Bhim Army Balangir

Bhim Army Balangir Contact information, map and directions, contact form, opening hours, services, ratings, photos, videos and announcements from Bhim Army Balangir, Social service, Balangir.

26/05/2022

ଭୀମ ଆର୍ମି ଓଡିଶା ଆଗାମୀ 2024 ନିର୍ବାଚନ ପାଇଁ BSP, BMP, API, ASP ଆଦି ବହୁଜନ ଦଳ ଗୁଡିକୁ ମିଶେଇ ଗଠବନ୍ଧନ କରିବା ପାଇଁ ପ୍ରୟାସ କରିବ।
ଏବଂ ଖୁବଶୀଘ୍ର ଏକ ସର୍ବଦଳୀୟ ବୈଠକର ଆୟୋଜନ କରାଯିବ।
ଜୟ ଭୀମ🙏 ଜୟ ବହୁଜନ✊

31/08/2021

କାଲି ବରଗଡ଼ ଜିଲ୍ଲା କୁ #ଭିମ୍_ଆର୍ମି_ଓଡ଼ିଶା ପୂରା ନିଲା କରିଦେବ 💪💪 ଜୟ ଭୀମ୍🙏

ବହୁତ ଦୁଖଦ ଘଟଣା । ବ୍ରହ୍ମଗିରି , ସାତପଡ଼ା । ରୁଢ଼ିବାଦି ଜାତିବାଦୀ ବ୍ୟବସ୍ତା ପାଇଁ ଏ ସମସ୍ୟା । ଦୋଷୀ ଏକ ମାତ୍ର ବ୍ୟବସ୍ତା । ପ୍ରଶାସନ ଉପର...
13/05/2021

ବହୁତ ଦୁଖଦ ଘଟଣା । ବ୍ରହ୍ମଗିରି , ସାତପଡ଼ା । ରୁଢ଼ିବାଦି ଜାତିବାଦୀ ବ୍ୟବସ୍ତା ପାଇଁ ଏ ସମସ୍ୟା । ଦୋଷୀ ଏକ ମାତ୍ର ବ୍ୟବସ୍ତା । ପ୍ରଶାସନ ଉପରେ ପ୍ରଶ୍ନ । କିଛି ଖାଦ୍ୟ ପୁଡ଼ିଆ ସହ ବିପନ୍ନ ପରିବାର ମାନଙ୍କ ସହ BHIM ARMY ତରଫରୁ ଆଲୋଚନା କରାଗଲା । ଆଗକୁ ପୀଡିତ ମାନକୁ ନ୍ୟାୟ ଦେବା ପାଇଁ ସଂଘର୍ଷ ଜାରି ରହିବ ।

Jay bhim

 #ଦଳିତ_ଯୁବତୀ_ଉପରେ_ଆକ୍ରମଣ ଗତ ତା-୦୯/୦୪/୨୦୨୧ ରିଖରେ ଦିନ ପ୍ରାୟ ୧୨ ରୁ ୧ ସମୟରେ ମମତା ମହନନ୍ଦ ନାମକ ଏକ ଦଳିତ ଝିଅ ସେ ରାମପୁର ମହିଳା ମହା...
16/04/2021

