ସମ୍ବଲପୁରୀ ସୋସିଆଲ ମିଡ଼ିଆ SSM

  • Home
  • India
  • Balangir
  • ସମ୍ବଲପୁରୀ ସୋସିଆଲ ମିଡ଼ିଆ SSM

ସମ୍ବଲପୁରୀ ସୋସିଆଲ ମିଡ଼ିଆ SSM Sambalpuri dhamaka

29/01/2025

ଛି ଛି ଛି ରେ ନନି ଛି ତାମିଲ

20/06/2023

ଦୁନିଆଁ ବଦ୍'ଲୁଛେ
ବଦ୍'ଲୁଛେ ବିଚାରଧାରା

ଏଭେ ଖାଲି ପିଲା ମାନେ ନାଇଁ ଟୁକେଲ୍ ମାନେ ବି ହେଲେନ ସାହାରା

15/06/2023

ବନସ୍ତେ ଡାକିଲା ଗଜ
ହେମନ୍'କର୍ ବଡ଼ ବଡ଼ ଗିଜ
ତାକର୍ ମୁହେଁ ନାଇନ ଲାଜ
ସଲେକୁ ଗିଜ୍ ଦେଖିଆ ବଜ
ଛାଡ୍'ବେ ଆମର୍ ରାଇଜ

କଟକିଆ କୁ କଟକିଆ କହେଲେ କେଁ ଯେ ଖିଜ
ବରମସିଆ କୁ କୁଟ୍'ମା କେନ ଅଛନ୍ ଯେ ଖୁଜ

ଟୁକେଲ୍ ଜୀବନ୍ ବି ସହଜ୍ ନାଇଁ ସେ ।
30/05/2023

ଟୁକେଲ୍ ଜୀବନ୍ ବି ସହଜ୍ ନାଇଁ ସେ ।

29/05/2023

ଆଏଜ୍ କୈଲ୍ ୧୦ ବଜେ ବି ଦୁଇ ପହର୍ ବାଗିର୍ ଲାଗୁଛେ
ଆର୍
ସୁଲ ବଏସିନ୍ ଧାଗ୍ରି ବି ୬୦ ବର୍ଷିଆ ବୁଢା ସାଙ୍ଗେ ଖନ୍ଞି ହଉଛେ
Reality

26/05/2023

ଚାକିରି ନି କି ନୌକିରି ନି
ମୋର୍ ଗେନ୍ଧା
ଭୋଟ୍ ଦିଏ ନାଇଁ

 #ଶୀତଲତଶଷ୍ଟି
25/05/2023

#ଶୀତଲତଶଷ୍ଟି

24/05/2023

ଜେନ୍ ମଜାକ୍ ଉଡାସନ୍
ଯେ
ହେ ମଜାକ୍ ଉଡ଼ି କରି କେହିଁ ଯୈସି
Full funny 😂😂

23/05/2023

ସଭେ ଖାଲି ଜନ୍🌙 ର ତାରିଫ୍ କର୍ସ
ହେତିର୍ ଲାଗି ଖରା ☀️ କୁଟୁଛେ ହୋ
😁

23/05/2023

ଦୁଃଖ ତ ସହି ହେସି
ଲେକିନ୍

କିଏ ଜାନି ସୁନି ଦୁଃଖ ଦେଲେ ନାଇଁ

23/05/2023

ଗୃପ
👆
ଗୁରୁ+ରୁପ
ମାନି ନେଲେ ଭାଏ ବହେନ୍ ସାଙ୍ଗ୍ ସାଥି ନେ ମାନ୍'ଲେ କିଏ କାହାର୍

21/05/2023

ଗୁଟେ ଗୁଟେ ଲୋକ୍ ଏନ୍ତା ଭି ଥିସନ୍
👇
ତାକର୍ କଥା ପକଉନ୍ ପକଉନ୍ entry ମାରିଦେସନ୍
ସଲା ସୁନୁ ଥିଲା କେଁ ରେ ବଲ୍'ବୁ😁

Address

Balangir

Alerts

Be the first to know and let us send you an email when ସମ୍ବଲପୁରୀ ସୋସିଆଲ ମିଡ଼ିଆ SSM posts news and promotions. Your email address will not be used for any other purpose, and you can unsubscribe at any time.

Share

Category