Mulnivasi Sena Balangir

Mulnivasi Sena Balangir Mulnivasi Sena Balangir Odisha

ଆର୍ଥିକ ଅନଗ୍ରସର ଲୋକମାନଙ୍କ ପିଲାଙ୍କ ପାଇଁ ସମସ୍ତ ପ୍ରାଇଭେଟ୍ ସ୍କୁଲରେ ମାଗଣା ଶିକ୍ଷା ପାଇଁ ନୋଟିସ ବାହାରିଲା, RTE act ଅନୁଯାୟୀ ସମସ୍ତ ପ୍...
14/01/2026

ଆର୍ଥିକ ଅନଗ୍ରସର ଲୋକମାନଙ୍କ ପିଲାଙ୍କ ପାଇଁ ସମସ୍ତ ପ୍ରାଇଭେଟ୍ ସ୍କୁଲରେ ମାଗଣା ଶିକ୍ଷା ପାଇଁ ନୋଟିସ ବାହାରିଲା, RTE act ଅନୁଯାୟୀ ସମସ୍ତ ପ୍ରାଇଭେଟ୍ ସ୍କୁଲରେ ଗରିବ ପିଲାଙ୍କ ପାଇଁ 25% ସିଟ୍ ସଂରକ୍ଷିତ ଥାଏ,ତେଣୁ ଆପଣ ଯଦି ରାସନ୍ କାର୍ଡ ଧାରୀ କିମ୍ବା EWS certificate ଥାଏ ତାହାହେଲେ ଆପଣଙ୍କ ପିଲାକୁ ନିଜ ଅଞ୍ଚଳରେ ପ୍ରାଇଭେଟ୍ ସ୍କୁଲରେ ମାଗଣାରେ ପାଠ ପଢ଼ାଇ ପାରିବେ,କିଛି ଅସୁବିଧା ହେଲେ ସ୍ଥାନୀୟ ବକ୍ଲ ଶିକ୍ଷା ଅଧିକାରୀ କି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରି ପାରିବେ।

ତ୍ୟାଗମୁର୍ତ୍ତି ମାତା ରମାବାଇ ଆମ୍ବେଦକରଙ୍କ ପରିନିର୍ବାଣ ଦିବସ(୨୭ ମଇ ୧୯୩୫)ରେ  ତ୍ୟାଗ , ସମର୍ପଣ, ନିଷ୍ଠା, ଶୀଳ, ମୈତ୍ରୀ, କରୁଣା,ପ୍ରେମ, ସ...
27/05/2025

ତ୍ୟାଗମୁର୍ତ୍ତି ମାତା ରମାବାଇ ଆମ୍ବେଦକରଙ୍କ ପରିନିର୍ବାଣ ଦିବସ(୨୭ ମଇ ୧୯୩୫)ରେ ତ୍ୟାଗ , ସମର୍ପଣ, ନିଷ୍ଠା, ଶୀଳ, ମୈତ୍ରୀ, କରୁଣା,ପ୍ରେମ, ସହିଷ୍ଣୁତା, ଉଦାରତାର ମୂର୍ତ୍ତିମନ୍ତ ପ୍ରତୀକ ଏହି ମହମାନଵୀଙ୍କୁ କୋଟି କୋଟି ନମନ।💐💐🙏🙏

14/04/2025

ବିଶ୍ୱରତ୍ନ ଡ. ବାବାସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଅବସରରେ ଆପଣ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ମଙ୍ଗଳକାମନା
ଜୟ ଭୀମ ଜୟ ସମ୍ବିଧାନ।

14/03/2025

ଓଡ଼ିଶାର ମୁଖ୍ୟ ଖ୍ୟମନ୍ତ୍ରୀ ଆଦିବାସୀ ଏବଂ ଓଡିଶାର ୪୦% ଜନସାଧାରଣ ହେଉଛ ହେଉଛନ୍ତି SC& ST,ତେଣୁ ଏଥର ଏପ୍ରିଲ ୧୪ ବାବାସ ବାସାହେବଙ୍କ ଜନ୍ମ ଜୟନ୍ତୀକୁ ଓଡ଼ିଶା ରାଜ୍ୟ ସରକାର କେମିତି ପାଳନ କରୁଛନ୍ତି ସେଥୁରୁ ଜଣା ପଡ଼ିଯିବ ବି ବିଜେପି ସରକାର କେତେ SC& ST ପ୍ରେମୀ ଏବଂ ବାବାସାହେବଙ୍କୁ କେତେ ସମ୍ମାନ ଦିଅନ୍ତି ।

