ଆଠମଲ୍ଲିକ ହାଲଚାଲ

ଆଠମଲ୍ଲିକ ହାଲଚାଲ ଆଠମଲ୍ଲିକ ଅଞ୍ଚଳର ଖବର ଗୁଡିକ ଲୋକ ଲୋଚନକୁ ଆଣିବାର ପ୍ରୟାସ I

03/12/2023
28/11/2023

ସାବଧାନ!
ଆଠମଲ୍ଲିକ-କିଆକଟା ରାସ୍ତାରେ ଯିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ I ଭୋଇପଡା ଛକରୁ ମୁଚ୍ଛପୁର ଛକ ଏବଂ ବାରେଣୀ ଛକରୁ କାଦପଡା ପର୍ଯ୍ୟନ୍ତ ଯିବା ସମୟରେ ଆପଣ ବି ହୋଇପାରନ୍ତି ଲୁଟ ର ଶିକାର ଏହି ଅଞ୍ଚଳରେ ଦିନ ଦିପହରେ ଲୁଟେରା ମାଟିଥିବାର ନଜର ରହୁଛି ଏଣୁ ଯିବାଆସିବା ସମୟରେ ସତର୍କ ରୁହନ୍ତୁ I
ଆଠମଲ୍ଲିକ ପ୍ରଶାସନଙ୍କୁ ଅନୁରୋଧ ତୁରନ୍ତ ଏଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ 🙏

Address

Athmallik

Website

Alerts

Be the first to know and let us send you an email when ଆଠମଲ୍ଲିକ ହାଲଚାଲ posts news and promotions. Your email address will not be used for any other purpose, and you can unsubscribe at any time.

Share