣା ନିର୍ବାଚନ ମଣ୍ଡଳୀରୁ ଜାତୀୟ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଶ୍ରୀ ସୁଦର୍ଶନ ଜେନା, ରେମୁଣା ର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ୍ତ ପଣ୍ଡା, ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ମନୋଜ କୁମାର ନାଏକ, ଜାତୀୟ କଂଗ୍ରେସ ଦଳର ବାଲେଶ୍ଵର ଜିଲ୍ଲା ସଭାପତି ଶ୍ରୀ ସଞ୍ଜୀବ ଗିରି, ରେମୁଣା ବ୍ଲକ ସଭାପତି ତରୁଣ ଦାସ, ଜିଲ୍ଲା ଯୁବ ସଭାପତି ରଞ୍ଜନ ଦାଶ, ବରିଷ୍ଠ ନେତା ରାମ ନାରାୟଣ ଶତପଥୀ, ବରିଷ୍ଠ ନେତା ଶ୍ରୀକାନ୍ତ ପତି, ପ୍ରେମ ରଞ୍ଜନ ପାତ୍ର, ଅକ୍ଷୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
ଉକ୍ତ ସଭାକୁ ସଫଳ କରିବାକୁ ସେକ୍ ରାଜୁ, କହ୍ନେଇ ବେହେରା, ସେକ୍ ମୁନ୍ନା, ନିରଞ୍ଜନ ବେହେରା, ଷ୍ଟାଲୀନ୍ ମିଶ୍ର ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ମାନଙ୍କ ସହ ଶ୍ରୀକାନ୍ତ ଜେନା ଏବଂ ସୁଦର୍ଶନ ଜେନା ଙ୍କୁ ଭଲପାଉଥିବା ସମର୍ଥକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

10/05/2024
09/05/2024

ରେମୁଣା ବାସୀଙ୍କୁ ରେମୁଣା ନିର୍ବାଚନ ମଣ୍ଡଳୀରୁ ଜାତୀୟ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଶ୍ରୀ ସୁଦର୍ଶନ ଜେନାଙ୍କର ବାର୍ତ୍ତା

08/05/2024
ସାରଗାଁ ଗ୍ରାମପଞ୍ଚାୟତର ମଲ୍ଲୀ ଗ୍ରାମରେ ଜାତୀୟ କଂଗ୍ରେସ ଦଳର କର୍ମୀ ବୈଠକରେ ଯୋଗ ଦେଇ ରେମୁଣାର ନିର୍ବାଚନ ମଣ୍ଡଳୀର ବିକାଶ ଧାରାକୁ ଆଗେଇବା ପ...
08/05/2024

ସାରଗାଁ ଗ୍ରାମପଞ୍ଚାୟତର ମଲ୍ଲୀ ଗ୍ରାମରେ ଜାତୀୟ କଂଗ୍ରେସ ଦଳର କର୍ମୀ ବୈଠକରେ ଯୋଗ ଦେଇ ରେମୁଣାର ନିର୍ବାଚନ ମଣ୍ଡଳୀର ବିକାଶ ଧାରାକୁ ଆଗେଇବା ପାଇଁ ଜାତୀୟ କଂଗ୍ରେସ ଦଳର ରେମୁଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଶ୍ରୀ ସୁଦର୍ଶନ ଜେନା ତାଙ୍କୁ ଏବଂ ବାଲେଶ୍ଵର ସାଂସଦ ପ୍ରାର୍ଥୀ ଶ୍ରୀ ଶ୍ରୀକାନ୍ତ ଜେନା ଙ୍କୁ ହାତ ଚିହ୍ନରେ ଭୋଟ ଦେବା ପାଇଁ ଅନୁରୋଧ କଲେ l

ସାଶଂଗ ଗ୍ରାମପଞ୍ଚାୟତର ଅସ୍ତିଆ ଗ୍ରାମରେ ଜାତୀୟ କଂଗ୍ରେସ ଦଳର କର୍ମୀ ବୈଠକରେ ଯୋଗ ଦେଇ ରେମୁଣାର ନିର୍ବାଚନ ମଣ୍ଡଳୀର ବିକାଶ ଧାରାକୁ ଆଗେଇବା ପ...
08/05/2024