Gopal Chandra Nayak

13/05/2024

ଟଙ୍କା ପଇସା ନ ଦେଖି ଥରେ ବ୍ୟକ୍ତିତ୍ଵ କୁ ଭୋଟ ଦିଅନ୍ତୁ।

27/02/2024

ଆଜି 27-2-24 ସମ୍ବଲପୁର ମହାନଗର ନିଗମ ର ସମସ୍ତ ସଫେଇ କର୍ମଚାରୀ ଓ ଓଡ଼ିଶାରେ ଥିବା ସମସ୍ତ ସଫେଇ କର୍ମଚାରୀଙ୍କ ଅନେକ ସମସ୍ୟା କୁ ନେଇ ଆଜି ଦିନ ୧୧ ଟା ରେ ସମ୍ବଲପୁର ଆମ୍ବେଦକର ଛକ(ମୋଦୀପଡା ଛକ) ରୁ ସମ୍ବଲପୁର ଜିଲ୍ଲାପାଲ ଅଫିସ ପର୍ଯ୍ୟନ୍ତ ଏକ ରେଲି ର ଆୟୋଜନ କରାଯାଇଛି ସଫେଇ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା କୁ ନେଇ ଏଣୁକରି ସମ୍ବଲପୁର ମହାନଗର ନିଗମରେ କାର୍ଯ୍ୟରତ ଥିବା ସମସ୍ତଙ୍କୁ ଅନୁରୋଧ ତଥା ବହୁଜନ ମୂଳନିବାସୀ ସମାଜର ସବୁ ସାଥୀଙ୍କୁ ଅନୁରୋଧ ଯେ ଆଜି ଦିନ ୧୧ ଟା ରେ ସମ୍ବଲପୁର ଜିଲ୍ଲା ମୋଦୀପଡା ଛକ ଆମ୍ବେଦକର ଛକକୁ ସଠିକ ସମୟରେ ଆସନ୍ତୁ ନିଜର ହକ ଅଧିକାରର ଲଢେଇ ଲଢ଼ିବା ପାଇଁ--ଜୟ ଭୀମ ଜୟ ଭାରତ ଜୟ ମୂଳନିବାସୀ ଜୟ ସମ୍ବିଧାନ

20/01/2024

15-1-24 ରେ ହୀରାକୁଦ Dam ରେ Picnic ସମୟରେ Caste feeling ଓ 19 -1-24 ତାରିଖରେ ସମ୍ବଲପୁର ଜିଲ୍ଲାପାଲ District Education office sp office dhankauda block education office ରେ ଦାବିପତ୍ର

