ସମାଜ ସାଥି- Samaj Sathi

ସମାଜ ସାଥି- Samaj Sathi Join to us for a better future

14/02/2021
ବିଶ୍ଵ ଏଡ୍ସ ଦିବସ। ସୁରକ୍ଷା ନିଜ ହାତରେ। ସଚେତନ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ।
01/12/2020

ବିଶ୍ଵ ଏଡ୍ସ ଦିବସ। ସୁରକ୍ଷା ନିଜ ହାତରେ। ସଚେତନ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ।

ବିଗତ ଗୋଟେ ବର୍ଷ ମଧ୍ୟରେ କରିଥିବା କିଛି କାର୍ଯ୍ୟକ୍ରମ ର ଫୋଟୋ। ଆହୁରି ବି ବହୁତ କାର୍ଯ୍ୟକ୍ରମ କରିଛୁ କିନ୍ତୁ ସବୁ ଫୋଟୋ ଦେବା ସମ୍ଭବ ହେଉନାହ...
13/10/2020

ବିଗତ ଗୋଟେ ବର୍ଷ ମଧ୍ୟରେ କରିଥିବା କିଛି କାର୍ଯ୍ୟକ୍ରମ ର ଫୋଟୋ। ଆହୁରି ବି ବହୁତ କାର୍ଯ୍ୟକ୍ରମ କରିଛୁ କିନ୍ତୁ ସବୁ ଫୋଟୋ ଦେବା ସମ୍ଭବ ହେଉନାହିଁ।

13/10/2020

ସମାଜ ସାଥି ର ପ୍ରଥମ ଜନ୍ମ ବାର୍ଷିକ ରେ ସମସ୍ତ ଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆମର ଏହି ସଂଗଠନ ସବୁବେଳେ ଗରିବ, ନିଷ୍ପେସିତ, ଅସହାୟ, ଦିବ୍ୟାଙ୍ଗ ତଥା ସମାଜ ର ଉନ୍ନତି ପାଇଁ ସବୁବେଳେ ତତ୍ପର।
ଯୋଗାଯୋଗ- ୯୪୩୭୮୦୯୯୦୯, ୯୦୯୦୮୮୬୨୭୦

ସମାଜ ସାଥି ତରଫରୁ ୭୪ତମ ସ୍ବାଧୀନତା ଦିବସ ଉପଲକ୍ଷେ ମିଟୁଆଣି ଗ୍ରାମ ରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବିଭିନ୍ନ ପ୍ରଜାତି ...
17/08/2020

ସମାଜ ସାଥି ତରଫରୁ ୭୪ତମ ସ୍ବାଧୀନତା ଦିବସ ଉପଲକ୍ଷେ ମିଟୁଆଣି ଗ୍ରାମ ରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବିଭିନ୍ନ ପ୍ରଜାତି ର ୬୦ ରୁ ଉର୍ଦ୍ଧ୍ବ ଗଛ ଲଗାଯାଇଥିଲା।

ସମାଜ ର ଉନ୍ନତି, କଲ୍ୟାଣ ପାଇଁ ଆମ ଅନୁଷ୍ଠାନ ସବୁବେଳେ ତତ୍ପର।

ଆମ ସହ ଯୋଡ଼ିହୁଅନ୍ତୁ ଏକ ଉନ୍ନତ ଭବିଷ୍ୟତ ପାଇଁ।
ଯୋଗାଯୋଗ- ୯୪୩୭୮୦୯୯୦୯, ୯୦୯୦୮୮୬୨୭୦

30/05/2020

#ସମାଜ_ସାଥି ତରଫରୁ ଆଜି କିଛି ଅତ୍ୟନ୍ତ ଗରିବ, ଅସହାୟ ପରିବାର କୁ ଶୁଖିଲା ଖାଦ୍ୟ ସହ ମାସ୍କ ବଣ୍ଟନ କରାଯାଇଛି।
ଆମ ସହ ଯୋଡି ହୁଅନ୍ତୁ ଏକ ଉନ୍ନତ ଭବିଷ୍ୟତ ପାଇଁ
ଯୋଗାଯୋଗ- ୯୪୩୭୮୦୯୯୦୯, ୯୦୯୦୮୮୬୨୭୦