#ଦଳିତ_ଯୁବତୀ_ଉପରେ_ଆକ୍ରମଣ
ଗତ ତା-୦୯/୦୪/୨୦୨୧ ରିଖରେ ଦିନ ପ୍ରାୟ ୧୨ ରୁ ୧ ସମୟରେ ମମତା ମହନନ୍ଦ ନାମକ ଏକ ଦଳିତ ଝିଅ ସେ ରାମପୁର ମହିଳା ମହାବିଦ୍ୟାଳୟ ରୁ କ୍ଲାସ ସାରି ଘରକୁ ଫେରୁଥିବା ବାଟରେ ଟାଙ୍ଗରକରଲୀ ଗାଁ ପାଖରେ ରାକେଶ ଭୋଇ ନାମକ ଏକ ଯୁବକ ମମତା ମହନନ୍ଦଙ୍କ ପାଖକୁ ଆସି ହଠାତ ମମତାଙ୍କୁ ଖରାପ ଭାଷା ଆଚରଣ କରିବାକୁ ଲାଗିଲା ମମତା ଏହାର ପ୍ରତିବାଦ କରିବାରୁ ଫଳରେ ରାଜେଶ ହିଂସ୍ର ହୋଇ ମମତାଙ୍କ ବେକ ଉପରକୁ ଦାଁ (ଧାନ କଟା) ମାଧ୍ୟମରେ ଆକ୍ରମଣ କରିଥିଲା । ମମତା ନିଜକୁ ବଞ୍ଚେଇବାକୁ ଯାଇ ତାର ହାତ ଓ ବେକ ଗଲା ରେ ଗଭୀର ଆଘାତ ହୋଇଗଲା ।
ମମତା ସେଠାରୁ ଶୀଘ୍ର ଦୌଡି ଦୌଡି ଗୋଟିଏ କେନାଲ ପାଖରେ ପହଞ୍ଚି ସେଠାରେ ଗାଧୋଉଥିବା ଲୋକଙ୍କୁ ଜଣାଇବା ମାତ୍ରେ ସେମାନେ ରାମପୁର ସରକାରୀ ମେଡିକାଲରେ ପହଞ୍ଚାଇଥିଲେ । ଏବଂ ମମତାଙ୍କ ଘରଲୋକଙ୍କୁ ଖବର ଦେଇଥିଲା ।ପରେ ରାମପୁର ରୁ ଡୁଙ୍ଗୁରିପାଲି ମେଡିକାଲରୁ ବରଗଡ଼ ମେଡିକାଲକୁ ନେବାପରେ ଶେଷରେ ମମତାକୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହିସବୁ ଘଟଣା ପରେ ସେହି ଦିନ ରାମପୁର ଥାନା ରେ ମମତା ର ଘରଲୋକ ଏଫ୍.ଆଇ.ଆର ଦେଇଥିଲେ । ଘରଲୋକ ମେଡିକାଲ କାମରେ ବ୍ୟସ୍ତଥିବା ହେତୁ । ଆଜି କୁ ୭ ଦିନ ବିତି ଗଲା ପରେ ମଧ୍ୟ ରାମପୁର ପୋଲିସ । ରାଜେଶ ଭୋଇ କୁ ଗିରଫ କରିନାହାନ୍ତି । କିଛି ସୂତ୍ରରୁ ଜଣାପଡୁଛି ଯେ ଅପରାଧୀ ରାଜେଶ ଭୋଇକୁ କିଛି ସବର୍ଣ ବ୍ୟକ୍ତି ଷଡଯନ୍ତ୍ର କରି ରାଜେଶ ଭୋଇକୁ ଫେରାର କରାଇବାରେ ସହଯୋଗ କରିଛନ୍ତି ।
ଯଦି ଆଗାମୀ ଦିନରେ ପ୍ରଶାସନ ଏହି ଘଟଣାକୁ କୌଣସି ପ୍ରକାରର ଅବହେଳା କରେ ତେବେ ଏହାର ପ୍ରତିବାଦକୁ ବହୁଜନ ସମାଜ ଭୟାବହ କରିବ ।😡

Jay Bhim,Jay Bharat,Jay Sambidhan💪
13/04/2021

Jay Bhim,Jay Bharat,Jay Sambidhan💪

03 April ରେ     ରେ ବିଶାଳ ଜନ ସମାବେଶ କୁ ଉଦବୋଧନ ଦେଲେ BHIM ARMY ମୁଖିଆ CHANDRSEKHRA AZAD
06/04/2021

03 April ରେ ରେ ବିଶାଳ ଜନ ସମାବେଶ କୁ ଉଦବୋଧନ ଦେଲେ BHIM ARMY ମୁଖିଆ CHANDRSEKHRA AZAD

Address

Balangir
767001

Website

Alerts

Be the first to know and let us send you an email when Bhim Army Balangir posts news and promotions. Your email address will not be used for any other purpose, and you can unsubscribe at any time.

Share

Category