01/12/2023

Invite to you sir-/ଆସନ୍ତା 3 december 2023 ରେ ସମ୍ବଲପୁର ଜିଲ୍ଲାରେ ବୁଦ୍ଧ ବିହାର ନିର୍ମାଣ ଓ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ ଯାଉଅଛୁ କାରଣ ଏହା ଯେ (୧) ବହୁଜନ ମୂଳନିବାସୀ ସମାଜ ଏକ ହୋଇ ପାରିବେ ଓ ଗୁଟେ ମଞ୍ଚ ରେ ଆସିପାରିବେ ଭାଇଚାରା ଆସି ପାରିବ(୨)ବୁଦ୍ଧଙ୍କ ଧମ୍ମ ବିଷୟରେ ଜାଣି ପାରିବେ(୩)ସମ୍ବଲପୁର ଜିଲ୍ଲାରେ ଗୁଟେ ନୂଆ ଇତିହାସ ସୃଷ୍ଟି ହେବ(୩) ସଂଗଠନ ହଜ଼ାର ହଜ଼ାର ଥିଲେ ମଧ୍ୟ ବୁଦ୍ଧ ଏକ ବୁଦ୍ଧ ବିହାର ରେ ସମସ୍ତେ ଗୁଟେ ପରିବାର ଭଳି ଲାଗିବ(୪)ଭୋର ସକାଳ ଓ ସନ୍ଧ୍ୟା ସମୟରେ ସମସ୍ତେ ଏକାଠି ଥିବେ ଓ ବୁଦ୍ଧ ବିହାରରେ ବୁଦ୍ଧ ବନ୍ଦନା କରିବେ(୫)ଆମ ସମାଜର ଅଧିକାଂଶ ମହିଳା ଓ ପୁରୁଷ ଅନ୍ଧ ବିଶ୍ୱାସ ଓ ପାଖଣ୍ଡବାଦ ରୁ ମୁକ୍ତି ପାଇବେ(୬)ପୁରୁଷମାନେ ନିଶାଗ୍ରସ୍ତ ରୁ ମୁକ୍ତି ପାଇବେ (୭)ସକାଳ ୯ ରୁ ଯିଏ ଉଠୁଛି ସେ ସକାଳ ୬ ଟା ରୁ ଉଠିବ ୫ ଘଣ୍ଟା ତାଙ୍କର ସମୟ save ହେବ ଓ ଶରୀର ମଧ୍ୟ ସୁସ୍ଥ ରହିବ (୮)ସମସ୍ତେ ଶାନ୍ତି ଜ୍ଞାନ ଓ ବିଚାର ପାଇଁ ପାରିବେ(୯)୫୦୦୦ ବର୍ଷର ର ଗୁଲାମ ନିଜ ଧମ୍ମ ସ୍ଥଳୀକୁ ଯିବେ(୧୦)ଆମେ ଯେତେ ସଭା ରେଲି ଜୟନ୍ତୀ କଲେ ମଧ୍ୟ ତାହା ଗୁଟେ ଦିନରେ ସୀମିତ ହେଇ ଯାଉଛି କିନ୍ତୁ ବୁଦ୍ଧ ବିହାର ରେ ୩୬୫ ଦିନ ଶାନ୍ତି ଜ୍ଞାନ ଓ ବିଚାର ପାଇଁ ପାରିବେ(୧୧)ଯେତେ ଦିନ ପର୍ଯ୍ୟନ୍ତ ସମାଜର ବ୍ୟକ୍ତି ଜ୍ଞାନ ଓ ବିଚାର ପାଇଁ ପାରିବ ନାହିଁ ସେତେ ଦିନ ପର୍ଯ୍ୟନ୍ତ ସମାଜ ଗୁଲାମ ଓ ପାଖଣ୍ଡବାଦ ଭିତରେ ଥିବ(୧୨)ବୁଦ୍ଧ ବିହାର ରେ ଆସିଲା ପରେ ବ୍ୟକ୍ତିର ଜ୍ଞାନ ଓ ବିଚାର ଦ୍ୱାରା ନିଜେ ପରିବର୍ତନ ହେବ ତଥା ସେ ନିଜ ପରିବାର ଓ ସମାଜକୁ ପରିବର୍ତନ କରାଇପାରିବ(୧୩)ଆମ ସମାଜର ଦଲାଲ ଓ ଚମଚା ସଂଖ୍ୟା କମି ଯିବ(୧୪)ଯେ ପର୍ଯ୍ୟନ୍ତ ବହୁଜନ ମୁଳନିବାସୀ ସମାଜ ଜ୍ଞାନ ଓ ବିଚାର ପାଇଁ ପାରିବ ନାହିଁ ସେ ପର୍ଯ୍ୟନ୍ତ ସେ ସମାଜ ପାଇଁ ଲଢ଼ିବ ନାହିଁ ସେଥି ପାଇଁ ଜ୍ଞାନ ଓ ବିଚାର ବହୁତ ଜରୁରୀ ଓ ତାହା ସେ ବୁଦ୍ଧ ବିହାର ରେ ପାଇଁ ପାରିବ (୧୬ ମହିଳା ମାନେ ଭନ୍ତେ ଙ୍କ ବୁଦ୍ଧ ବାଣୀ ଶୁଣି କିମ୍ବା ପ୍ରତିଦିନ ବୁଦ୍ଧ ବିହାରକୁ ଆସି କିମ୍ବା ସେହି ସ୍ଥାନର ପରିବେଶ ଦେଖି ହୁଏତ ଧୀରେ ଧୀରେ ପରିବର୍ତନ ହୋଇ ପାରିବେ(୧୭)ବ୍ୟକ୍ତି ନିଜର ସ୍ୱାର୍ଥ ଓ ସଂଗଠନ କୁ ବଳି ଦେଲେ ଯାଇ ସେ ସମାଜ ନିର୍ମାଣ କରି ପାରିବ ସେଥି ପାଇଁ ସମ୍ବଲପୁର ଜିଲ୍ଲାରେ ବହୁଜନ ମୂଳନିବାସୀ ସମାଜର ଏକତା ପାଇଁ ସର୍ବ ସମ୍ମତି କ୍ରମେ ନାଁ ରଖା ଯାଇଛି buddhist society sambalpur ଓ ବିହାର ର ନାମ ରଖା ଯାଇଛି ବୁଦ୍ଧ ବିହାର ଆମ୍ବେଦକର ନଗର --ତେଣୁ କରି ସମ୍ବଲପୁର ଜିଲ୍ଲା ଓ ଓଡିଶା ତଥା ଓଡ଼ିଶାରେ ବାହାରେ ଥିବା ବୁଦ୍ଧଙ୍କ ଅନୁଗାମୀ ଓ ତଥାଗତ ବୁଦ୍ଧ ଙ୍କୁ ଅନୁସରଣ କରୁଥିବା ସମସ୍ତ ସାଥୀଙ୍କୁ ଅନୁରୋଧ ଯେ ଆପଣମାନେ ହଜ଼ାର ହଜ଼ାର ସଂଖ୍ୟାରେ ଯୋଗଦାନ ଦେଇ ଏହି ପରିବର୍ତନ ଯାତ୍ରାକୁ ସଫଲ କରାନ୍ତୁ--ନମୋ ବୁଦ୍ଧାୟ ଜୟ ଅଶୋକା ଜୟ ଭୀମ --ଦିନ --ସକାଳ ୧୦ ଟା ରେ ବାବା ସାହେବ ଛକ (ମୋଦୀପରା ଛକ) ରୁ swimmingpool ପର୍ଯ୍ୟନ୍ତ -ସ୍ଥାନ ସମ୍ବଲପୁର ଜିଲ୍ଲା #ନିବେଦକ--ବୁଦ୍ଧିଷ୍ଟ ସୋସାଇଟି ସମ୍ବଲପୁର contact--8658570448/8249197720