ସାଶଂଗ ଗ୍ରାମପଞ୍ଚାୟତର ଅସ୍ତିଆ ଗ୍ରାମରେ ଜାତୀୟ କଂଗ୍ରେସ ଦଳର କର୍ମୀ ବୈଠକରେ ଯୋଗ ଦେଇ ରେମୁଣାର ନିର୍ବାଚନ ମଣ୍ଡଳୀର ବିକାଶ ଧାରାକୁ ଆଗେଇବା ପାଇଁ ଜାତୀୟ କଂଗ୍ରେସ ଦଳର ରେମୁଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଶ୍ରୀ ସୁଦର୍ଶନ ଜେନା ତାଙ୍କୁ ଏବଂ ବାଲେଶ୍ଵର ସାଂସଦ ପ୍ରାର୍ଥୀ ଶ୍ରୀ ଶ୍ରୀକାନ୍ତ ଜେନା ଙ୍କୁ ହାତ ଚିହ୍ନରେ ଭୋଟ ଦେବା ପାଇଁ ଅନୁରୋଧ କଲେ l ଉକ୍ତ ବୈଠକରେ ଜାତୀୟ କଂଗ୍ରେସ ଦଳର ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ସାଶଂଗ ପଞ୍ଚାୟତର ଜଣେ ସଂଗ୍ରାମୀ ନେତା ଶ୍ରୀ କ୍ରୂପାସିନ୍ଧୁ ବାରିକ ଏବଂ କିଛି ଆଗଧାଡିର ଯୁବ କର୍ମୀ ଜାତୀୟ କଂଗ୍ରେସ ଦଳରେ ଯୋଗ ଦେଲେ।

ଜୟଦେବ କସପା ଗ୍ରାମପଞ୍ଚାୟତର କସପା ଗ୍ରାମରେ ଜାତୀୟ କଂଗ୍ରେସ ଦଳର କର୍ମୀ ବୈଠକରେ ଯୋଗ ଦେଇ ରେମୁଣାର ନିର୍ବାଚନ ମଣ୍ଡଳୀର ବିକାଶ ଧାରାକୁ ଆଗେଇବ...
08/05/2024

ଜୟଦେବ କସପା ଗ୍ରାମପଞ୍ଚାୟତର କସପା ଗ୍ରାମରେ ଜାତୀୟ କଂଗ୍ରେସ ଦଳର କର୍ମୀ ବୈଠକରେ ଯୋଗ ଦେଇ ରେମୁଣାର ନିର୍ବାଚନ ମଣ୍ଡଳୀର ବିକାଶ ଧାରାକୁ ଆଗେଇବା ପାଇଁ ଜାତୀୟ କଂଗ୍ରେସ ଦଳର ରେମୁଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଶ୍ରୀ ସୁଦର୍ଶନ ଜେନା ତାଙ୍କୁ ଏବଂ ବାଲେଶ୍ଵର ସାଂସଦ ପ୍ରାର୍ଥୀ ଶ୍ରୀ ଶ୍ରୀକାନ୍ତ ଜେନା ଙ୍କୁ ହାତ ଚିହ୍ନରେ ଭୋଟ ଦେବା ପାଇଁ ଅନୁରୋଧ କଲେ l

ସୁତେଇ ଗ୍ରାମପଞ୍ଚାୟତର ଛଣପୁର ଗ୍ରାମରେ ଜାତୀୟ କଂଗ୍ରେସ ଦଳର କର୍ମୀ ବୈଠକରେ ଯୋଗ ଦେଇ ରେମୁଣାର ନିର୍ବାଚନ ମଣ୍ଡଳୀର ବିକାଶ ଧାରାକୁ ଆଗେଇବା ପା...
08/05/2024

ସୁତେଇ ଗ୍ରାମପଞ୍ଚାୟତର ଛଣପୁର ଗ୍ରାମରେ ଜାତୀୟ କଂଗ୍ରେସ ଦଳର କର୍ମୀ ବୈଠକରେ ଯୋଗ ଦେଇ ରେମୁଣାର ନିର୍ବାଚନ ମଣ୍ଡଳୀର ବିକାଶ ଧାରାକୁ ଆଗେଇବା ପାଇଁ ଜାତୀୟ କଂଗ୍ରେସ ଦଳର ରେମୁଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଶ୍ରୀ ସୁଦର୍ଶନ ଜେନା ତାଙ୍କୁ ଏବଂ ବାଲେଶ୍ଵର ସାଂସଦ ପ୍ରାର୍ଥୀ ଶ୍ରୀ ଶ୍ରୀକାନ୍ତ ଜେନା ଙ୍କୁ ହାତ ଚିହ୍ନରେ ଭୋଟ ଦେବା ପାଇଁ ଅନୁରୋଧ କଲେ l

Address

Remuna Constituency
Balasore
756001

Website

Alerts

Be the first to know and let us send you an email when Sena of Sudarshan Jena posts news and promotions. Your email address will not be used for any other purpose, and you can unsubscribe at any time.

Share