Athgarh congress

Athgarh congress Congress

ଆଠଗଡ଼ ଓ ତିଗିରିଆ ନିର୍ବାଚନ ମଣ୍ଡଳୀ ତିଗିରିଆ ବ୍ଳକ ବଡନାଭପୁଟ ପଞ୍ଚାୟତ ବଉଳାଙ୍ଗ ଗ୍ରାମ ରେ ବାବା ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ମହାଦେବ ଙ୍କ ପ୍ର...
17/02/2026

ଆଠଗଡ଼ ଓ ତିଗିରିଆ ନିର୍ବାଚନ ମଣ୍ଡଳୀ ତିଗିରିଆ ବ୍ଳକ ବଡନାଭପୁଟ ପଞ୍ଚାୟତ ବଉଳାଙ୍ଗ ଗ୍ରାମ ରେ ବାବା ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ମହାଦେବ ଙ୍କ ପ୍ରଥମ ଜନ୍ମ ବାର୍ଷିକ ଉତ୍ସବ ରେ ତିଗିରିଆ ଯୁବ ନେତା ସୁଭାଶିଷ ମିଶ୍ର ଯୋଗ ଦେଇ ପ୍ରଭୁ ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ପ୍ରଭୁ ଙ୍କ ପାଖରେ ଅଞ୍ଚଳ ବାସି ଙ୍କ ମଙ୍ଗଳ କାମନା ନିମନ୍ତେ ପ୍ରାର୍ଥନା କରିଥିଲେ।

ତିଗିରିଆ ବ୍ଳକ ଗଦାଧରପୁର ପଞ୍ଚାୟତ ହରିଶରଣପୁର ଗ୍ରାମ ରେ ୨୦ ତମ  ବାର୍ଷିକ ଭାଗବତ ମହାଯଜ୍ଞ  ରେ ଯୋଗ ଦେଲେ ତିଗିରିଆ କଂଗ୍ରେସ ର ଯୁବ ନେତା ସୁ...
15/02/2026

ତିଗିରିଆ ବ୍ଳକ ଗଦାଧରପୁର ପଞ୍ଚାୟତ ହରିଶରଣପୁର ଗ୍ରାମ ରେ ୨୦ ତମ ବାର୍ଷିକ ଭାଗବତ ମହାଯଜ୍ଞ ରେ ଯୋଗ ଦେଲେ ତିଗିରିଆ କଂଗ୍ରେସ ର ଯୁବ ନେତା ସୁଭାଶିଷ ମିଶ୍ର, ହିମାଂଶୁ ମହାନ୍ତି, ରମେଶ ରାଉତ, ପ୍ରଭୁ ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ପ୍ରଭୁ ଙ୍କ ପାଖରେ ତିଗିରିଆ ବାସି ଙ୍କ ମଙ୍ଗଳ କାମନା ନିମନ୍ତେ ପ୍ରାର୍ଥନା କଲେ।

ଆଠଗଡ ଓ ତିଗିରିଆ ନିର୍ବାଚନ ମଣ୍ଡଳୀ ପୁରୁଣା ତିଗିରିଆ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ପରମ କଲ୍ୟାଣ ମୟୀ ମା ଉଗ୍ରତାରା ଙ୍କ ଏକବିଂଶ ତମ ଜନ୍ମ ମହୋତ...
01/02/2026

ଆଠଗଡ ଓ ତିଗିରିଆ ନିର୍ବାଚନ ମଣ୍ଡଳୀ ପୁରୁଣା ତିଗିରିଆ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ପରମ କଲ୍ୟାଣ ମୟୀ ମା ଉଗ୍ରତାରା ଙ୍କ ଏକବିଂଶ ତମ ଜନ୍ମ ମହୋତ୍ସବ ଯଜ୍ଞ ରେ ଯୋଗଦେଲେ କଂଗ୍ରେସ ଯୁବ ନେତା ମନୋରଞ୍ଜନ ପଟ୍ଟନାୟକ ଓ ତିଗିରିଆ ଯୁବ ନେତା ସୁଭାଶିଷ ମିଶ୍ର 💛🤍💚

Address

Medical Road
Athagarh

Telephone

+919777688835

Website

Alerts

Be the first to know and let us send you an email when Athgarh congress posts news and promotions. Your email address will not be used for any other purpose, and you can unsubscribe at any time.

Share