#ମାନବ_ସେବା
#ମାଧବ_ସେବା

27/05/2020

ସଂଗରୋଧ ରେ ଥିବା ପ୍ରବାସୀ ଓଡ଼ିଆ ଭାଇ ଭଉଣୀ ଙ୍କୁ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା।

ସଂଗରୋଧ ରେ କିଛି ପ୍ରବାସୀ ଓଡ଼ିଆ ଭାଇ ଭଉଣୀ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା।
27/05/2020

ସଂଗରୋଧ ରେ କିଛି ପ୍ରବାସୀ ଓଡ଼ିଆ ଭାଇ ଭଉଣୀ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା।

04/05/2020

ଗରିବ, ନିଷ୍ପେସିତ, ଦିବ୍ୟାଙ୍ଗ ଙ୍କ ଉନ୍ନତି ତଥା ସମାଜ ର କଲ୍ୟାଣ ନିମନ୍ତେ ଆମ କୁ ସହଯୋଗ ର ହାତ ବଢ଼ାନ୍ତୁ।
ଯୋଗାଯୋଗ- ୯୪୩୭୮୦୯୯୦୯, ୯୦୯୦୮୮୬୨୭୦

ବୁଧବାର ତଥା ୧୧/୦୩/୨୦୨୦ ତାରିଖ ଦିନ ମିଟୁଆଣି ଗ୍ରାମ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା, ଯେଉଁଥିରେ ୮୨ ୟୁନିଟ ରକ୍ତ ସଂଗ୍ରହ କରା...
13/03/2020

ବୁଧବାର ତଥା ୧୧/୦୩/୨୦୨୦ ତାରିଖ ଦିନ ମିଟୁଆଣି ଗ୍ରାମ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା, ଯେଉଁଥିରେ ୮୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏଥିପାଇଁ ଆମେ ସବୁ ରକ୍ତଦାତା, ସମାଜ ସାଥି ର କର୍ମକର୍ତ୍ତା, blood bank ର କର୍ମଚାରୀ ଙ୍କୁ ଧନ୍ୟବାଦ ଜ୍ଞାପନ କରୁଅଛୁ।
ଆପଣ ମାନଙ୍କ ସହଯୋଗ ରହିଲେ ଆମେ ଆହୁରି ଉନ୍ନତି ମୂଳକ କାର୍ଯ୍ୟ କରିଚାଲିବୁ।

ଆମ ସହ ଯୋଡିହୁଅନ୍ତୁ ଏକ ଉନ୍ନତ ଭବିଷ୍ୟତ ପାଇଁ।
ଯୋଗାଯୋଗ- 9090886270, 9437809909

ଆଗାମୀ ବୁଧବାର ତଥା ୧୧-୦୩-୨୦୨୦ ତାରିଖ ରେ ମିଟୁଆଣି ହରିହାଟ ନିକଟ ରେ ଏକ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମ କରାଯାଉଛି, ତେଣୁ ଆପଣ ମାନଙ୍କୁ...
05/03/2020

ଆଗାମୀ ବୁଧବାର ତଥା ୧୧-୦୩-୨୦୨୦ ତାରିଖ ରେ ମିଟୁଆଣି ହରିହାଟ ନିକଟ ରେ ଏକ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମ କରାଯାଉଛି, ତେଣୁ ଆପଣ ମାନଙ୍କୁ ଅନୁରୋଧ ବହୁଳ ମାତ୍ରା ରେ ଯୋଗ ଦେଇ ଏହି ଶିବିର କୁ ସଫଳ କରାନ୍ତୁ।

ଯୋଗାଯୋଗ- 9090886270, 9437809909

Address

Balasore
756048

Telephone

+919090886270

Website

Alerts

Be the first to know and let us send you an email when ସମାଜ ସାଥି- Samaj Sathi posts news and promotions. Your email address will not be used for any other purpose, and you can unsubscribe at any time.

Share

Category