ଆମ ଗାଁ ଆମ ବିକାଶ

ଆମ ଗାଁ ଆମ ବିକାଶ ବେଳେବେଳେ ଗାଁକୁ ବଂଚାଇବା ପାଇଁ କିମ୍ବା ଏ?

05/03/2026

ନୂଆଗଡ ଗ୍ରାମରେ ହୋଲି ପର୍ବର ଆନନ୍ଦ 🌸🎨
ଆମ ସରପଞ୍ଚ ଜିତୁ ଭାଇ ଗ୍ରାମର ଗୁରୁଜନ ମାନଙ୍କୁ ରଙ୍ଗ ଲଗାଇ ଆଶୀର୍ବାଦ ନେଇ ଓ ଯୁବକ ମାନଙ୍କ ସହିତ ହୋଲିର ଖୁସି ଭାଗ କରିଲେ।
ଏଭଳି ଏକତା ଓ ସମ୍ମାନ ଆମ ଗାଁର ଗର୍ବ।




30/01/2026
29/01/2026
28/01/2026

ମୋ ଗାଁ ନୂଆଗଡ – ମାଟିର ସୁଗନ୍ଧ, ମନର ଶାନ୍ତି ❤️







28/01/2026
ଅସ୍ତରଙ୍ଗ ନୂଆଗଡ ଠାରେ ହେବ ୧୮୮ କୋଟି ଟଙ୍କାର ମାଛ ଧରା ବନ୍ଦର।    #ଅସ୍ତରଙ୍ଗ
25/11/2025

ଅସ୍ତରଙ୍ଗ ନୂଆଗଡ ଠାରେ ହେବ ୧୮୮ କୋଟି ଟଙ୍କାର ମାଛ ଧରା ବନ୍ଦର। #ଅସ୍ତରଙ୍ଗ

21/11/2025

⚠️ Astaranga Jahania Sea Beach Safety Alert! ⚠️

Visitors are kindly advised to stay alert while visiting Jahania Sea Beach in Astaranga. Recently, crocodiles have been spotted near the shoreline, especially around the estuary areas close to the river mouth.

Crocodiles usually come here through nearby water channels and may appear unexpectedly in shallow waters. For your safety:

✔ Maintain a safe distance from the water
✔ Avoid swimming or going too deep
✔ Supervise children at all times
✔ Follow local authorities’ instructions

Your safety and awareness can prevent dangerous incidents.
Enjoy the beauty of Astaranga responsibly. Stay alert, stay safe! 🐊🌊

14/11/2025

🌼 ମା ଚାହିଁମାଇଙ୍କ ଜନ୍ମଦିବସ — ଭଜନ, ଆଧ୍ୟାତ୍ମିକତା ଓ ଗ୍ରାମ ଉନ୍ନତିର ନୂତନ ପଥ 🌼

ମା ଚାହିଁମାଇଙ୍କ ଜନ୍ମଦିବସ ଆମ ଗ୍ରାମ ପାଇଁ କେବଳ ଧାର୍ମିକ ଉତ୍ସବ ନୁହେଁ; ଏହା ଆମ ସମାଜ, ସଂସ୍କୃତି ଓ ଆଧୁନିକ ଜୀବନର ନୂତନ ଦିଗକୁ ନେଇଯାଉଥିବା ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅବସର।

ଏହି ପବିତ୍ର ଦିନରେ ଭଜନ, ପାଠ ଓ ପୂଜା-ପାଠ ସହ
ଗ୍ରାମବାସୀମାନେ ଆଧ୍ୟାତ୍ମିକ ବାଣୀ ସୁଣିବା, ବୁଝିବା
ଓ ତାହାକୁ ଦୈନିକ ଜୀବନରେ ଆପଣାଇବା ପାଇଁ
ଏକ ଅନନ୍ୟ ସୁଯୋଗ ପାଆନ୍ତି।

🌸 ଆଧ୍ୟାତ୍ମିକ ବାଣୀରେ ଲୁଚିଥିବା ଆଧୁନିକ ଶିକ୍ଷା

ଆଜିର ସମୟରେ ଆମ ସଂସ୍କୃତି, ଆଦର୍ଶ ଓ ପାରମ୍ପରିକ ଶିକ୍ଷା
ଧୀରେ ଧୀରେ ହରାଯାଉଛି।
ଲୋକମାନେ ଆଧୁନିକତାକୁ ଆପଣାଉଥିବାବେଳେ ମଧ୍ୟ,
ପୁରୁଣା ମୂଲ୍ୟବୋଧକୁ ଅବହେଳା କରୁଛନ୍ତି।

ଏପରି ସମୟରେ ଚାହିଁମାଇଙ୍କ ପାବନ ବାଣୀ ଆମକୁ ମନେ ପକାଏ—

✨ ସଂସ୍କୃତିକୁ ଭୁଲିଲେ ଗ୍ରାମ ଅନ୍ଧକାରକୁ ଯାଏ।
✨ ପାରମ୍ପରିକତା + ଆଧୁନିକତା = ଉନ୍ନତି ସହ ସଂସ୍କୃତିର ସୁରକ୍ଷା।

“ଜୀବନେ ଆଲୋକ, ମନେ ସତ୍ୟ, କାମରେ ପବିତ୍ରତା।

Thank you Jitendra Mithun Swain 🙏FALLOWER'S Daily Highlight
07/07/2024

Thank you Jitendra Mithun Swain 🙏
FALLOWER'S Daily Highlight

17/08/2023
ନୂଆଗଡ ସରପଞ୍ଚ ଭାବେ ନୂଆଗଡ ବାସି ଆପଣଙ୍କ ଉପରେ ଯେଉଁ ଭରଷା ରଖିଥିଲେ ଆପଣ ଆପଣଙ୍କ କର୍ମ ଠିକ୍ ରୂପେ କରିଚଳିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟ...
17/08/2023

ନୂଆଗଡ ସରପଞ୍ଚ ଭାବେ ନୂଆଗଡ ବାସି ଆପଣଙ୍କ ଉପରେ ଯେଉଁ ଭରଷା ରଖିଥିଲେ ଆପଣ ଆପଣଙ୍କ କର୍ମ ଠିକ୍ ରୂପେ କରିଚଳିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ନୂଆଗଡ ସରପଞ୍ଚ ଜିତୁ ଭାଇ Jitendra Mithun Swain ଭଗବାନ ଆପଣଙ୍କୁ ଅସୀମ ସାହସ ଓ ଶକ୍ତି ପ୍ରଦାନ କରନ୍ତୁ।

Address

Astarang
752109

Website

Alerts

Be the first to know and let us send you an email when ଆମ ଗାଁ ଆମ ବିକାଶ posts news and promotions. Your email address will not be used for any other purpose, and you can unsubscribe at any time.

Share