15/11/2023

'' ବିର୍ସା ମୁଣ୍ଡା ଡାକରା ଦିଏ
ଲଢ଼େଇ କରି ବଞ୍ଚି ହୁଏ,,

୧୮୭୫ ମସିହା ୧୫ ନଭେମ୍ୱର ଆଜିର ଦିନର ଝାଡ଼ଖଣ୍ଡ ସ୍ଥିତ ଖୁଣ୍ଟି ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ଧରତୀଆବା ବୀର ବିର୍ସା ମୁଣ୍ଡା ,ସେ ଥିଲେ ବିପ୍ଳବୀ ତଥା ସ୍ୱାଧୀନତା ସଂଗ୍ରାମୀ । ଦେଶର ଜଳ ଜଙ୍ଗଲ ଜମିର ସୁରକ୍ଷା ଏବଂ ବଞ୍ଚିତ ଶୋଷିତ ଅବହେଳିତ ଲୋକମାନଙ୍କ ଅଧିକାର ପାଇଁ ବ୍ରିଟିଶ ଏବଂ ଦେଶର ସାମନ୍ତବାଦୀ,ମନୁବାଦୀ ଦାଲାଲ୍ ବ୍ଯବସ୍ଥା ବିରୁଦ୍ଧରେ ଲଢ଼ି ଜଳ ଜଙ୍ଗଲ ଜମିକୁ ଛଡାଇ ଆଣିଥିଲେ ଏବଂ ମୂଳନିବାସୀ ଆଦିବାସୀ ସମାଜର ଅଧିକାର ଓ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ସେ ଆଜିବନ ଲଢ଼ିଥିଲେ । ଆଜିର ଦିନରେ ସେହି ଶୌର୍ଯ୍ୟ ର ପ୍ରତୀକ , ଆଦିବାସୀ ସଂସ୍କୃତି, ପରମ୍ପରା ଓ ପ୍ରକୃତିର ମହାରକ୍ଷକ ,ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ, ଧରତୀ ଆବା ବୀର ବିର୍ସା ମୁଣ୍ଡା ଙ୍କ ୧୪୮ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ଜୋହାର୍ !
ଜୟ ବିର୍ସା...
ଜୟ ମୁଳନୀବାସୀ...

