BJYM BALASORE

BJYM BALASORE BJYM Balasore District
Committed to Youth & Nation Building

    Muna Bhai BJYM Odisha BJP Odisha
12/06/2026


Muna Bhai BJYM Odisha BJP Odisha

    Muna Bhai BJYM Odisha BJP Odisha
12/06/2026



Muna Bhai BJYM Odisha BJP Odisha

ଗୋପାଳପୁର ସ୍ଥିତ ଅନ୍ତର୍ଜାତୀୟ କଳା ଗବେଷଣା କେନ୍ଦ୍ର ସରସ୍ୱତୀ କଳା ମନ୍ଦିରର ବାର୍ଷିକ ଉତ୍ସବରେ ଭଦ୍ରକ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ...
12/06/2026

ଗୋପାଳପୁର ସ୍ଥିତ ଅନ୍ତର୍ଜାତୀୟ କଳା ଗବେଷଣା କେନ୍ଦ୍ର ସରସ୍ୱତୀ କଳା ମନ୍ଦିରର ବାର୍ଷିକ ଉତ୍ସବରେ ଭଦ୍ରକ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ ଭାଇ, ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଶ୍ୱନାଥ ନନା ତଥା ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି Muna Bhai ଯୋଗ ଦେଲେ।

BJYM Odisha BJYM BALASORE
BJP Odisha

11/06/2026

ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ଭାରତୀୟ ଜନତା ପାର୍ଟି ବାଲେଶ୍ୱର ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା ଏବଂ ଜିଲ...
10/06/2026

ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ଭାରତୀୟ ଜନତା ପାର୍ଟି ବାଲେଶ୍ୱର ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା ଏବଂ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି Muna Bhai ଙ୍କ ଅନୁମୋଦନ କ୍ରମେ ଭାରତୀୟ ଜନତା ଯୁବମୋର୍ଚ୍ଚା, ବାଲେଶ୍ୱର ଜିଲ୍ଲାର ନବଗଠିତ ଜିଲ୍ଲା ପଦାଧିକାରୀ ଏବଂ ମଣ୍ଡଳ ସଭାପତିମାନଙ୍କ ନାମ ଘୋଷଣା କରାଗଲା।

ଏହି ନୂତନ ଦାୟିତ୍ୱ ପ୍ରାପ୍ତ ସମସ୍ତ ପଦାଧିକାରୀ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସଂଗଠନର ଆଦର୍ଶ, ରାଷ୍ଟ୍ରବାଦୀ ଚିନ୍ତାଧାରା ଏବଂ “ସେବା ହିଁ ସଂଗଠନ”ର ମନ୍ତ୍ରକୁ ଆଧାର କରି ଆପଣମାନେ ଯୁବ ସମାଜକୁ ସଂଗଠିତ କରିବା ସହ ବାଲେଶ୍ୱର ଜିଲ୍ଲାରେ ଭାରତୀୟ ଜନତା ପାର୍ଟିକୁ ଆହୁରି ସୁଦୃଢ଼ କରିବେ ବୋଲି ଦୃଢ଼ ବିଶ୍ୱାସ।

BJYM Odisha BJP Odisha BJYM BALASORE Avilash Panda Manmohan Samal Iswar Chandra Behera BJYM Nitin Nabin

ଭାରତର ଗଣତାନ୍ତ୍ରିକ ଇତିହାସରେ ସର୍ବାଧିକ ସମୟ ଧରି ନିରନ୍ତର ଭାବେ ଜନମତର ଆଶୀର୍ବାଦ ପାଇ ଦେଶର ନେତୃତ୍ୱ କରୁଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ Na...
10/06/2026

ଭାରତର ଗଣତାନ୍ତ୍ରିକ ଇତିହାସରେ ସର୍ବାଧିକ ସମୟ ଧରି ନିରନ୍ତର ଭାବେ ଜନମତର ଆଶୀର୍ବାଦ ପାଇ ଦେଶର ନେତୃତ୍ୱ କରୁଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ Narendra Modi ଙ୍କ ସୁଦୃଢ଼ ନେତୃତ୍ୱ, ଦୂରଦର୍ଶୀ ଚିନ୍ତାଧାରା ଏବଂ ରାଷ୍ଟ୍ରସେବା ପ୍ରତି ଅତୁଳନୀୟ ସମର୍ପଣ ଭାରତକୁ ବିଶ୍ୱ ମଞ୍ଚରେ ଏକ ନୂତନ ପରିଚୟ ପ୍ରଦାନ କରିଛି।

