Adhikar Manch

Adhikar Manch social work and common people

ଅଧିକାର ମଞ୍ଚ ର ବୃକ୍ଷ ରୋପଣ କାର୍ଯ୍ୟକ୍ରମଆଜି ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଳକର ର ବନ୍ଧପଡ଼ା,ଜଳଜଡ ଖେଲ ପଡିଆ ରେ ଅଧିକାର ମଂଞ୍ଚ ତରଫରୁ ରୁ...
14/08/2024

ଅଧିକାର ମଞ୍ଚ ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଆଜି ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଳକର ର ବନ୍ଧପଡ଼ା,ଜଳଜଡ ଖେଲ ପଡିଆ ରେ ଅଧିକାର ମଂଞ୍ଚ ତରଫରୁ ରୁ ବୃକ୍ଷରୋପଣ କରାଯାଇଛି । ଆମ ଅନୁଷ୍ଠାନର ମାର୍ଗଦର୍ଶକ ସତ୍ୟନାରାୟଣ ହୋତା ଏବଂ ଦଶପୁର ର ଅବସରପ୍ରାପ୍ତ ଶିକ୍ଷକ ଇନ୍ଦୁ ଡାଙ୍ଗ ଆଜ୍ଞା ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଇନ୍ଦ୍ରମଣି ସାହୁ,ସୁଶାନ୍ତ ପଧାନ, ଶ୍ରବଣ ସାହୁ, ମନ ରଣା ଅଜିତ ମେରଲି,ସୋନୁ ସାହୁ, ଆକାଶ ବରିହା, ଧନୁ ରଣା,ବିଷ ବରିହା, ବିକ୍ରମ ସାହୁ,ସୁଦାନ କୁଁଅର,ପ୍ରମୋଦ ମହାକୁର କୁମାର ରଣା,ହିମାଂଶୁ ମେରଲି ସହ ଆହୁରି ଯୁବକ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

ଗଛ ବ‌ଅଁଚିଲେ ଆମେ ବ‌ଅଁଚିମା 🌲🌲


ଆଏବାର୍ 14 ଅଗଷ୍ଟ ୨୦୨୪ ବୁଧବାର ଦିନେ ପୁଇଁନ୍ତଲା ବ୍ଲକ୍ ଜଳଜଡ ଗାଁରେ ଅଧିକାର ମଞ୍ଚ ଆଡୁ ଗୁଟେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବାର କେ ନିଷ୍ପ...
13/08/2024

ଆଏବାର୍ 14 ଅଗଷ୍ଟ ୨୦୨୪ ବୁଧବାର ଦିନେ ପୁଇଁନ୍ତଲା ବ୍ଲକ୍ ଜଳଜଡ ଗାଁରେ ଅଧିକାର ମଞ୍ଚ ଆଡୁ ଗୁଟେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବାର କେ ନିଷ୍ପତ୍ତି ନିଆ ହେଇଛେ । ସବୁ ଜ୍ଞାନୀଗୁଣି, ବୁଦ୍ଧିଜୀବୀ,ସମାଜସେବୀ ଆର୍ ପରିବେଶବିତ୍ ମାନକୁ ଅଧିକାର ମଞ୍ଚ ଅନୁରୋଧ କରୁଛେ ଯେ, ଆସୁନ ସଭେ ମିଳିମିଶି ବୃ୍ଷରୋପଣ କରମା ଆର୍ ସବୁଜ ସୁନ୍ଦର ପରିବେଶ ଗଠନ କରମା ।
ଗଛ ବ‌ଅଁଚିଲେ ଆମେ ବ‌ଅଁଚିମା 🌴 🌲

ସମୟ-ସକାଲ 9AM
ଯୋଗାଯୋଗ— 6371043269,9040013556


ଲଢେଇ ହେବ ଅଧିକାର ପାଇଁ ,ଲଢେଇ ହେବ ଅହସାୟ ନିଷ୍ପେଶିତ ଙ୍କ ପାଇଁ , ଲଢେଇ  ହେବ ମାଁ ମାଟି ପାଇଁ , ଲଢେଇ ହେବ ଅତ୍ମସମ୍ମାନ ପାଇଁ ।ଲୋଇସିଂହା ର...
02/07/2024

ଲଢେଇ ହେବ ଅଧିକାର ପାଇଁ ,
ଲଢେଇ ହେବ ଅହସାୟ ନିଷ୍ପେଶିତ ଙ୍କ ପାଇଁ ,
ଲଢେଇ ହେବ ମାଁ ମାଟି ପାଇଁ ,
ଲଢେଇ ହେବ ଅତ୍ମସମ୍ମାନ ପାଇଁ ।

ଲୋଇସିଂହା ରେ ଅଧିକାର ମଞ୍ଚ ର ପ୍ରଥମ ବୈଠକ । ଅଂଚଳ ର ବିକାଶ ଏବଂ ସାମାଜିକ ମଙ୍ଗଳ କାର୍ଯ୍ୟ ରେ ସାମିଲ ହେବୁ ।

ଆଗତ ଦିନ ରେ ମଧ୍ୟ ମାର୍ଗଦର୍ଶନ କରିବେ ବୋଲି ଆଶା କରୁଛୁ Satyanarayan Hota Dada & Millu Bag Dada

Address

Balangir

Website

Alerts

Be the first to know and let us send you an email when Adhikar Manch posts news and promotions. Your email address will not be used for any other purpose, and you can unsubscribe at any time.

Share

Category