Sumanta Kumar Jena

Sumanta Kumar Jena Social Worker

 #ପ୍ରଜ୍ଞାଭାରତୀ_ଶିକ୍ଷାକେନ୍ଦ୍ରର ବିଂଶତମ  ବାର୍ଷିକୋତ୍ସବରେ ସଭାପତିତ୍ଵ କରିବା ସହିତ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କଲି | ସ୍ଥାନୀୟ ଅଞ୍ଚଳରେ ...
03/04/2026

#ପ୍ରଜ୍ଞାଭାରତୀ_ଶିକ୍ଷାକେନ୍ଦ୍ରର ବିଂଶତମ ବାର୍ଷିକୋତ୍ସବରେ ସଭାପତିତ୍ଵ କରିବା ସହିତ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କଲି | ସ୍ଥାନୀୟ ଅଞ୍ଚଳରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ରୂପେ ଏହି ଶିକ୍ଷାନୁଷ୍ଠାନ ବିଦ୍ୟାର୍ଥୀ ତଥା ନାଗରିକ ପ୍ରସ୍ତୁତ କରିବାର ଦାୟିତ୍ୱ ନିର୍ବାହ କରୁଛି । ଏହି ସଭାରେ ଆମ ଗହଣରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ୍ ତଥା ଜେ ଜେ ଟ୍ୟୁଟୋରିଆଲର ନିର୍ଦ୍ଦେଶକ ଜଗନ୍ନାଥ ସାସମଲ, ମୂଖ୍ଯବକ୍ତା ଭାବେ ସମାଜସେବୀ ଅଭିଜିତ ଦାସ, ଏସୋସିଏଟ ପ୍ରଫେସର ଓମ୍ ପ୍ରକାଶ ପଣ୍ଡା ସମେତ ଅନ୍ୟ ବରିଷ୍ଠ ଅତିଥିବୃନ୍ଦ ଉପସ୍ଥିତ ଥିଲେ ।



ନିଜ କର୍ମକୁ ନିଷ୍ଠାର ସହ କଲେ ତାହା ହିଁ ପ୍ରକୃତ ପୂଜା।ସ୍ଵଚ୍ଛତା ହିଁ ସେବା
02/04/2026

ନିଜ କର୍ମକୁ ନିଷ୍ଠାର ସହ କଲେ ତାହା ହିଁ ପ୍ରକୃତ ପୂଜା।
ସ୍ଵଚ୍ଛତା ହିଁ ସେବା

 ିଁ_ଜୀବନ_ଜଳ_ହିଁ_ବର୍ତ୍ତମାନ_ଜଳ_ହିଁ_ଭବିଷ୍ୟତ ଏହାକୁ ସଂରକ୍ଷଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଏହି ବିଶ୍ୱ ଜଳ ଦିବସ ଉପଲକ୍ଷେ, ଆସନ୍ତୁ ଏକ ...
22/03/2026

ିଁ_ଜୀବନ_ଜଳ_ହିଁ_ବର୍ତ୍ତମାନ_ଜଳ_ହିଁ_ଭବିଷ୍ୟତ
ଏହାକୁ ସଂରକ୍ଷଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଏହି ବିଶ୍ୱ ଜଳ ଦିବସ ଉପଲକ୍ଷେ, ଆସନ୍ତୁ ଏକ ସଂକଳ୍ପ ନେବା, ଜଳର ସଠିକ ବ୍ୟବହାର ଓ ସଂରକ୍ଷଣ କରିବା। ପ୍ରକୃତି ଦ୍ଵାରା ଦିଆଯାଇଥିବା ଏହି ଅମୂଲ୍ୟ ସମ୍ପଦକୁ ରକ୍ଷା କରି, ଆସନ୍ତା ପିଢ଼ି ପାଇଁ ଏକ ନିରାପଦ ଭବିଷ୍ୟତ ନିର୍ମାଣ କରିବା।


 େଳାଭୂମି_ଆମ_ଗୌରବବାଲେଶ୍ବର ଜିଲ୍ଲା ସଦର ବ୍ଳକ କଷାଫଳ  ବେଳାଭୂମିରେ ବାରୁଣୀ ମେଳାରେ   ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା | ମେଳା ପରେ ସମୁଦ...
21/03/2026

େଳାଭୂମି_ଆମ_ଗୌରବ
ବାଲେଶ୍ବର ଜିଲ୍ଲା ସଦର ବ୍ଳକ କଷାଫଳ ବେଳାଭୂମିରେ ବାରୁଣୀ ମେଳାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା | ମେଳା ପରେ ସମୁଦ୍ର କୂଳ ଓ ଝାଉଁ ଜଙ୍ଗଲ ରେ ବହୁ ପରିମାଣରେ ପ୍ଲାଷ୍ଟିକ ବୋତଲ, ପଲିଥିନ୍ ଇତ୍ୟାଦି ପଡିଥିଲା | ଏହାକୁ ଲକ୍ଷ୍ୟ କରି କିଛି ସ୍ଥାନୀୟ ଯୁବକ ମାନଙ୍କୁ ଧରି ବେଳାଭୂମିକୁ ସ୍ଵଚ୍ଛ ଓ ପରିଷ୍କାର ରହିବାକୁ କିଛି ମାତ୍ର ପ୍ରୟାସ |
#प्लास्टिक_हटाओ_पर्यावरण_बचाओ।
.
#ପ୍ଲାଷ୍ଟିକ_ହଟାଅ_ପୃଥିବୀ_ବଞ୍ଚାଅ

ବୈଦିକ ଗୁରୁକୁଳ ଆଶ୍ରମ ପିଞ୍ଛା ବଣିଆର ବାର୍ଷିକ ଉତ୍ସବରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଯୋଗଦାନ |
20/03/2026

ବୈଦିକ ଗୁରୁକୁଳ ଆଶ୍ରମ ପିଞ୍ଛା ବଣିଆର ବାର୍ଷିକ ଉତ୍ସବରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଯୋଗଦାନ |

Address

Basta
Balasore
756029

Website

Alerts

Be the first to know and let us send you an email when Sumanta Kumar Jena posts news and promotions. Your email address will not be used for any other purpose, and you can unsubscribe at any time.

Share

Category