Zilla Balasore

Zilla Balasore Contact information, map and directions, contact form, opening hours, services, ratings, photos, videos and announcements from Zilla Balasore, Public Service, Balasore.

ବାଲେଶ୍ୱର ରେ ଦୃଶ୍ୟମାନ ହେଉଛି ଚନ୍ଦ୍ର ଗ୍ରହଣ
07/09/2025

ବାଲେଶ୍ୱର ରେ ଦୃଶ୍ୟମାନ ହେଉଛି ଚନ୍ଦ୍ର ଗ୍ରହଣ

02/09/2025

ଏଇଟା ରାସ୍ତା ନା ନଇଁ ଜଣା ପଡୁନି😄😄, ରାତିରେ ଅସରାୟେ ବର୍ଷା ପାରେ ବାଲେଶ୍ୱର ସ୍ଥିତ Congress Office Lane ର ଦୃଶ୍ୟ. ଆମ ବାଲେଶ୍ୱର ରେ ଏତେ ସୁନ୍ଦର ଡ୍ରେନ ର ବ୍ୟବସ୍ଥା ଦେଖି ମନ ଖୁସି ହେଇଯାଉଛି. ଛି ଛି ରେ ପ୍ରଶାସନ 😝.

25/06/2025

ଅସରାଏ ବର୍ଷା ରେ ବିଲେଶ୍ୱର ସହରର ଅବସ୍ଥା 😄😄

05/04/2025

ପବିତ୍ର ରାମ ନବମୀ ଉପଲକ୍ଷେ, ବାଲେଶ୍ୱର ସହର ଆଜି ରାମ ନାମ ରେ ପ୍ରକମ୍ପିତ ହେଉଛି. ଜୟ ଶ୍ରୀ ରାମ

01/04/2025

ଦୟାକରି ବାଲେଶ୍ୱର ରେ Trafic ନିୟମ ଦିନ 1:pm ru 3:30pm ପର୍ଯ୍ୟନ୍ତ କୋହଳ କରାଯାଉ, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବହାରେ ଲୋକେ ହନ୍ତସନ୍ତ ହେଉଛନ୍ତି.

Address

Balasore
756001-756###

Website

Alerts

Be the first to know and let us send you an email when Zilla Balasore posts news and promotions. Your email address will not be used for any other purpose, and you can unsubscribe at any time.

Share

Category