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ନିରନ୍ତର ରାଷ୍ଟ୍ରସେବା ପାଇଁ ଆଜି ବାଲିଆ ସ୍ଥିତ ରାମେଶ୍ୱର ମନ୍ଦିରରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଶ୍ରୀଯୁକ୍ତ Gobinda Chandra Das , ଜିଲ୍ଲା ଯୁବମୋର୍ଚ୍ଚା ସଭାପତି Muna Bhai ଏବଂ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ଓ ପ୍ରାର୍ଥନା କରାଗଲା।

"ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ" ର ମନ୍ତ୍ରକୁ ନେଇ ଭାରତକୁ ବିକଶିତ ରାଷ୍ଟ୍ର ଗଠନ ଦିଗରେ ଆଗେଇ ନେଉଥିବା ଆଦରଣୀୟ ମୋଦୀଜୀଙ୍କ ନେତୃତ୍ୱ ଦେଶବାସୀଙ୍କ ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ।

#ᴍᴏᴅɪᴊɪ

ମାନ୍ୟବର ବାଲେଶ୍ୱର ସାଂସଦ ତଥା ଜନପ୍ରିୟ ଜନନେତା ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀ Chandrabindu Das ଙ୍କୁ ...
10/06/2026

ମାନ୍ୟବର ବାଲେଶ୍ୱର ସାଂସଦ ତଥା ଜନପ୍ରିୟ ଜନନେତା ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀ Chandrabindu Das ଙ୍କୁ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

ବାଲେଶ୍ୱର ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ Iswar Chandra Behera ଙ୍କ ସଭାପତିତ୍ବରେ ବାଲେଶ୍ଵର ସହର ସ୍ଥିତ ଆତିଥ୍ୟ ମଣ୍ଡପରେ ଜିଲ୍ଲା ସା...
09/06/2026

ବାଲେଶ୍ୱର ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ Iswar Chandra Behera ଙ୍କ ସଭାପତିତ୍ବରେ ବାଲେଶ୍ଵର ସହର ସ୍ଥିତ ଆତିଥ୍ୟ ମଣ୍ଡପରେ ଜିଲ୍ଲା ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଅଛି।

ଏହି ଅବସରରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ Pratap Chandra Sarangi , ମାନ୍ୟବର ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା Gobinda Chandra Das , ମାନ୍ୟବର ବିଧାୟକ ନୀଳଗିରି Santosh Khatua ଏବଂ ଦଳର ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା, ବୁଥ୍ ସଶକ୍ତିକରଣ ଓ ଜନସେବାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯିବା ସହିତ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’ ମନ୍ତ୍ରକୁ ଆଧାର କରି ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ଶକ୍ତିଶାଳୀ କରିବା ପାଇଁ ଆଲୋଚନା କରାଗଲା।


BJYM Odisha BJP Odisha BJYM BALASORE Muna Bhai Avilash Panda

ବିଗତ ୧୨ ବର୍ଷରେ ସମାଜର ଶେଷ ଧାଡିରେ ଥିବା ବ୍ୟକ୍ତିଙ୍କ ପାଖରେ ସରକାରୀ ସେବା ଓ ସୁବିଧା ପହଞ୍ଚାଇବାର ଏକ ଅବିରତ ପ୍ରୟାସ କରିଛନ୍ତି ମୋଦୀ ସରକା...
09/06/2026

ବିଗତ ୧୨ ବର୍ଷରେ ସମାଜର ଶେଷ ଧାଡିରେ ଥିବା ବ୍ୟକ୍ତିଙ୍କ ପାଖରେ ସରକାରୀ ସେବା ଓ ସୁବିଧା ପହଞ୍ଚାଇବାର ଏକ ଅବିରତ ପ୍ରୟାସ କରିଛନ୍ତି ମୋଦୀ ସରକାର ।

Address

Balasore
756001

Website

Alerts

Be the first to know and let us send you an email when BJYM BALASORE posts news and promotions. Your email address will not be used for any other purpose, and you can unsubscribe at any time.

Share