RK Jena Foundation

RK Jena Foundation The foundation is primarily founded for the community service to need people.

16/08/2021

Addressing a global audience of E- Satsanga on the occasion of 75 th Independence Day of our Country.

'ବୃକ୍ଷ ହିଁ ବରଦାନ' - ଏ ମାନବ ସମାଜ ପାଇଁ, ଏହି କଥା ଆମେ ସଭିଏଁ ଭଲ ଭାବେ ହୃଦୟଙ୍ଗମ କରିବାର ସମୟ ଆଜି ଆସିଛି ।  ପ୍ରତିଟି କ୍ଷେତ୍ରରେ ବୃକ୍ଷ...
29/07/2021

'ବୃକ୍ଷ ହିଁ ବରଦାନ' - ଏ ମାନବ ସମାଜ ପାଇଁ, ଏହି କଥା ଆମେ ସଭିଏଁ ଭଲ ଭାବେ ହୃଦୟଙ୍ଗମ କରିବାର ସମୟ ଆଜି ଆସିଛି । ପ୍ରତିଟି କ୍ଷେତ୍ରରେ ବୃକ୍ଷର ଉପକାରିତା ଆମକୁ କୃତଜ୍ଞ କରାଏ । ବାୟୁମଣ୍ଡଳକୁ ପରିଶୋଧିତ କରିବା ସହ ଅମ୍ଳଜାନ ସୃଷ୍ଟି କରିବାରେ ବୃକ୍ଷର ଅବଦାନ ଅନସ୍ୱୀକାର୍ଯ୍ୟ । ବୃକ୍ଷ ଲଗାଇବା ସହ ବୃକ୍ଷ ବିକାଶକୁ ଆମେ ସମସ୍ତେ ଜୀବନର ବ୍ରତ ଭାବରେ ଗ୍ରହଣ କରିବା ଉଚିତ୍ । ତେଣୁ ଆମ ଜିଲ୍ଲାରେ ଫଳ ଚାରା ବଣ୍ଟନ ଏବଂ ରୋପଣ କରିବାର ସଂକଳ୍ପ ନେଇଛୁ ।
ଏହି କ୍ରମରେ ଆଜି ଅପରାହ୍ନରେ 'ଆମ ବାଲେଶ୍ୱର' ସଂଗଠନର କିଛି ବନ୍ଧୁମାନଙ୍କୁ ଫଳଚାରା ବଣ୍ଟନ କରି ଏହି ମହତ କାର୍ଯ୍ୟର ଶୁଭାରମ୍ଭ କରିଥିଲୁ।

On  , I salute the supreme sacrifice of our soldiers who fought valiantly & laid down their lives in 1999 during Kargil ...
26/07/2021

On , I salute the supreme sacrifice of our soldiers who fought valiantly & laid down their lives in 1999 during Kargil war to defend the sovereignty of our Motherland.

The nation will always remain grateful to them and their families. 🙏

ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁଙ୍କ ଅପାର କରୁଣା ସମସ୍ତଙ୍କ ଉପରେ ରହିଥାଉ ଏହାହିଁ କାମନା ।...
20/07/2021

ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁଙ୍କ ଅପାର କରୁଣା ସମସ୍ତଙ୍କ ଉପରେ ରହିଥାଉ ଏହାହିଁ କାମନା ।

#ଜୟଜଗନ୍ନାଥ🙏

ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଏହି ଅବସରରେ ସମସ୍ତଙ୍କର ସୁସ୍ଥ, ନିରାମୟ ଏବଂ ସୁଖମୟ ଜୀବନ ପାଇଁ, ମୁଁ ମହାପ...
12/07/2021

ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଏହି ଅବସରରେ ସମସ୍ତଙ୍କର ସୁସ୍ଥ, ନିରାମୟ ଏବଂ ସୁଖମୟ ଜୀବନ ପାଇଁ, ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛି ।

ଜୟ ଜଗନ୍ନାଥ

ଓଡ଼ିଶାର କିଂବଦନ୍ତୀ କଣ୍ଠଶିଳ୍ପୀ ବାଣୀକଣ୍ଠ ନିମାଇଁଚରଣ ହରିଚନ୍ଦନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି I
09/07/2021

ଓଡ଼ିଶାର କିଂବଦନ୍ତୀ କଣ୍ଠଶିଳ୍ପୀ ବାଣୀକଣ୍ଠ ନିମାଇଁଚରଣ ହରିଚନ୍ଦନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି I

Humble tributes to the great son of India,   Ji on his death anniversary today. His vision, thoughts and teachings remai...
04/07/2021

Humble tributes to the great son of India, Ji on his death anniversary today. His vision, thoughts and teachings remain an inspiration for everyone devoted to serving the nation.

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା  ।
24/06/2021

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

Take the vaccine, stay safe.
18/06/2021

Take the vaccine, stay safe.

ନିଃସ୍ୱାର୍ଥପର ସେବା ଓ ତ୍ୟାଗର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଓଡ଼ିଆ ଭାଷା, ସାହିତ...
17/06/2021

ନିଃସ୍ୱାର୍ଥପର ସେବା ଓ ତ୍ୟାଗର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଓଡ଼ିଆ ଭାଷା, ସାହିତ୍ୟକୁ ସମୃଦ୍ଧ କରୁଥିବା ତାଙ୍କର କାଳଜୟୀ ସୃଜନ ସୃଷ୍ଟି ଓ ଜୀବନାଦର୍ଶ ସର୍ବଦା ପ୍ରେରଣାର ଉତ୍ସ।

ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ତଥା ଓଡ଼ିଆ କଥାସାହିତ୍ୟର ସମ୍ରାଟ୍ ସଂକ୍ରାନ୍ତି ପୁରୁଷ ଫକୀରମୋହନ ସେନାପତିଙ୍କ ତିରୋଧାନ ଦିବସରେ ଭକ୍ତିପୂତ ଶ୍ରଦ...
15/06/2021

ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ତଥା ଓଡ଼ିଆ କଥାସାହିତ୍ୟର ସମ୍ରାଟ୍ ସଂକ୍ରାନ୍ତି ପୁରୁଷ ଫକୀରମୋହନ ସେନାପତିଙ୍କ ତିରୋଧାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ପବିତ୍ର ଶୀତଳ ଷଷ୍ଠୀ ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା
15/06/2021

ପବିତ୍ର ଶୀତଳ ଷଷ୍ଠୀ ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା

Address

Highland Health Hub
Balasore
756001

Alerts

Be the first to know and let us send you an email when RK Jena Foundation posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to RK Jena Foundation:

Share