11/11/2023

तुमसे रोका नहीं जायेगा हमारा काफिला
हमने भीड़ नहीं लोगों के दिल जीते हैं l

11/11/2023

ଆସନ୍ତା ୩ december ୨୦୨୩ ତାରିଖ ରବିବାର ଦିନ ଓଡ଼ିଶାର ସମ୍ବଲପୁର ଜିଲ୍ଳାରେ ବୁଦ୍ଧ ବିହାର ନିର୍ମାଣ ତଥା ମହାତ୍ମା ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସମ୍ବଲପୁର ନଗର ପରିକ୍ରମା ଶୋଭାଯାତ୍ରା କରିବାକୁ ଯାଉଅଛୁ ଏଣୁ ଓଡ଼ିଶା ଓ ଓଡିଶା ବାହାରେ ଥିବା ଶାନ୍ତି ସତ୍ୟ ପ୍ରେମ କରୁଣା କ୍ଷମା ର ମାର୍ଗଦାତା ତଥାଗତ ଗୌତମ ବୁଦ୍ଧଙ୍କ ଅନୁଗାମୀ ବା ମହାକାରୁନିକ ବୁଦ୍ଧଙ୍କ ଅନୁସରଣ କରୁଥିବା ସମସ୍ତ ସାଥୀଙ୍କୁ ଅନୁରୋଧ ଯେ ଆପଣ ହଜ଼ାର ହଜ଼ାର ସଂଖ୍ୟାରେ ଏହି ଶୋଭାଯାତ୍ରା ଓ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଦିବସରେ ଯୋଗଦାନ କରିବେ ବୋଲି ଆଶା--ନମୋ ବୁଦ୍ଧାୟ ନିବେଦକ-/ସମ୍ବଲପୁର ବୁଦ୍ଧିଷ୍ଟ ସୋସାଇଟି ସମ୍ପର୍କ--8658570448/8249197720

24/10/2023

ଆଜି ଚକ୍ରବର୍ତ୍ତୀ ସମ୍ରାଟ ଅଶୋକଙ୍କ ବିଜୟା ଦଶମୀ ଅଖଣ୍ଡ ଭାରତର ସମ୍ରାଟ ଯିଏ କେବେ ଭି କୌଣସି ଯୁଦ୍ଧରେ ହାରି ନାହିଁ କିନ୍ତୁ କଳିଙ୍ଗ(ବର୍ତମାନ ତାହା ଓଡିଶା) ଯୁଦ୍ଧ ପରେ ଲୋକଙ୍କ କ୍ରନ୍ଦନ ରକ୍ତପାତ ଦେଖି ସେ ଚଣ୍ଡା ଅଶୋକ ରୁ ଧମ୍ମ ଅଶୋକ ହେଇଥିଲେ ଓଡ଼ିଶାର ପ୍ରାଚୀନ ନାମ କଳିଙ୍ଗ ଥିଲା ତାପରେ ଅଶୋକ ବୁଦ୍ଧ ଧମ୍ମ ରେ ଆକର୍ଷିତ ହୋଇ 84000 ବୁଦ୍ଧ ସ୍ତୁପ ଅଖଣ୍ଡ ଭାରତରେ ନିର୍ମାଣ କରିଥିଲେ ଓ ବୁଦ୍ଧ ଧମ୍ମ କୁ ପୃଥିବୀରେ ସବୁ ପଟରେ ପ୍ରସାର ପ୍ରଚାର କରିଥିଲେ ତାଙ୍କ ଶାସନ କାଳରେ ସେ ପ୍ରଜା ମାନକୁ ସମାନ ଚକ୍ଷ୍ୟୁ ରେ ଦେଖୁଥିଲେ ଅନେକ ହସ୍ପିଟାଲ ଶିକ୍ଷ୍ୟା ଅନୁଷ୍ଠାନ ନିର୍ମାଣ କରିଥିଲେ ପଶୁ ପକ୍ଷୀ ର ସେ ବହୁତ ପାଳକ ଥିଲେ ଓ ଯତ୍ନ ନେଉଥିଲେ ଆଜି ଭାରତ ବାହାରେ ଯେତେ ଭି ବୁଦ୍ଧିଷ୍ଟ ଦେଶ ଅଛି ସବୁ ଅଶୋକଙ୍କ ଅବଦାନ ସେ ନିଜ ପରିବାରର ପୁଅ ଝିଅ ଓ ସମ୍ପର୍କୀୟ ତଥା ପ୍ରଜାଙ୍କୁ ବୁଦ୍ଧ ଧମ୍ମ ର ପ୍ରସାର ପ୍ରଚାର ପାଇଁ ଲଗେଇଥିଲେ ଓ ସମ୍ରାଟ ଅଶୋକଙ୍କ ପରେ ବାବା ସାହେବ ସେହି ରାସ୍ତାକୁ ଅନୁସରଣ ପରି 2500 ବର୍ଷ ପରେ ଅଶୋକା ବିଜୟ ଦଶମୀ ଦିନ ବାବା ସାହେବ ମାର୍ଗଦାତା ଗୌତମ ବୁଦ୍ଧଙ୍କ ବିଚାରକୁ ସମଗ୍ର ଦେଶରେ ବୁଦ୍ଧଙ୍କ ବିଚାର କୁ ପ୍ରସାର ପ୍ରଚାର କରିଥିଲେ ଓ 14 ocober 1956 ଅଶୋକା ବିଜୟା ଦଶମୀ ଦିନ ରେ ବାବା ସାହେବ ନିଜ ୫ ଲକ୍ଷ ସମର୍ଥକ କୁ ନେଇ ନାଗପୁର ପବିତ୍ର ଦୀକ୍ଷାଭୂମି ରେ ବୁଦ୍ଧ ଧମ୍ମ ଗ୍ରହଣ କରିଥିଲେ --ଅଶୋକା ବିଜୟା ଦଶମୀ 14 october ରେ ସବୁ ବର୍ଷ ପଡେ ନାହିଁ ଏହି ବର୍ଷ 2023 october 24 ଆଜିର ଦିନରେ ପଡିଛି କିନ୍ତୁ 14 october 1956 ରେ ସେହି ଦିନରେ ଅଶୋକା ବିଜୟା ଦଶମୀ ପଡିଥିଲା---(1)ମାର୍ଗଦାତା ବୁଦ୍ଧଙ୍କ ଧମ୍ମ ପୃଥିବୀ ସାରା ସବୁ ଦିଗରେ ପ୍ରଭାବ ପଡିଛି ଓ ପୃଥିବୀରେ ଅନେକ ଦେଶ buddhist country (ବୁଦ୍ଧ ଧମ୍ମ)(2) ଚକ୍ରବର୍ତ୍ତୀ ସମ୍ରାଟ ଅଶୋକ ଅଖଣ୍ଡ ଭାରତର ସମ୍ରାଟ ସେ କେବେ କୌଣସି ଯୁଦ୍ଧ ହାରି ନାହିଁ (ଅଶୋକା ସମ୍ରାଜ୍ୟ)(3) ବାବା ସାହେବ-symbol of knowledge--ସମ୍ବିଧାନ ନିର୍ମାତା--ପୃଥିବୀର ସବୁଠୁ ଜ୍ଞାନୀ ବ୍ୟକ୍ତି--ପୃଥିବୀର ସବୁ ଦେଶରେ 14 ଏପ୍ରିଲ ବାବା ସାହେବଙ୍କ ଜନ୍ମଦିନ ପାଳନ କରନ୍ତି--ପୃଥିବୀରେ ସମସ୍ତଙ୍କ ଠୁ ବାବା ସାହେବଙ୍କ ବେସି ପ୍ରତିମୂର୍ତ୍ତି ଅଛି(ବାବା ସାହେବଙ୍କ ଜ୍ଞାନ)---ସେଥି ପାଇଁ ଆମକୁ ବୁଦ୍ଧଙ୍କ ଧମ୍ମ ସମ୍ରାଟ ଅଶୋକଙ୍କ ସମ୍ରାଜ୍ୟ ଓ ବାବା ସାହେବଙ୍କ ଜ୍ଞାନ କୁ ଅନୁସରଣ କରିବାକୁ ପଡିବ--namo buddhay jay samraat ashoka jay bhim

Address

Balangir
Balangir

Website

Alerts

Be the first to know and let us send you an email when Mulnivasi Sena Balangir posts news and promotions. Your email address will not be used for any other purpose, and you can unsubscribe at any time.

Share